Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ହାଇଦ୍ରାବାଦରେ ପ୍ରବଳ ବର୍ଷା, ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି।

Posted on September 27, 2025

ହାଇଦ୍ରାବାଦ: ହାଇଦ୍ରାବାଦରେ ଆଜି ପ୍ରବଳ ବର୍ଷା ହେବାରୁ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି। ମୁଷଳଧାରା ବର୍ଷା ପରେ ସହର ମୁସି ନଦୀର ଜଳସ୍ତର ସଙ୍କେତ ଉପରେ ପ୍ରବାହିତ ହେବା ଆରମ୍ଭ ହେଉଛି । ଯୋଡ଼ା ଜଳଭଣ୍ଡାର-ହିମାୟତସାଗର ଓ ଓସମାନ ସାଗର ଗେଟ୍ ଖୋଲାଯିବାରୁ ସ୍ଥିତି ଆହୁରି ଗୁରୁତର ହୋଇଛି। ବିଭିନ୍ନ ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇଛି।

ସତର୍କତାମୂଳକ ପଦକ୍ଷେପ ରୂପେ ପ୍ରଶାସନ ହଜାର ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛି। ପ୍ରଭାବିତ ପରିବାରଙ୍କୁ ଖାଦ୍ୟ ଓ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଆଯାଇଛି।

ରଙ୍ଗାରେଡ୍ଡି ଜିଲ୍ଲାର ମୀରପେଟ୍ ମ୍ୟୁନିସିପାଲ୍ କର୍ପୋରେସନ୍ ସୀମାରେ ଥିବା ମିଥିଳା ନଗର କଲୋନୀ ସହ ଅନେକ କଲୋନୀ ପାଣିରେ ବୁଡ଼ି ରହିଛି। ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ରେୱନ୍ତ ରେଡ୍ଡି ପରିସ୍ଥିତି ସମୀକ୍ଷା କରିବା ସହ ଜଳବିପଦ ମୁକାବିଲା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme