ଆଫଗାନିସ୍ତାନର ରାଜଧାନୀ କାବୁଲରେ ଏୟାରଷ୍ଟ୍ରାଇକ୍ ! ଗୁରୁବାର ବିଳମ୍ଵିତ ରାତିରେ ଅଜ୍ଞାତ ହମ୍ଲାରେ ଥରିଲା କାବୁଲ। ସ୍ଥାନୀୟ ମିଡିଆ ରିପୋର୍ଟ ଅନୁସାରେ ଅବଦୁଲ୍ ହକ୍ ଛକ ନିକଟରେ ଏହି ବିସ୍ଫୋରଣ ହୋଇଛି। ଏହି ଆକ୍ରମଣ ପରେ ଅବଦୁଲ ହକ୍ ଛକକୁ ବନ୍ଦ କରିଦିଆଯାଇଛି। ସ୍ଥାନୀୟ…
Day: October 10, 2025
ଇସଲାମବାଦ ଏବଂ ରାୱଲପିଣ୍ଡିରେ ଇଣ୍ଟରନେଟ୍ ସେବା ବନ୍ଦ, ଟିଏଲପି ବିକ୍ଷୋଭ ନେଇ ବନ୍ଦ
ପାକିସ୍ତାନ ସରକାର ଇସଲାମବାଦ ଏବଂ ରାୱଲପିଣ୍ଡିରେ ମୋବାଇଲ ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯାଇଛି । ପାକିସ୍ତାନରେ 3G/4G ଇଣ୍ଟରନେଟ୍ ସେବା ବନ୍ଦ ହୋଇଛି । ପାକିସ୍ତାନ ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ତେହେରିକ୍-ଏ-ଲବୈକ୍ ପାକିସ୍ତାନ(TLP)ର ବିକ୍ଷୋଭ ନେଇ ବନ୍ଦ ରହିଛି…
ବିଜୟଙ୍କ ରାଲି ଦଳାଚକଟା ଘଟଣା: ଆଜି ସୁପ୍ରିମକୋର୍ଟରେ ଶୁଣାଣି
ତାମିଲନାଡୁର କରୁର ଜିଲ୍ଲାରେ ଅଭିନେତା ବିଜୟଙ୍କ ରାଲି ସମୟରେ ଘଟିଥିବା ଦଳାଚକଟା ଘଟଣା ନେଇ ଆଜି ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହେବ। ଏହି ଘଟଣାରେ ୪୧ ଜଣଙ୍କ ଜୀବନ ହାରିଥିଲେ l ଟିଭିକେ ସମ୍ପାଦକ ଆଧବ ଅର୍ଜୁନ ଦାୟର କରିଥିବା ପିଟିସନ ଆଧାରରେ ସିଜେଆଇ…
ପୋଲିସ ଏସଆଇ ଚାକିରି ଦୁର୍ନୀତି ମାମଲାରେ ‘ବଣିକ’ କୋଚିଂ ସେଣ୍ଟରରେ କ୍ରାଇମବ୍ରାଞ୍ଚ ରେଡ…
ପୋଲିସ ଏସଆଇ ଚାକିରି ଦୁର୍ନୀତି ମାମଲାରେ ବଡ଼ ଖୁଲାସା ହେଉଛି। ‘ବଣିକ’ କୋଚିଂ ସେଣ୍ଟର ସହ ସନ୍ଦିଗ୍ଧ ଲିଙ୍କ୍ ଥିବା ଅଭିଯୋଗରେ ଗତକାଲି କ୍ରାଇମବ୍ରାଞ୍ଚ ଦଳ ଉକ୍ତ କୋଚିଂ ସେଣ୍ଟରରେ ରେଡ କରିଥିଲା। ରେଡ ପରେ ‘ବଣିକ’ର ତିନି ଜଣ ଅଧିକାରୀଙ୍କୁ ନୋଟିସ ଜାରି…
