Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଅଜଣା ଗାଡି ଧକ୍କାରେ ଭାଲୁ ମୃତ।

Posted on December 14, 2025

କାମାକ୍ଷାନଗର ଉପଖଣ୍ଡ ଭୁବନ ରେଞ୍ଜ ଭୁଷଳ ଛକ( NHAI 53 ) ଠାରେ ଅଜଣା ଗାଡି ଧକ୍କାରେ ଏକ ବଡ ଭାଲୁ ମୃତ। ବନବିଭାଗ ପକ୍ଷରୁ ପ୍ରକାଶ ଏହି ବନାଞ୍ଚଳ ଅଧିନ ଭର୍ତ୍ତି ପାହାଡ ଜଙ୍ଗଲରୁ ଭାଲୁଟି ପାଣି ପିଇବା ପାଇଁ ଜାତୀୟ ରାଜପଥ…

ସ୍ଥିର ରହିଛି ସୁନା ଏବଂ ରୁପା ଦର

Posted on December 14, 2025

ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର । ତେବେ ଯଦିଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁଆଜିର ସୁନା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୩୩,୯୧୦ ଟଙ୍କା ରହିଛି । ସେହିପରି ୨୨କ୍ୟାରେଟ ସୁନା ଦର ୧,୨୨,୭୫୦ ଟଙ୍କା ଛୁଇଁଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୩୩,୯୧୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ସୁନାର ମୂଲ୍ୟ ହଜାର ୧,୨୨,୭୫୦ ଟଙ୍କାକୁ ପହଞ୍ଚିଛି । ସେହିପରି ମୁମ୍ବାଇରେ ୨୪ କ୍ୟାରେଟ୍ ମୂଲ୍ୟ୧,୩୩,୯୧୦ ଟଙ୍କା ଓ ୨୨ କ୍ୟାରେଟ୍ ମୂଲ୍ୟ ୧,୨୨,୭୫୦ ଟଙ୍କା ରହିଛି । ନୂଆଦିଲ୍ଲୀରେ ୨୪କ୍ୟାରେଟ୍ ୧,୩୪,୦୭୦ ଟଙ୍କା ଓ ୨୨ କ୍ୟାରେଟ୍ ୧,୨୨,୯୦୦ ଟଙ୍କା ରହିଛି । ଦକ୍ଷିଣ ଭାରତରପ୍ରମୁଖ ସହର ଚେନ୍ନାଇରେ ୨୪ କ୍ୟାରେଟ ମୂଲ୍ୟ ୧,୩୪,୯୫୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟମୂଲ୍ୟ ୧,୨୩,୭୦୦ ଟଙ୍କା ରହିଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ୧,୩୩,୯୧୦ ଓ ୧,୨୨,୭୫୦ ଟଙ୍କା ରହିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୨,୧୦,୦୦୦ଟଙ୍କା ହୋଇଛି ।

ଧାନ ଗଦାରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

Posted on December 14, 2025

ଗଞ୍ଜାମ ବଡ଼ଗଡ଼ ଥାନା ସନ୍ଧିକେନ୍ଦୁ ଗାଁର ଚାଷୀ ଧାନ କାଟି ଗଦାକରିଥିଲେ । ବିଳମ୍ବିତ ରାତିରେ ୧୨ ଟି ଧାନ ଗଦାରେ କେହି ଦୁର୍ବୃତ୍ତ ନିଆଁ ଲଗାଇଦେଇଥିବା ସନ୍ଦେହ କରାଯାଉଛି । ଗାଁର ୧୨ଜଣ ଚାଷୀ ଧାନ କାଟି ଅମଳ ପାଇଁ ଗଦା କରିଥିଲେ…

ଜାନୁଆରୀ ୨୧ରେ ମହାପ୍ରଭୁଙ୍କ ପଦ୍ମ ବେଶ

Posted on December 14, 2025

ଆସନ୍ତା ଜାନୁଆରୀ ୨୧ ତାରିଖ ବୁଧବାର ଦାରୁବ୍ରହ୍ମଙ୍କ ପଦ୍ମ ବେଶ । ଶ୍ରୀମନ୍ଦିର ରତ୍ନସିଂହାସନରୁଢ଼ ଶ୍ରୀବିଗ୍ରହଙ୍କୁ ପଦ୍ମ ବେଶରେ ସୁଶୋଭିତ କରାଯିବ । ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥ ପଦ୍ମବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ପଦ୍ମ ପୁଷ୍କରିଣୀରେ ପ୍ରସ୍ଫୁଟିତ ବିଶାଳ ପଦ୍ମ…

ନାଗରିକତ୍ୱ ଛାଡୁଛନ୍ତି ୨ ଲକ୍ଷ ଭାରତୀୟ, ୫ ବର୍ଷରେ ବିଦେଶରେ ଅବସ୍ଥାପିତ ହେଲେଣି ୯ ଲକ୍ଷ ନାଗରିକ

Posted on December 14, 2025

ଭାରତୀୟ ନାଗରିକତ୍ୱ ଛାଡୁଥିବା ଲୋକଙ୍କ ସଂଖ୍ୟା ବଢ଼ିଚାଲିଛି । ଗତ ୫ ବର୍ଷରେ  ପାଖାପାଖି ୯ ଲକ୍ଷ ଭାରତୀୟ ସେମାନଙ୍କ ନାଗରିକତ୍ୱ  ପରିତ୍ୟାଗ କରିଥିବା ବହିର୍ବ୍ୟାପାର ମନ୍ତ୍ରାଳୟ ପ୍ରଦତ୍ତ ତଥ୍ୟରୁ  ଜଣାପଡ଼ିଛି । ରାଜ୍ୟସଭାରେ ଉତ୍ତର ରଖି ବହିର୍ବ୍ୟାପାର  ରାଷ୍ଟ୍ରମନ୍ତ୍ରୀ କିର୍ତ୍ତୀ ବର୍ଦ୍ଧନ ସିଂହ କହିଛନ୍ତି…

