Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଗାନ୍ଧୀ ମାର୍ଗରେ ଗର୍ଜିଲା ବିଜେଡି

Posted on September 23, 2025

ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ ପ୍ରତିବାଦରେ ବିଜେଡିର ବିଧାନସଭା ଘେରାଉ। ଗାନ୍ଧୀ ମାର୍ଗରେ ଗର୍ଜିଲା ବିଜେଡି। ରଣକ୍ଷେତ୍ର ପାଲଟିଲା ଲୋୟର ପିଏମଜି। ପୁଲିସ-ବିଜେଡି କର୍ମୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ। ୨ଟି ବ୍ୟାରିକେଡ୍ ଭାଙ୍ଗିଲେ ବିଜେଡି କର୍ମୀ। ବିଧାନସଭା ଆଡ଼କୁ ଅଗ୍ରସର ବେଳେ ବିକ୍ଷୋଭକାରୀଙ୍କୁ ଉଠାଇନେଲା ପୁଲିସ।ପଞ୍ଚାୟତ…

ରାଜଧାନୀର ମେଟ୍ରୋ ସ୍ୱପ୍ନକୁ ପୁଣି ଆଶାର ଆଲୋକ

Posted on September 23, 2025

ଭୁବନେଶ୍ୱର-କଟକ ମେଟ୍ରୋ ପ୍ରକଳ୍ପକୁ ନେଇ ରାଜଧାନୀବାସୀଙ୍କ ମନରେ ନୂଆ ଆଶା ଜାଗ୍ରୁତ ହୋଇଛି। ବିଧାନସଭାରେ ଏକ ଲିଖିତ ପ୍ରଶ୍ନରେ ଉତ୍ତର ଦେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସ୍ପଷ୍ଟ କରିଛନ୍ତି ଯେ, କଟକ-ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ରଦ୍ଦ ହୋଇନାହିଁ। ସେ କହିଛନ୍ତି, ପ୍ରକଳ୍ପଟି…

ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ କ୍ରିକେଟର ଯୁବରାଜ ସିଂ ED ଅଫିସ୍‌ରେ ହାଜର

Posted on September 23, 2025

ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ କ୍ରିକେଟର ଯୁବରାଜ ସିଂ ED ଅଫିସ୍‌ରେ ହାଜର ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ତାରକା ଖେଳାଳି ଯୁବରାଜ ସିଂ ଆଜି ED (Enforcement Directorate) କାର୍ଯ୍ୟାଳୟରେ ହାଜର ହୋଇଛନ୍ତି। ସୂତ୍ରମାନଙ୍କ କହିବା ଅନୁସାରେ, ତାଙ୍କୁ ଏକ ଅନଲାଇନ୍ ବେଟିଂ…

କାର୍ ଏବଂ ମିନିବସ୍ ମୁହାଁମୁହିଁ ଧକ୍କା

Posted on September 23, 2025

ଉତ୍ତର ପ୍ରଦେଶର ଆଲିଗଡ଼ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅକରାବାଦ ଥାନା ଅର୍ନ୍ତଗତ ଜାତୀୟ ରାଜପଥ ୯୧ରେ କାର୍ ଏବଂ ମିନିବସ୍ ମୁହାଁମୁହିଁ ଧକ୍କା ହୋଇଛନ୍ତି । ଫଳରେ ଉଭୟ ଗାଡ଼ି ମଧ୍ୟରେ ଭୟଙ୍କର ନିଆଁ ଲାଗି ଯାଇଥିଲା । ଦୁର୍ଘଟଣାରେ ପିଲାମାନଙ୍କ…

ଲୋକପ୍ରିୟ ଗାୟକ ଜୁବିନ ଗର୍ଗଙ୍କୁ ଅନ୍ତିମ ବିଦାୟ

Posted on September 23, 2025

ଭାରତୀୟ ସଙ୍ଗୀତ ଜଗତ ଆଜି ଗଭୀର ଶୋକରେ ଡୁବିଛି। ଲୋକପ୍ରିୟ ଗାୟକ ଓ ସଙ୍ଗୀତକାର ଜୁବିନ ଗର୍ଗ ୫୨ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି। ଆସାମ ସହିତ ସମଗ୍ର ଭାରତରେ ତାଙ୍କର ଅସାଧାରଣ ସ୍ୱର, ସଙ୍ଗୀତ ସୃଷ୍ଟି ଓ ଅଭିନୟ ଜନମନଙ୍କୁ ଛୁଇଁଥିଲା।…

୩୦ ଯାଏଁ କଳିଙ୍ଗା ଘାଟି ବନ୍ଦ

Posted on September 23, 2025

କନ୍ଧମାଳ ଜିଲ୍ଲାର କଳିଙ୍ଗା ଘାଟି ରାସ୍ତାକୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ପୂରାପୂରି ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ସୋମବାର ଘଟିଥିବା ଦ୍ବିତୀୟ ଭୂସ୍ଖଳନ ପରେ ପରିସ୍ଥିତିର ଗୁରୁତ୍ୱକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲାପାଳ ଏହି ପଦକ୍ଷେପ ନେଇଛନ୍ତି । ଘାଟିର ସ୍ଥିତିକୁ…

