ଚିକିତ୍ସା ଲାଗି ମେଡିକାଲ ଯାଇଥିଲେ । ସେଠାରୁ ଚିକିତ୍ସା ହୋଇ ଘରକୁ ଫେରୁଥିଲେ । ମେଡିକାଲରୁ ଘରକୁ ଫେରିବା ବାଟରେ ଘଟିଲା ଦୁର୍ଘଟଣା । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ହୋଇଛନ୍ତି । ବଲାଙ୍ଗୀର ପୁଇଁନ୍ତଳା ଥାନା ଜାମସର ଠାରେ ଏଭଳି…
Day: October 18, 2025
ପୀତବାସ ପଣ୍ଡା ହତ୍ୟା ମାମଲା: ୭ ଜଣଙ୍କୁ ଚାଲିଛି ଜେରା
ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ତଦନ୍ତ ଗତି ବଢିଛି। ବ୍ରହ୍ମପୁର ପୋଲିସ ଏବେ ୭ ଜଣ ସନ୍ଦେହଭାଜନଙ୍କୁ ଜେରା କରୁଛି। ଗତକାଲି ୧୧ ଜଣଙ୍କୁ ଜେରା କରାଯାଇଥିଲା, ଯେଉଁଥିରୁ ୪ ଜଣଙ୍କୁ ରାତିରେ ଛାଡିଦିଆଯାଇଛି। ପୋଲିସ ରିଜର୍ଭ କାର୍ଯ୍ୟାଳୟରେ ଚାଲୁଥିବା ଏହି ଜେରାରେ…
ମେଟାର ବଡ଼ ଘୋଷଣା, ବନ୍ଦ ହୋଇଯିବ ମେସେଞ୍ଜର ଆପ୍
ଖୁବଶୀଘ୍ର ବନ୍ଦ ହୋଇଯିବ ମେଟାର ମେସେଞ୍ଜର ଆପ୍ । ୬୦ ଦିନ ପରେ ଏହି ଆପ୍ ଆଉ ବ୍ୟବହାର କରିପାରିବେ ନାହିଁ ୟୁଜର୍ସ । ଯଦି ଆପଣ ମେଟାର ମେସେଞ୍ଜର ଆପ୍ ବ୍ୟବହାର କରନ୍ତି, ତେବେ ଏହି ଖବରଟି ବିଶେଷ ଭାବରେ ଆପଣଙ୍କ ପାଇଁ…
ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେଡିର ତିବ୍ର ପ୍ରସ୍ତୁତି, ନେତାଙ୍କୁ ମିଳିଲା ଦାୟିତ୍ୱ…
ନୂଆପଡ଼ା ଉପନିର୍ବାଚନକୁ ନଜରରେ ରଖି ବିଜେଡି ତିବ୍ର ଗତିରେ କାମ ଆରମ୍ଭ କରିଛି। ପାର୍ଟି ସଭାପତି ନବୀନ ପଟ୍ଟନାୟକ ନିଜେ ବିଭିନ୍ନ ବ୍ଲକ ଓ ଏନଏସି ପାଇଁ ଦାୟିତ୍ୱ ବଣ୍ଟନ କରିଛନ୍ତି। ନୂଆପଡ଼ା ବ୍ଲକ ପାଇଁ ୧୮ ଜଣ ନେତାଙ୍କୁ ଓ ନୂଆପଡ଼ା ଏନଏସି…
ରାଜଧାନୀରେ ନାବାଳିକାକୁ ଗଣଦୁଷ୍କର୍ମ: ଅଭିଯୁକ୍ତମାନଙ୍କର ଟେର ପାଉନି ପୁଲିସ
ଭୁବନେଶ୍ୱରରେ ଘଟିଛି ଲୋମହର୍ଷଣକାରୀ ଘଟଣା । ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । ପୀଡିତାଙ୍କ ଘର ବିହାରରେ । ଏମିତି କାଣ୍ଡ ଘଟିଛି କ୍ୟାପିଟାଲ ଥାନା ଅଶୋକ ନଗର ଅଞ୍ଚଳରେ । ନାବାଳିକା ଜଣଙ୍କ ଏବେ କ୍ୟାପିଟାଲ୍ ହସ୍ପିଟାଲ୍ ଆଇସିୟୁରେ ଅଛନ୍ତି । ପୁଲିସ୍…
ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ
ପ୍ରକୃତି ପ୍ରେମୀଙ୍କ ପାଇଁ ଖୁସି ଖବର । ଆଜିଠୁ ଖୋଲିଲା ପ୍ରକୃତିସୁନ୍ଦରୀ ଶିମିଳିପାଳ ଅଭୟାରଣ୍ୟ । ଜୈବ ବିବିଧତାରେ ଭରା ଶିମିଳିପାଳରେ ପର୍ଯ୍ୟଟନ ନୂତନ ଅନୁଭୂତି ଯୋଗାଇ ଦେବାକୁ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଶିମିଳିପାଳକୁ ଦୈନିକ ସର୍ବାଧିକ ୬୦ଟି ଚାରିଚକିଆ ଯାନକୁ ପ୍ରବେଶ…
ଡିସେମ୍ବର ଓ ଜାନୁୟାରୀରୁ ଅନୁଭୂତ ହୋଇପାରେ ସ୍ୱଳ୍ପ ଅବଧିର ଜାଡ଼
ଏଥର ଉତ୍ତର ଭାରତରେ ପ୍ରବଳ ଶୀତ ହେବ ବୋଲି ବିଭିନ୍ନ ପାଣିପାଗ ମଡେଲ ଆକଳନ କରିଛନ୍ତି । ଲା-ନିନା ପ୍ରଭାବରେ ଭାରତରେ ପ୍ରଚଣ୍ଡ ଶୀତ ହେବ ବୋଲି ସ୍କାଏ ମେଟ୍ ପୂର୍ବାନୁମାନ କରିଛି । ଏ ବର୍ଷ ଡିସେମ୍ବରରୁ ଫେବ୍ରୁଆରୀ ମାସ ଯାଏ ପୂର୍ବ ଭାରତରେ…