ହାଇଓ୍ୱାକୁ ଧକ୍କା ଦେଲା ବୋଲେରୋ, ୫ ଆହତ

Posted on December 14, 2025

ଅଧା ରହିଗଲା ମା’ ତାରିଣୀଙ୍କ ଦର୍ଶନ । ଭାରସାମ୍ୟ ହରାଇ ରାସ୍ତା ଉପରେ ଛିଡା ହୋଇଥିବା ଗୋଡି ବୋଝେଇ ହାଇଓ୍ୱାକୁ ଧକ୍କା ଦେଲା ବୋଲେରୋ । ଫଳରେ ୨ ଜଣ ଗୁରୁତର ଭାବେ ଆହତ ହୋଇଥିବା ବେଳେ ଅନ୍ୟ ୩ ଜଣ ସାମାନ୍ୟ ଆହତ…

ଅବକାରୀ ବିଭାଗର ଚଢ଼ାଉ,ବିପୁଳି ପରିମାଣର ମଦ ସହ ପୋଚ ନଷ୍ଟ

Posted on December 14, 2025

ଗଛର ମଞ୍ଚା ଉପରେ ଚାଲିଥିଲା ଦେଶୀ ମଦ ପ୍ରସ୍ତୁତି। ଅବକାରୀ ବିଭାଗ କଲା ପର୍ଦ୍ଦାଫାଶ। ଚଢାଉରେ ବିପୁଳି ପରିମାଣର ମଦ ସହ ପୋଚ ନଷ୍ଟ କରିଛି ଅବକାରୀ ବିଭାଗ। ସୂଚନା ମୁତାବକ, ଅଭିନବ ଉପାୟରେ ଗଛ ଉପରେ ମଞ୍ଚା ବାନ୍ଧି ଚାଲିଥିଲା ଦେଶୀ ମଦ…

ସାଂଘାତିକ ସ୍ତରରେ ବାୟୁ ପ୍ରଦୂଷଣ, ଶନିବାର ସନ୍ଧ୍ୟାରୁ ଦିଲ୍ଲୀରେ ଗ୍ରାପ-୪ ଲାଗୁ

Posted on December 14, 2025

ଜାତୀୟ ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ସାଂଘାତିକ ସ୍ତରରେ ପହଞ୍ଚିଛି । ପ୍ରଦୂଷଣ ସ୍ତର ଏତେ ବଢ଼ିଯାଇଛି ଯେ ଲୋକମାନେ ଶ୍ୱାସପ୍ରଶ୍ୱାସ ନେବାରେ ସମସ୍ୟା ସୃଷ୍ଟି ହୋଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ବାୟୁ ଗୁଣବତ୍ତା ପ୍ରବନ୍ଧନ ଆୟୋଗ (ସିଏକ୍ୟୁଏମ୍) ଆଜି ସନ୍ଧ୍ୟାରେ ସବୁଠୁ କଠୋର…

ଜଳିଗଲା ଧାନଗଦା, ଲକ୍ଷାଧିକ ଟଙ୍କାର ଧାନ ପୋଡି ପାଉଁଶ

Posted on December 14, 2025

ନିଆଁ ଲାଗି ଜଳିଗଲା ଧାନଗଦା। ଲକ୍ଷାଧିକ ଟଙ୍କାର ଧାନ ପୋଡି ପାଉଁଶ । ଗଞ୍ଜାମ ସୋରଡ଼ା ଥାନା ସନ୍ଧିକେନ୍ଦୁ ଗ୍ରାମରୁ ଏହି ଘଟଣା ସାମ୍ନାକୁ ଆସିଛି । ସୂଚନା ମୁତାବକ, ଗତକାଲି ମଧ୍ୟରାତ୍ରରେ ଠାକୁରାଣୀ ମନ୍ଦିର ପଛପଟେ ରହିଥିବା ଧାନଗଦାରେ କୌଣସି ପ୍ରକାରେ ନିଆଁ…

ରେଳଧାରଣାରେ କଟି ବୃଦ୍ଧ ମୃତ

Posted on December 14, 2025

ଚାନ୍ଦବାଲି- ଧାମରା-ଭଦ୍ରକ ରେଳପଥର ବଳସାହି ଫାଟକ ନିକଟରେ ରେଳଧରଣାରେ କଟି ବୃଦ୍ଧ ମୃତ ।କ୍ଷତି ପୂରଣ ଦାବିରେ ରେଳଧରଣା ଉପରେ ବସି ରହିଛନ୍ତି ସ୍ଥାନୀୟ ଲୋକେ ।ଫଳରେ ଉଭୟପଟୁ ଅଟକି ରହିଛି ମାଲବାହୀ ଟ୍ରେନ । ତେବେ  ମୃତକ ବୃଦ୍ଧ ଜଣକ ହେଉଛନ୍ତି ମୟୁରଭଞ୍ଜ…

Posts pagination

Previous 1 … 87 88 89 … 243 Next

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme