Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବଢିଲା ସୁନା ଏବଂ ରୂପା ଦର

Posted on October 11, 2025

ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧, ୨୪,୨୬୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧, ୧୩,୯୦୦ ଟଙ୍କା ଛୁଇଁଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,…

ମେଡିକାଲରୁ ଶିଶୁ ଚୋରି ଅଭିଯୋଗ

Posted on October 11, 2025

ବାରିପଦା ମେଡିକାଲରୁ ଶିଶୁ ଚୋରି । ଛୁଆକୁ ଧରି ଛୁ ମାରିଲେ ମହିଳା । ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲରୁ ଶିଶୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ସାହାଯ୍ୟ କରିବା ଆଳରେ ଛୁଆକୁ ଚୋରି କରିନେଇଥିବା କହିଛନ୍ତି ନବଜାତର ମାଆ ।…

ଚିଲିକାରେ ଘୂର୍ଣ୍ଣିବାତ୍ୟା; ପର୍ଯ୍ୟଟକ ଭୟଭୀତ

Posted on October 11, 2025

ଶୁକ୍ରବାର ଅପରାହ୍ଣରେ ଚିଲିକାରେ ଏକ ବିରାଟକାୟ ଘୂର୍ଣ୍ଣିବାତ୍ୟା ଦେଖିବାକୁ ମିଳିଥିଲା। କିଛି ଦିନ ତଳେ ଉତ୍ତର-ପୂର୍ବ ବଙ୍ଗୋପସାଗରେ ସୃଷ୍ଟି ଲଘୁଚାପଜନିତ ବର୍ଷାରେ ଚିଲିକାରେ ପ୍ରବଳ ଲହଡ଼ି ମାରିବା ସହ ଚିଲିକା ଅଶାନ୍ତ ହୋଇପଡିଥିଲା। ଶୁକ୍ରବାର ଅପରାହ୍ଣରେ ପ୍ରବଳ ପବନ ସାଙ୍ଗକୁ ଚିଲିକା ଅଧିଷ୍ଠାତ୍ରୀ ମାଆ…

କାମାକ୍ଷାନଗରରେ ବାଘ ଆତଙ୍କ

Posted on October 11, 2025

କାମାକ୍ଷାନଗରରେ ମାତିଛି ମହାବଳ। ଷଣ୍ଢକୁ ମାରି ଖାଇଲା ବାଘ। କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜରେ ବାଘଟି ଏକ ଗାଈକୁ ଆକ୍ରମଣ କରିଥିବା ବେଳେ ଆଜି କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ କନ୍ତାରିପାଟ ଗାଁ ଜଙ୍ଗଲରେ ଏକ ଷଣ୍ଢକୁ ମାରି ଖାଇଛି। ଫଳରେ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ…

ନବଜାତ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର

Posted on October 11, 2025

ଜଣେ ନବଜାତ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର ହୋଇଛି । ଭଦ୍ରକ ଛପୁଳିଆ ପୋଲ ତଳ ନୟନଯୋରୀରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି । କିଏ ଏବଂ କାହିଁକି ଏପରି କରିଛି, ତାହା ବର୍ତ୍ତମାନ ଅସ୍ପଷ୍ଟ ରହିଛି । ସୂଚନା ମୁତାବକ,…

ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଐତିହାସିକ ପଦକ୍ଷେପ

Posted on October 11, 2025

ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଐତିହାସିକ ପଦକ୍ଷେପ । ଶ୍ରୀଜଗନ୍ନାଥ ମନ୍ଦିରକୁ RED ZONE ଘୋଷଣା କଲା ଡିଜିସିଏ । ଏୟାରସ୍ପେଶ୍ ମ୍ୟାପରେ କିଛି ଏଭଳି ତଥ୍ୟ ରହିଥିବା ଭାରତ ସରକାରଙ୍କ ଡିଜିସିଏ ୱେବସାଇଟରେ ଉପଲବ୍ଧ ରହିଛି । ଏହାର ଅବଧି ୩ ବର୍ଷ ରହିଛି…

୫୦% ଖସିପାରେ ସୁନା-ରୂପା ଦର

Posted on October 11, 2025

ସମ୍ପ୍ରତି ସୁନା ଏବଂ ରୁପା ଦର ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି । ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍‌ ସୁନା ଦର ଲକ୍ଷେ ୨୪ ହଜାର ଟଙ୍କା ଛୁଇଁଛି । ରୁପା ଲକ୍ଷେ ୭୦ ହଜାର ଟଙ୍କା । ଦିନକୁ ଦିନ ନୂଆ…

ଦୁର୍ଘଟଣାରେ ଗଲା କଣ୍ଡକ୍ଟରଙ୍କ ଜୀବନ

Posted on October 11, 2025

କନ୍ଧମାଳ ଲାଞ୍ଜିଗଡରୁ କଟକ ଯାଉଥିବା ଏକ ସରକାରୀ ଯାତ୍ରୀବାହୀ ବସ୍ ଶୁକ୍ରବାର ବିଳମ୍ବିତ ରାତିରେ ଖଜୁରୀପଡା ନିକଟସ୍ଥ ଗାଡିଆପଡା ଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ବସ୍‌ର କଣ୍ଡକ୍ଟରଙ୍କ ମୃତ୍ୟୁ ହେବା ସହିତ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ମୃତକ ଢେଙ୍କାନାଳ…

ଭୋକ ମେଣ୍ଟାଉଛି ବାଘ ମାଂସ

Posted on October 11, 2025

ଉତ୍ତର କୋରିଆରେ ଯଦି ଆପଣଙ୍କ ଖାଦ୍ୟ ଥାଳିରେ ବାଘ ମାଂସ ପରସାଯାଏ, ତେବେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । କାରଣ ଏଠାରେ ଲୋକେ ଏବେ ବାଘ, ଭାଲୁ ଓ ଓଧ ଭଳି ଜନ୍ତୁଙ୍କୁ ଭୋଜନ ପାଇଁ ଶିକାର କରୁଛନ୍ତି । ସଉକ ଭାବେ…

ବୈତରଣୀ ନଦୀ ଟାପୁରେ ଫସିଛନ୍ତି ୩୦ ଟିକିଆ ହାତୀପଲ

Posted on October 11, 2025

କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ନିକଟ ବୈତରଣୀ ନଦୀରେ ଫସିଛନ୍ତି ହାତୀପଲ। ଶନିବାର ସକାଳେ ୩୦ ଟିକିଆ ହାତୀପଲ ନଦୀ ଭିତରେ ଥିବା ଟାପୁରେ ଫସି ରହିଛନ୍ତି। ଖବର ପାଇ ଘଟଣାସ୍ଥଳରେ ଉଭୟ କେନ୍ଦୁଝର ଓ ମୟୂରଭଞ୍ଜ ବନବିଭାଗ ପହଞ୍ଚି ହାତୀପଲକୁ ଜଗି ରହିଛନ୍ତି। ସୂଚନାନୁଯାୟୀ,…

Posts pagination

Previous 1 … 210 211 212 … 243 Next

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme