Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ମିଆଁମାରରେ ସେନାର ବଡ଼ ଆକ୍ରମଣ, ଶିଶୁ ସମେତ ୨୪ ମୃତ, ୫୦ ରୁ ଅଧିକ ଆହତ

Posted on October 9, 2025

ମିଆଁମାର ସେନା ଆକ୍ରମଣରେ ଶିଶୁ ସମେତ ଅତି କମରେ ୨୪ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୫୦ ରୁ ଅଧିକ ଆହତ ହୋଇଛନ୍ତି । ଏକ ପ୍ରତିରୋଧ ଗୋଷ୍ଠୀର ସଦସ୍ୟ, ଗ୍ରାମବାସୀ ଏବଂ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି । ସୋମବାର ରାତିରେ ଦେଶର କେନ୍ଦ୍ରୀୟ…

ଭାରତକୁ ବଦନାମ କରିବାକୁ ପାକିସ୍ତାନର ମନ ଗଢ଼ା କାହାଣୀ

Posted on October 9, 2025

ଭାରତକୁ ବଦନାମ କରିବାକୁ ମିଛ କାହାଣୀ ରଚିଛି ପାକିସ୍ତାନ । ନିଜ ଦେଶ ଏବଂ ବିଶ୍ୱ ସ୍ତରରେ ମନଗଢ଼ା କାହାଣୀ କହୁଛି । ବୁଧବାର ତେହରିକ-ଏ-ତାଲିବାନ ପାକିସ୍ତାନ ଦ୍ୱାରା ୧୧ଜଣ ପାକିସ୍ତାନୀ ସେନା ଅଧିକାରୀ ଏବଂ ସୈନିକଙ୍କ ହତ୍ୟାକୁ ଭାରତ ସମର୍ଥନ କରିଥିବା ଅଭିଯୋଗ…

ଶୁଳ୍କ ବିବାଦ ଭିତରେ ଟ୍ରମ୍ପଙ୍କୁ ଚିଠି ଲେଖି ଚେତାବନୀ ଦେଲେ ୧୯ ଆମେରିକୀୟ ସାଂସଦ

Posted on October 9, 2025

ଭାରତ ଉପରେ ଶୁଳ୍କ ଲାଗୁ କରିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ନିଜ ଦେଶ ଭିତରେ ହିଁ ସମସ୍ୟା ବୃଦ୍ଧି ପାଇଛି। ପୂର୍ବତନ ଆମେରିକା ଜାତୀୟ ସୁରକ୍ଷା ପରାମର୍ଶଦାତା (NSA)ଙ୍କ ସମେତ ଅନେକ ବ୍ୟୁରୋକ୍ରାଟ ଟ୍ରମ୍ପଙ୍କୁ ସମାଲୋଚନା କରୁଛନ୍ତି । ଶୁଳ୍କ…

ଦୀପାବଳିକୁ ସରକାରୀ ଛୁଟି ତାଲିକାରେ ସାମିଲ କରିବ ଆମେରିକା

Posted on October 9, 2025

ଆମେରିକାରେ ରହୁଥିବା ଭାରତୀୟଙ୍କ ପାଇଁ ଖୁସି ଖବର। କାଲିଫର୍ନିଆ ରାଜ୍ୟ ପାଇଁ ଦୀପାବଳି ଏବେ ସରକାରୀ ଛୁଟି ତାଲିକାରେ ସାମିଲ ହୋଇଛି। ମଙ୍ଗଳବାର ଦିନ କାଲିଫର୍ନିଆ ରାଜ୍ୟପାଳ ଗାଭିନ୍ ନ୍ୟୁସମ୍ ଆସେମ୍ବଲି ବିଲ୍ ୨୬୮କୁ ଆଇନରେ ସ୍ୱାକ୍ଷର କରିଛନ୍ତି। ଏହି ଆଇନ ଅନୁଯାୟୀ ଚଳିତ ବର୍ଷଠୁ କାଲିଫର୍ନିଆର…

ଘରକୁ ଘର ବୁଲି ଜନସଚେତନତା ସୃଷ୍ଟି କରିବ ବିଜୁ ଜନତା ଦଳ।

Posted on October 9, 2025

ଆଜିଠୁ ବିଜେଡିର ପଦଯାତ୍ରା । ଘରକୁ ଘର ବୁଲି ଜନସଚେତନତା ସୃଷ୍ଟି କରିବ ବିଜୁ ଜନତା ଦଳ । ବିଜେପି ସରକାର ବିରୋଧରେ ମାଳ ମାଳ ପ୍ରସଙ୍ଗ । ଫେଲ ମାରିଛି ନିର୍ବାଚନୀ ପ୍ରତିଶୃତି । ନାରୀ ନିର୍ଯାତନା ସାଙ୍ଗକୁ ବିପର୍ଯ୍ୟସ୍ତ ହେଲାଣି ଆଇନଶୃଙ୍ଖଳା…

