ତାଳଚେର ବ୍ଲକ କଙ୍କିଳି ମାଇନର୍ କେନାଲର କଂକ୍ରିଟ୍କରଣ କାର୍ଯ୍ୟର ଭୂମିପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉଦ୍ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଯୋଗଦେଇ ଉଦଘାଟନ କରିଥିଲେ ।ଜଳ ସମ୍ପଦ ବିଭାଗ ପକ୍ଷରୁ ୫ କୋଟି…
ଚିଟ୍ଫଣ୍ଡ କ୍ଷତିଗ୍ରସ୍ତ ଥିବା ସମସ୍ତ କ୍ଷୁଦ୍ର ଆବେଦନକାରୀ ଟଙ୍କା ଫେରିପାଇବେ
ଚିଟ୍ଫଣ୍ଡ କ୍ଷତିଗ୍ରସ୍ତ ଥିବା ସମସ୍ତ କ୍ଷୁଦ୍ର ଆବେଦନକାରୀଙ୍କୁ ଟଙ୍କା ଫେରସ୍ତ ପାଇବା ଲାଗି ଆବେଦନ କରିବାକୁ ଅର୍ଥ ବିଭାଗ ବିଜ୍ଞପ୍ତି ଜାରି କରିଛି। କ୍ଷୁଦ୍ର ଜମାକାରୀମାମାନେ ଏହାର ସୁଯୋଗ ନେବା ସହିତ ସମସ୍ତେ ଆବେଦନ କରିବା ଲାଗି ଅର୍ଥ ବିଭାଗ ପକ୍ଷରୁ କୁହାଯାଇଛି। ଅନ୍ୟପଟେ…
ମସ୍ତିଷ୍କକୁ ଧିରେ ଧିରେ ଦୁର୍ବଳ କରୁଛି AI, ସଚେତନ ନ ହେଲେ ଆଗକୁ ଭୟଙ୍କର ପରିଣତି
ଏବେ କଳିଯୁଗ ନୁହଁ, ଏଆଇ ଯୁଗ । ସାଧାରଣ ଲୋକଠୁ ଆରମ୍ଭ କରି ଅନେକ ଲୋକ କର୍ମକ୍ଷେତ୍ରରେ ମଧ୍ୟ ଏଆଇର ବ୍ୟବହାର କରୁଛନ୍ତି । ଆଜିକାଲି ଫଟୋ-ଭିଡିଓ ଏଡିଟିଙ୍ଗ୍, ୱାର୍କ କଲଚର୍ ସବୁଥିରେ ଏଆଇ ଏଣ୍ଟ୍ରି କରିସାରିଲାଣି । ଆଜି ଯେଉଁ ଏଆଇ ଆପଣଙ୍କ…
ଦୁନିଆ ପାଇଁ ବିପଦ ମେଡ-ଇନ୍-ଚାଇନା
ଜର୍ମାନୀ ଗସ୍ତରେ ଅଛନ୍ତି କଂଗ୍ରେସ ନେତା ତଥା ଲୋକସଭା ସାଂସଦ ରାହୁଲ ଗାନ୍ଧୀ । ସେଠାରେ ଏକ କାର୍ଯ୍ୟକ୍ରମରେ ଭାଷଣ ଦେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦାବି କରିଛନ୍ତି ଯେ, ଭାରତ ଏବଂ ପଶ୍ଚିମ ଦେଶମାନେ ସାମଗ୍ରୀ ଉତ୍ପାଦନ ଦାୟିତ୍ୱ ଚୀନକୁ ଦେଇଛନ୍ତି…
ବ୍ରାଉନସୁଗାର ଚାଲାଣ କାରୀଙ୍କୁ ୧୦ବର୍ଷ ଜେଲ୍ ଦଣ୍ଡ
ବ୍ରାଉନସୁଗାର ଚାଲାଣ କାରୀଙ୍କୁ ୧୦ବର୍ଷ ଜେଲ୍ । ଜେଲ ଦଣ୍ଡ ଶୁଣାଇଲେ ତୃତୀୟ ଅତିରିକ୍ତ ଜିଲ୍ଲାଜଜ । ତନ୍ମୟ କୁମାର ସାହୁ,ସେଖ ଫକୀର,ସେଖ ସଗଓ୍ବାଙ୍କୁ ଜେଲ ଦଣ୍ଡ । ଏକ ଲକ୍ଷ ଟଙ୍କା ଜରିମାନା ମଧ୍ୟ ରାୟ ଦେଇଛନ୍ତି କୋର୍ଟ । ଗତ୧୯.୦୧.୨୦ରେ ଧରାପଡ଼ିଥିଲା…
