Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ତାଳଚେର ସେଣ୍ଟ୍ରାଲ ୱାର୍କସପ ଠାରେ ଥିବା ଜଗନ୍ନାଥ ମନ୍ଦିର ଠାରେ ଦେବ ଦୀପାବଳୀ ଉଛବ ପାଳିତ

Posted on November 21, 2025

ତାଳଚେର ସାଉଥ ବଲଣ୍ଡା ସେଣ୍ଟ୍ରାଲ ୱାର୍କସପ ଠାରେ ଥିବା ଜଗନ୍ନାଥ ମନ୍ଦିର ଠାରେ ଦେବ ଦୀପାବଳୀ ଉଛବ ପାଳିତ ହୋଇଯାଇଛି । ତିନିଦିନ ଧରି ପାଳିତ ହେଉଥିବା ଏହି ଉଛବରେ ମହାପ୍ରଭୁ ମାନବୀୟ ନୀଳା କରୁଥିବା ବିଶ୍ୱାସ ରହିଛି । ଏହିଦେଵ ଦୀପାବଳୀରେ ମହାପ୍ରଭୁ ତାଙ୍କର ପିତୃପୁରୁଷଙ୍କୁ ପିଣ୍ଡଦାନ କାରିବାସହ ପିତୃପୁରୁଷଙ୍କୁ ସର୍ବଦା ମାନେରଖିବା ଉଚିତ । ଏହି ତିନି ଦିନରେ ମହାପ୍ରଭୁ ସତ୍ୟ ଦ୍ୱାପର ଓ କଳି ଯୁଗରେ ପିତା ମାତା ହୋଇଥିବା ପୁଣ୍ୟ ଆତ୍ମାକୁ ପ୍ରଭୁ ଜଗନ୍ନାଥ ପିଣ୍ଡଦାନ କରିଛନ୍ତି । ତେବେ ମନ୍ଦିରରେ ଏହି ଦେବ ଦୀପାବଳୀ ଦେଖିବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହେବାସହ ମନ୍ଦିର ପ୍ରାଙ୍ଗଣରେ ପନ୍ଦର ହଜାର ଦୀପଦାନର ବ୍ୟବସ୍ଥା ହୋଇଥିଲା ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଚେତାବନୀ: ସମ୍ପତ୍ତି ଘୋଷଣା ନକଲେ ପଦୋନ୍ନତି ବାତିଲ୍
  • ତାଳଚେର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଶୂନ୍ୟ ମୃତାହତ ପକ୍ଷ ପାଳନ
  • ସୁନା ଦର ସ୍ଥିର, ଜାଣନ୍ତୁ ଆଜିର ଦାମ୍
  • କାର୍ଯ୍ୟରେ ଅବହେଳା: ୩୬ ଅଧିକାରୀଙ୍କ ଦରମା ବନ୍ଦ କଲେ କଟକ ଜିଲ୍ଲାପାଳ
  • ଭଦ୍ରକ ବିଜେଡିରେ ବଡ଼ ଝଟକା: ଗୋଟିଏ ଦିନରେ ୩ ବ୍ଲକ୍ ଅଧ୍ୟକ୍ଷଙ୍କ ଇସ୍ତଫା, ଭାଙ୍ଗୁଛି ଗଡ଼

Recent Comments

No comments to show.

Calender

December 2025
M T W T F S S
1234567
891011121314
15161718192021
22232425262728
293031  
« Nov    

Categories

  • Uncategorized (76)
  • ଅପରାଧ (153)
  • ଏକ୍ସକ୍ଲୁସିଭ୍ (21)
  • ଖେଳ (33)
  • ଦେଶ ବିଦେଶ (281)
  • ଭିଡିଓ (6)
  • ମନୋରଞ୍ଜନ (24)
  • ରାଜନୀତି (58)
  • ରାଜ୍ୟ (900)
  • ସ୍ପେଶାଲ୍ ରିପୋର୍ଟ (150)
©2025 JBR Samachar | Design: Newspaperly WordPress Theme