ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ମେଡିକାଲରେ ମୃତ୍ୟୁ ସହିତ ସଂଘର୍ଷ କରୁଛନ୍ତି ଯୁବକ। ମାତ୍ର ଡ଼ିସଚାର୍ଜ ରିପୋର୍ଟ ଦେଇ କାମ ସାରି ଦେଇଛନ୍ତି ଷ୍ଟାପ। ସେପଟେ ଜୀବନ ମରଣ ସହିତ ୱାର୍ଡ ଭିତରେ ରୋଗୀ ଛଟ ପଟ ହେଉଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ କାମାକ୍ଷାନଗର…
Day: October 25, 2025
ଗ୍ରୀନ୍ ମଟର, ଦେବ ଅନେକ ସ୍ବାସ୍ଥ୍ୟଗତ ସମସ୍ୟାରୁ ମୁକ୍ତି
ଶୀତଋତୁରେ ବଜାରରେ ବିଭିନ୍ନ ପ୍ରକାରର ତାଜା ସବୁଜ ପନିପରିବା ମିଳିଥାଏ । ସେହି ସବୁ ମଧ୍ୟରୁ ଗ୍ରୀନ୍ ମଟର ଅନ୍ୟତମ । ପ୍ରାୟତଃ ସମସ୍ତଙ୍କୁ ଗ୍ରୀନ୍ ମଟର ଭଲ ଲାଗିଥାଏ । ମୁଖ୍ୟତଃ ଏହି ପରିବାରର ଚାହିଦା ଶୀତଦିନେ ବେଶି ଦେଖିବାକୁ ମିଳିଥାଏ ।…
କମିଲା ସୁନା ଏବଂ ରୁପା ଦର, ଜାଣି ନିଅନ୍ତୁ ଆଜି ସୁନା ଦର…
କମିଲା ସୁନା ଏବଂ ରୁପା ଦର । ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର । ତେବେ ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ…
ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ
କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ଥାନା ସଦର ବ୍ଲକର ଆଲିଗାଁ ନିକଟ କଫି ଫାର୍ମ ପାଖରେ ଅଘଟଣ । ବାର୍ହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଯୁବତୀ ଆହତ ହୋଇଛନ୍ତି । ମୃତକ ଘାଟଗୁଡ଼ା ଗାଁର ସଞ୍ଜୟ ବଡ ନାୟକ ବୋଲି ଜଣାପଡ଼ିଛି । ସୂଚନା ମୁତାବକ, ସେମିଳିଗୁଡା ବ୍ଲକର ଦୁଧାରି…
ପାଣିରେ ବୁଡ଼ି ଚାଲିଗଲା ଯୁବକଙ୍କ ଜୀବନ
ରେବ ନଦୀରେ ଗାଧୋଇବା ବେଳେ ଅଘଟଣ । ଗଭୀର ପାଣିରେ ବୁଡ଼ି ଚାଲିଗଲା ଯୁବକଙ୍କ ଜୀବନ । ମୃତକ ଭଦ୍ରକ ଜିଲ୍ଲା ଧାମନଗର ଥାନା ଇଛଦା ଗାଁର ପ୍ରକାଶ ପାଣିଗ୍ରାହୀ ବୋଲି ଜଣାପଡ଼ିଛି । ସୂଚନା ମୁତାବକ, ଇଛଦା ଗାଁର ପ୍ରକାଶ ପାଣିଗ୍ରାହୀ ଶନିବାର ରେବ ନଦୀରେ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ବେଳେ ନଦୀର…
ଏୟାର ହୋଷ୍ଟେସଙ୍କୁ ପ୍ରତାରଣା ଅଭିଯୋଗ, ଭୁବନେଶ୍ୱର ଏୟାରପୋର୍ଟ ଡିଜିଏମ୍ ଗିରଫ
ଲଭ୍-ସେକ୍ସ ଧୋକ୍କା ଅଭିଯୋଗରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ଡିଜିଏମ ଗିରଫ। ଏୟାର ହୋଷ୍ଟେସଙ୍କ ସହ ୪ ବର୍ଷ ହେବ ସମ୍ପର୍କରେ ଥିଲେ। ବିବାହର ପ୍ରତିଶୃତି ଦେଇ ଜଣେ ଯୁବତୀଙ୍କୁ ପ୍ରତାରଣା କରିଥିଲେ। ଖାଲି ଏତିକି ନୁହେଁ ଶାରୀରିକ ସମ୍ପର୍କ ରଖି ଗର୍ଭପାତ କରାଇଥିଲେ। ଏନେଇ ପୀଡ଼ିତା ଏୟାରପୋର୍ଟ ଥାନାରେ…
୪୨୧୯ କନଷ୍ଟେବଳଙ୍କ ପଦଭର୍ତ୍ତି ପାଇଁ ପୋଲିସର ପ୍ରତ୍ୟକ୍ଷ ନିଯୁକ୍ତି
ଓଡ଼ିଶାରେ ପୋଲିସ ବିଭାଗ ୪୨୧୯ କନଷ୍ଟେବଳଙ୍କ ପଦଭର୍ତ୍ତି ପାଇଁ ପ୍ରତ୍ୟକ୍ଷ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛି। ରାଜ୍ୟ ସରକାରଙ୍କ ଗୃହ ବିଭାଗର ସୂଚନା ଅନୁସାରେ, ପୋଲିସ ଡି.ଜି. ଏବଂ ଆଇ.ଜି.ଙ୍କୁ ଏକ ଚିଠିରେ ଉପସଚିବ ତରୁଣ କୁମାର ପଣ୍ଡା କହିଛନ୍ତି ଯେ, ନିୟମ ଓ…
ଡାଳ ବାଜି ଭାଙ୍ଗିଲା ଆମ ବସ୍
କଟକ ସିଡିଏ ସେକ୍ଟର ୭ ଅଞ୍ଚଳରେ ଗଛ ଡାଳ ବାଜି ଭାଙ୍ଗିଲା ଆମ ବସ୍ର ଛାତ । ସିଡିଏ ସେକ୍ଟର ୭ ଇଲେକ୍ଟ୍ରି ଅଫିସ୍ ସମ୍ମୁଖରେ ଗଛ ଡାଳ ବାଜି ବସ୍ର ଛାତ ଭାଙ୍ଗି ଯାଇଛି । ପ୍ରତ୍ୟେକ ଦିନ ଏହି ରାସ୍ତା ଦେଇ…
ପୃଥକ ପୃଥକ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ
ଦୁର୍ଘଟଣା ନେଲା ୩ ଜୀବନ । ପୃଥକ ପୃଥକ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ରାୟଗଡା ଜିଲ୍ଲାରେ ଦୁଇଟି ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ମୁନିଗୁଡା ଥାନା ବୁରୁଜୁଗୁଡ଼ା ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା ।…
ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକ, ୭ ପ୍ରସ୍ତାବ ଉପରେ ବାଜିପାରେ ମୋହର
ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ ବୈଠକ ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ, ତୃତୀୟ ମହଲା କନ୍ଫରେନ୍ସ ହଲ୍ରେ ଅପରାହ୍ନ ୫ଟାରେ ହେବ। ବୈଠକରେ ପ୍ରାୟ ୭ଟି ପ୍ରସ୍ତାବ ଉପରେ ମୋହର ଲାଗିପାରେ। ମିଳିଥିବା ସୂଚନା ଅନୁଯାୟୀ, ଆଇନ, ପୂର୍ତ୍ତ,…