୭୨୭୨ ଶିଶୁ ନିଖୋଜ: ନିଖୋଜଙ୍କ ମଧ୍ୟରେ ୯୦% ନାବାଳିକା
ରାଜ୍ୟରେ ଗତ ୭ ବର୍ଷ ଭିତରେ ୨୫ ହଜାର ୪୩୮ ଜଣ ଶିଶୁ ନିଖୋଜ ହୋଇଛନ୍ତି। ୨୦୨୩ ବର୍ଷରେ ୫ ହଜାର ୯୨୮ ଶିଶୁ ନିଖୋଜ ହୋଇଛନ୍ତି। ପୂର୍ବ ବର୍ଷଗୁଡ଼ିକୁ ହିସାବକୁ ନେଲେ ରାଜ୍ୟରେ ୭୨୭୨ ଜଣ ଶିଶୁଙ୍କ ପତ୍ତା ମିଳିପାରି ନାହିଁ। ଏଥିରେ ସର୍ବାଧିକ ୬୪୯୭…
କୁହୁଡି ଯୋଗୁଁ ବିମାନ ଚଳାଚଳ ବାଧାପ୍ରାପ୍ତ, ଯାତ୍ରୀଙ୍କୁ ଆଲର୍ଟ
ଭାରତର ଉତ୍ତର ଭାଗରେ ପ୍ରବଳ ଶୀତ ସହ ଘନ କୁହୁଡି ଦେଖିବାକୁ ମିଳିଛି । ପ୍ରବଳ ଶୀତ ଓ କୁହୁଡି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । କୁହୁଡି ସହ ବିଷାକ୍ତ ସ୍ମଗ୍ କାରଣରୁ ବିମାନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି । ଦିଲ୍ଲୀରେ…
ମହିଳା କ୍ରିକେଟ ଖେଳାଳିଙ୍କୁ ବିସିସିଆଇର ଉପହାର…
ମହିଳା କ୍ରିକେଟ ଖେଳାଳିଙ୍କୁ ଉପହାର ଦେଲା ବିସିସିଆଇ । ବିଶ୍ୱ ବିଜେତା ମହିଳା କ୍ରିକେଟରଙ୍କୁ ଭେଟି ଦେଇଛି ବିସିସିଆଇ । ବିସିସିଆଇ ତାର ମହିଳା କ୍ରିକେଟରଙ୍କ ମ୍ୟାଚ୍ ପାଉଣାରେ ବୃଦ୍ଧି କରିଛି । ଆପେକ୍ସ କାଉନସିଲ୍ ବୈଠକରେ ଘରୋଇ ଟୁର୍ଣ୍ଣାମେଣ୍ଟରେ ଖେଳୁଥିବା ମହିଳା ଖେଳାଳିଙ୍କ…
ନିଆଁ ଲାଗି ଜଳିଗଲା ଘର, କାରଣ ଅସ୍ପଷ୍ଟ
ହୁତୁହୁତୁ ହୋଇ ଜଳିଗଲା ଘର। ନିଆଁ ଲାଗି ଜଳିଗଲା ଘରର ଆସବାବପତ୍ର ସହ ଅତି ଆବଶ୍ୟକୀୟ ସାମଗ୍ରୀ । ତେବେ ଯାଜପୁର ଜିଲ୍ଲା ପାଣିକୋଇଲି ପଞ୍ଚାୟତ ଅନ୍ତର୍ଗତ ଚିତରା ସାହିରେ ଏହି ଘଟଣା ଘଟିଛି। ସୂଚନା ମୁତାବକ, ଆଜି ସକାଳ ସମୟରେ କୌଣସି କାରଣ…
ବଢ଼ିଲା ସୁନା, ରୁପା ୫ ହଜାର ମହଙ୍ଗା
ସୋମବାର ସୁନା ଓ ରୁପା ଦର ବୃଦ୍ଧି ପରିଲକ୍ଷିତ ହୋଇଛି । ଭୁବନେଶ୍ୱରରେ ଉଭୟ ୨୪ କ୍ୟାରେଟ୍ ଓ ୨୨ କ୍ୟାରେଟ୍ ସୁନା ଦର ଯଥାକ୍ରମେ ୧୯୭୦ ଓ ୧୮୦୦ ଟଙ୍କା ବଢ଼ିଛି । ଫଳରେ ଏହି ୨ ବର୍ଗରେ ୧୦ ଗ୍ରାମ ପିଛା…