ନିଶା କାରବାରକୁ ନେଇ ପୋଲିସର ରେଡ୍

Posted on September 23, 2025

ସମ୍ବଲପୁର ଜିଲ୍ଲାର ସୁନାପାଲି ଅଞ୍ଚଳରେ ପୋଲିସ ବ୍ୟାପକ ରେଡ୍ କରିଛି । ଅଞ୍ଚଳରେ ନିଶା କାରବାର ବିସ୍ତାର ପାଇଥିବା ସୂଚନା ମିଳିଥିଲାପରେ ସମ୍ବଲପୁର ପୋଲିସ ଏହି ଅଭିଯାନ ଆରମ୍ଭ କରିଛି । ଥାନା ମାଧ୍ୟମରେ ମିଳିଥିବା ଅଭିଯୋଗ ଅନୁଯାୟୀ, ସୁନାପାଲିରୁ ଡ୍ରଗସ୍, ଗଞ୍ଜେଇ ଏବଂ…

ରାତିରେ କଦଳୀ ଖାଉଛନ୍ତି କି?

Posted on September 23, 2025

କଦଳୀ ଏକ ସ୍ବାସ୍ଥ୍ୟକର ଫଳ, ଯାହାକୁ “ପାୱାର୍ହାଉସ୍ ଅଫ୍ ଏନର୍ଜି” ବୋଲି କହାଯାଏ । ଏହା ସମସ୍ତଙ୍କ ପାଇଁ ସହଜରେ ଉପଲବ୍ଧ ଓ ଶରୀରକୁ ଶକ୍ତିଦାୟକ । କଦଳୀରେ ପ୍ରାୟ ୨୫ ପ୍ରତିଶତ ସୁଗାର ଥାଏ, ଯାହା ଶରୀରର ଦୈନିକ ଆବଶ୍ୟକତା ପୂରଣରେ ଗୁରୁତ୍ୱପୂର୍ଣ୍ଣ…

ପୂର୍ବତନ ସେକ୍ରେଟାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

Posted on September 23, 2025

ଭିଜିଲାନ୍ସ ଜାଲରେ ବିବିସିସି ବ୍ୟାଙ୍କ ଲିମିଟେଡ୍ ଅଧୀନରେ ଥିବା ତିହିଡ଼ି ବାମନବିନ୍ଧା ସେବା ସମବାୟ ସୋସାଇଟିର ପୂର୍ବତନ ସେକ୍ରେଟାରୀ ସୁଦର୍ଶନ ଖଟୁଆ। ଲକ୍ଷାଧିକ ଟଙ୍କାର ସୋସାଇଟି ଫଣ୍ଡ୍ ଆତ୍ମସାତ୍ କରିବା ଅଭିଯୋଗରେ ବାନ୍ଧିଲା ପୁଲିସ। ସୁଦର୍ଶନଙ୍କ ବିରୋଧରେ ୧୩ ଲକ୍ଷରୁ ଅଧିକ ଟଙ୍କା ହେରଫେର୍…

ପୁରୁଣାକଟକରେ ଚାଲିଛି ରେଡ୍

Posted on September 23, 2025

ବୌଦ୍ଧ ଜିଲ୍ଲା ପୁରୁଣାକଟକରେ ବାଣ ବିସ୍ଫୋରଣ ଘଟଣାକୁ କେନ୍ଦ୍ର କରି ପୋଲିସଙ୍କ ରେଡ୍ ତୃତୀୟ ଦିନରେ ମଧ୍ୟ ଜାରି ରହିଛି । ପୁରୁଣାକଟକ ସ୍ଥିତ ଅଠରନଳା ଓ ଜେନାସାହିର କିଛି ଗୋଦାମରେ ଅଚମ୍କା ଚଢ଼ାଉ କରି ପୋଲିସ ବିପୁଳ ପରିମାଣର ବେଆଇନ ବାଣ ଜବତ…

Posts pagination

Previous 1 … 220 221 222 Next

Recent Posts

  • ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର
  • ମହିଳାଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଟ୍ରେନ୍ ଟ୍ରାକ୍‌ରେ ମଦୁଆର ହାଇଡ୍ରାମା, ଅଟକାଇ ଦେଲା ଟ୍ରେନ୍‌
  • ବୁଧବାର ମହାପ୍ରଭୁଙ୍କ ପଦ୍ମ ବେଶ, କେଶର ମଧ୍ୟରେ ଶୋଭା ପାଇବେ ଶ୍ରୀମୁଖ
  • ଆକ୍ସନ୍ ମୋଡ୍‌ରେ ଅନୁଗୁଳ ପୁଲିସ, ୬୦ କେଜି ବମ ସହ ବିସ୍ଫୋରକ ସାମଗ୍ରୀ ଜବତ

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (198)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (52)
  • ଦେଶ ବିଦେଶ (470)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (114)
  • ରାଜ୍ୟ (1,517)
  • ସ୍ପେଶାଲ୍ ରିପୋର୍ଟ (267)
©2026 JBR Samachar | Design: Newspaperly WordPress Theme