ସମଲେଶ୍ବରୀ ପୀଠ ବିକାଶ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ 

Posted on October 9, 2025

ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବଲପୁର ମା’ ସମଲେଶ୍ବରୀ ପୀଠ ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି । ସମୀକ୍ଷା ବୈଠକରୁ ଜଣାଯାଇଛି ଯେ ମା’ ସମଲେଶ୍ବରୀ ମନ୍ଦିର ବିକାଶ କାମ ୩୧୬ କୋଟି ଟଙ୍କା ବିନିଯୋଗରେ  ୮୨ ଏକର ପରିମିତ ଅଞ୍ଚଳରେ…

ସିଂହଦ୍ଵାର ରେ ଶୁଭୁଛି ହବିଷିଆଳିଙ୍କ ହୁଳହୁଳି : ଶ୍ରଦ୍ଧା ଓ ଭକ୍ତିର ସହ ପାଳୁଛନ୍ତି କାର୍ତ୍ତିକ ବ୍ରତ

Posted on October 9, 2025

ଆରମ୍ଭ ହୋଇଯାଇଛି ପବିତ୍ର କାର୍ତ୍ତିକ ମାସ । ପୁଣ୍ୟ ମାସରେ ଧର୍ମ ଅର୍ଜନ କରିବାକୁ ଶ୍ରୀକ୍ଷେତ୍ରରେ ଜମୁଛି ହବିଷିଆଳିଙ୍କ ଭିଡ଼ । ପବିତ୍ର ନରେନ୍ଦ୍ର ପୁଷ୍କରିଣୀ ଓ ମହୋଦଧିରେ ସ୍ନାନ କରିବା ପରେ ତୁଳସୀ ଚଉଁରା ମୂଳେ ରାଇ ଦାମୋଦରଙ୍କୁ ପୂଜା କରିଛନ୍ତି ବ୍ରତଧାରୀ…

ଦେଢ କ୍ଵିଣ୍ଟାଲରୁ ଉର୍ଦ୍ଧ୍ଵ ଗଞ୍ଜେଇ ଜବତ, ଗାଡି ଛାଡ଼ି ମାଫିଆ ଫେରାର୍

Posted on October 9, 2025

ସୁବର୍ଣ୍ଣପୁର ଜିଲ୍ଲା ରାମପୁର ପୁଲିସକୁ ବଡ଼ ସଫଳତା। କାର୍‌ରୁ ଦେଢ କ୍ଵିଣ୍ଟାଲରୁ ଉର୍ଦ୍ଧ୍ଵ ଗଞ୍ଜେଇ ଜବତ। ଗାଡି ଛାଡ଼ି ମାଫିଆ ଓ ଡ୍ରାଇଭର୍ ଫେରାର୍। ରାମପୁର ଥାନା ସାଲେପାଲି ଗାଁ ରାସ୍ତାରୁ ଏହି ଗଞ୍ଜେଇ ଜବତ ହୋଇଛି ।  ସୂଚନାନୁଯାୟୀ, ବିନିକା ପଟରୁ ସମର…

ଡାଲି ବୋଝେଇ ଟ୍ରକ୍‌ରେ ଲାଗିଲା ନିଆଁ, ଡ୍ରାଇଭର ଗୁରୁତର

Posted on October 9, 2025

 କଟକ ମାଲଗୋଦାମଠାରେ ଏକ ଡାଲି ବୋଝେଇ ଟ୍ରକ୍‌ରେ ଲାଗିଲା ନିଆଁ । ନିଆଁ ଲାଗିବା କାରଣରୁ ଟ୍ରକ୍ କ୍ୟାବିନ୍ ଭିତରେ ଶୋଇବା ଥିବା ଚାଳକ ଗୁରୁତର ହୋଇଛନ୍ତି । ଅକ୍ଳାନ୍ତ ପରିଶ୍ରମ କରି ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଛି ।…

ଆଜିଠୁ ୧୧ ଯାଏ ବିକ୍ଷିପ୍ତ ବର୍ଷା, ୩ ଜିଲ୍ଲାକୁ ଆଲର୍ଟ ଜାରି

Posted on October 9, 2025

ଗୁରୁବାର  ଉପକୂଳ ଓଡ଼ିଶାରେ ଭାରି ବର୍ଷା ହୋଇପାରେ । ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ାରେ  ଅଧିକ ବର୍ଷା ସମ୍ଭାବନା ଅଛି । ଉପକୂଳ ଓଡ଼ିଶାର ଅନ୍ୟ ସ୍ଥାନରେ  ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୯ରୁ ୧୧ ତାରିଖ ଯାଏ ରାଜ୍ୟର  ବିକ୍ଷିପ୍ତ ସ୍ଥାନରେ ପ୍ରବଳ…

Posts pagination

Previous 1 … 215 216 217 … 243 Next

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme