କେନାଲରୁ ଉଦ୍ଧାର ହେଲା ହାତୀ ଶାବକ, ଢେଙ୍କାନାଳ ଜିଲ୍ଲାର ଆଠମଲ୍ଲିକ ରେଞ୍ଜରେ ଏକ ଛୁଆ ହାତୀ ମା’ ଛଡ଼ା ହୋଇ ଅସୁରକ୍ଷିତ ଅବସ୍ଥାରେ ମିଳିଥିବା କଥା ଜଣାପଡିଛି। ଡ଼ିଏଫଓଙ୍କ ସୂଚନା ଅନୁସାରେ, ତୁରନ୍ତ ପ୍ରାଣୀ ଉଦ୍ଧାର କରି ସୁରକ୍ଷିତ ଭାବେ ବନଖଣ୍ଡ କପିଳାସ ହାତୀ…
ଭାଲୁ ଆକ୍ରମଣ ରେ ମହିଳା ଚାଷୀ ଗୁରୁତର, ଅବସ୍ଥା ସଙ୍କଟାପର୍ନ…
ଅନୁଗୋଳ ଜିଲ୍ଲା କଣିହାଁ ବନାଞ୍ଚଳ ପୋଡାଗଡ ଗାଁରେ ଭାଲୁ ଆକ୍ରମଣରେ ଜଣେ ମହିଳା ଚାଷୀ ଗୁରୁତର ହୋଇଛନ୍ତି l ଗୁରୁତର ମହିଳା ହେଲେ ସେହି ଗାଁର ସୁଭଦ୍ରା ଦେହୁରୀ । ସୂଚନା ଅନୁସାରେ , ସୁଭଦ୍ରା ଧାନ ବିଲକୁ ଘାସ ବାଛିବାକୁ ଯାଇଥିବା ବେଳେ…
ହଂସରାଳୀ ପରିବାର ଉଦ୍ଧାର। କପିଳାସ ପ୍ରାଣୀ ଉଦ୍ୟାନକୁ ସ୍ଥାନାନ୍ତର।
ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ କାନପୁରା ଗାଁରୁ ୧୧ ଗୋଟି ହଂସରାଳୀ ପକ୍ଷୀକୁ ଉଦ୍ଧାର କରିଛି ବନ ବିଭାଗ। ଉଦ୍ଧାର ପକ୍ଷୀଙ୍କ ମଧ୍ୟରେ ୧୦ ଗୋଟି ଶିଶୁ ଶାବକ ରହିଛନ୍ତି। କାନପୁରା ଗାଁର ପ୍ରସାଦ କୁମାର ରାଉତଙ୍କ ଘରକୁ ହଂସରାଳୀ ପକ୍ଷୀ ଗୁଡିକ…
ଚିନାବାଦାମ ଖାଉଥିଲେ….