ଭୂମିକମ୍ପ ଝଟକାରେ ଦୋହଲିଲା ଫିଲିପାଇନ୍ସ ; ତୀବ୍ରତା ୭.୪ ରେକର୍ଡ
ପ୍ରକୃତି କୋପ, ଥରିଲା ମାଟି । ଶକ୍ତିଶାଳୀ ଭୂମିକମ୍ପ ଝଟକାର ଦୋହଲିଛି ଫିଲିପାଇନ୍ସ । ରିକ୍ଟର ସ୍କେଲରେ ତୀବ୍ରତା ୭.୪ ରେକର୍ଡ ହୋଇଛି । ରିପୋର୍ଟ ଲେଖାଯିବା ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ହସ୍ତଗତ ହୋଇନଥିଲା । ତଥାପି ଭୂମିକମ୍ପ ଝଟକାରେ ଲୋକଙ୍କ ମଧ୍ୟରେ…
ସମୁଦ୍ରରେ ବୁଡ଼ିଲା ବୋଟ୍, ଅଳ୍ପକେ ବର୍ତ୍ତିଲେ ୮ ମତ୍ସ୍ୟଜୀବୀ
କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ସତଭାୟା ସମୁଦ୍ରରେ ବୁଡ଼ିଲା ବୋଟ୍ । ଅଳ୍ପକେ ବର୍ତ୍ତିଲେ ୮ ମତ୍ସ୍ୟଜୀବୀ । ତାରିଣୀ -୨ ବୋଟ୍ ଟି ଦୁର୍ଘଟଣା ଘଟି ବୁଡ଼ିଯାଇଥିବା ସୂଚନା ମିଳିଛି । ବିଳମ୍ବିତ ରାତିରେ ଘଟିଛି ଏହି ଦୁର୍ଘଟଣା । ବୋଟଟି ଭଦ୍ରକ ଅଞ୍ଚଳର…
ଦୁଇ ଦୁର୍ଦ୍ଦାନ୍ତ ମାଓବାଦୀ ଗିରଫ: ଏକାଧିକ ହତ୍ୟା, ଲୁଟ୍ ମାମଲାରେ ଉଭୟଙ୍କ ସମ୍ପୃକ୍ତି
ଝାଡ଼ଖଣ୍ଡ ପୁଲିସ୍ର ମୋଷ୍ଟୱାଣ୍ଟେଡ୍ ତାଲିକାଭୁକ୍ତ ଦୁଇ ଦୁର୍ଦ୍ଦାନ୍ତ ମାଓବାଦୀଙ୍କୁ ରାଉରକେଲା ଷ୍ଟେସନରୁ ଗିରଫ କରାଯାଇଛି । ସେମାନେ ହେଲେ ଅବଦେଶ କୁମାର ଓ ଉପେନ୍ଦ୍ର ଯାଦବ। ଆର୍ପିଏଫ୍ ପକ୍ଷରୁ ଉଭୟଙ୍କୁ ଝାଡ଼ଖଣ୍ଡ ପୁଲିସ୍କୁ ଆରପିଏଫ୍ ହସ୍ତାନ୍ତର କରାଯାଇଛି । ଗୁରୁବାର ଅପରାହ୍ଣରେ ପ୍ଲାଟ୍ ଫର୍ମ…
ଆସନ୍ତା ୨-୩ ଦିନ ଭିତରେ ପ୍ରତ୍ୟାବର୍ତ୍ତନ କରିବ ମୌସୁମୀ ବାୟୁ
ରାଜ୍ୟରେ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ହାଲୁକାରୁ ମଧ୍ୟମ ଧରଣର ବର୍ଷା କେତେକ ସ୍ଥାନରେ ହୋଇପାରେ । ଦକ୍ଷିଣ ଓଡ଼ିଶାର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ସମ୍ଭାବନା ଅଛି । କିନ୍ତୁ, ଏହାପରଠାରୁ ବର୍ଷା ପ୍ରାୟତଃ କମିଯିବ । କାଁ ଭାଁ ଘଡ଼ଘଡ଼ି ସହ…