ଚିନାବାଦାମ ଖାଇବା ଅନେକଙ୍କର ପସନ୍ଦ। ତେବେ ଭଜା ଚିନାବାଦାମ ତୁଳନାରେ ସିଝା ଚିନାବାଦାମ ଖାଇଲେ ଶରୀରକୁ ଅନେକ ଉପକାର ମିଳିଥାଏ। ପ୍ରଥମତଃ ଭଜା ଚିନାବାଦାମ ତୁଳନାରେ ଏହା ସେତେ ବେଶୀ ଗ୍ୟାସ ସମସ୍ୟା ସୃଷ୍ଟି କରେନାହିଁ। ଦ୍ୱିତୀୟତଃ ଚିନାବାଦାମକୁ ସିଝାଇ ଖାଇଲେ ଏହା କମ୍ପ୍ଲିଟ୍…
ବଢୁଛି ସୁନା ଏବଂ ରୂପା ଦର…
ବଢୁଛି ସୁନା ଏବଂ ରୂପା ଦର । ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର । ତେବେ ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ…
ଫୁଲୁଛି ମହାନଦୀ; ବଢୁଛି ନଦୀରେ ଜଳସ୍ତର
ଲଗାଣ ବର୍ଷା ଯୋଗୁଁ କିଛି ନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି । କିନ୍ତୁ କୌଣସି ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉ ନାହିଁ । ରାଜ୍ଯରେ ଏବେ ବନ୍ୟା ପରିସ୍ଥିତି ନାହିଁ । ମହାନଦୀର ଶାଖା ନଦୀ ଗୁଡିକରେ ଜଳସ୍ତର ବଢ଼ିବା ସମ୍ଭାବନା…
ହାଇଦ୍ରାବାଦରେ ପ୍ରବଳ ବର୍ଷା, ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି।
ହାଇଦ୍ରାବାଦ: ହାଇଦ୍ରାବାଦରେ ଆଜି ପ୍ରବଳ ବର୍ଷା ହେବାରୁ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି। ମୁଷଳଧାରା ବର୍ଷା ପରେ ସହର ମୁସି ନଦୀର ଜଳସ୍ତର ସଙ୍କେତ ଉପରେ ପ୍ରବାହିତ ହେବା ଆରମ୍ଭ ହେଉଛି । ଯୋଡ଼ା ଜଳଭଣ୍ଡାର-ହିମାୟତସାଗର ଓ ଓସମାନ ସାଗର ଗେଟ୍ ଖୋଲାଯିବାରୁ ସ୍ଥିତି…
ଧରାପଡ଼ିଲେ ଦୁଇ ଗଞ୍ଜେଇ ଚାଲାଣକାରୀ; କାର୍ ସହ ଗଞ୍ଜେଇ ଜବତ
କାର୍ରେ ଚାଲାଣ ହେଇଥିଲା ଗଞ୍ଜେଇ । ପାଟ୍ରୋଲିଂ ବେଳେ ଧରାପଡ଼ିଲେ ଦୁଇ ଚାଲାଣକାରୀ । ୨ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ କଲା ଟାଙ୍ଗି ପୁଲିସ । କଟକ ଜିଲ୍ଲା ଟାଙ୍ଗି ଥାନା ମଙ୍ଗୁଳି ନିକଟରେ ଏଭଳି ଘଟଣା ଘଟିଛି । ସୂଚନା ମୁତାବକ, ଟାଙ୍ଗି ଥାନା ଅଧିକାରୀ ଶିବ…
ମାଡି ଆସୁଛି କରୋନା ଭାଇରସର ପୁଣି ଏକ ନୂଆ ଭାରିଆଣ୍ଟ!
ଗତ କିଛି ବର୍ଷ ଧରି କୋଭିଡ-୧୯ ମହାମାରୀ ସମଗ୍ର ବିଶ୍ୱକୁ ଦୋହଲାଇ ଦେଇଛି। ଯଦିଓ ଟୀକା ଏବଂ ଚିକିତ୍ସା ସମୟ ସହିତ ଆଶ୍ୱସ୍ତି ପ୍ରଦାନ କରିଛି, କିନ୍ତୁ ଏହି ଭାଇରସର ବିକଶିତ ପ୍ରକୃତି ଚିନ୍ତାର କାରଣ ରହିଛି। କୋଭିଡ-୧୯ର ନିକଟରେ ଉଭା ହୋଇଥିବା XFG…
୧୭୦୦ କୋଟି ରେଳ ପ୍ରକଳ୍ପ ସହ, ଓଡ଼ିଶା ପାଇଁ ବଡ଼ ଘୋଷଣା କଲେ ମୋଦି
ଶନିବାର ଦିନିକିଆ ଝାରସୁଗୁଡ଼ା ଗସ୍ତରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଝାରସୁଗୁଡ଼ାସ୍ଥିତ ଅମରାପାଲି ପଡ଼ିଆଠାରେ ଆୟୋଜିତ ସାଧାରଣ ସଭାରେ ସେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ୧୭୦୦ କୋଟିରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପ ଉପହାର ଦେଇଛନ୍ତି। ଭିଡିଓ…
