Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବୈତରଣୀ ନଦୀ ଟାପୁରେ ଫସିଛନ୍ତି ୩୦ ଟିକିଆ ହାତୀପଲ

Posted on October 11, 2025

କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ନିକଟ ବୈତରଣୀ ନଦୀରେ ଫସିଛନ୍ତି ହାତୀପଲ। ଶନିବାର ସକାଳେ ୩୦ ଟିକିଆ ହାତୀପଲ ନଦୀ ଭିତରେ ଥିବା ଟାପୁରେ ଫସି ରହିଛନ୍ତି। ଖବର ପାଇ ଘଟଣାସ୍ଥଳରେ ଉଭୟ କେନ୍ଦୁଝର ଓ ମୟୂରଭଞ୍ଜ ବନବିଭାଗ ପହଞ୍ଚି ହାତୀପଲକୁ ଜଗି ରହିଛନ୍ତି। ସୂଚନାନୁଯାୟୀ,…

କମିଯିବ ଭୁବନେଶ୍ୱର-ପାରାଦୀପ ଦୂରତା

Posted on October 11, 2025

କମିଯିବ ଭୁବନେଶ୍ୱର-ପାରାଦୀପ ଦୂରତା । ଆଉ କଟକ ସହର ଦେଇ ଯିବାକୁ ପଡ଼ିବନି । ଭୁବନେଶ୍ୱରର ରସୁଲଗଡ଼ରୁ ବାହାରି ଜଗତସିଂହପୁରର ରଘୁନାଥପୁର ଓ ନାନପୁର ନିକଟରେ ପାରାଦୀପ ରାସ୍ତାକୁ ସଂଯୋଗ କରିବା ଏହି ନୂଆ ରାସ୍ତା । ୪ ଲେନ୍‌ ବିଶିଷ୍ଟ ଏହି ଏକ୍ସପ୍ରେସ…

ନଭେମ୍ବର ୧ ରୁ ୧୦୦% ଟାରିଫ ଲାଗୁ

Posted on October 11, 2025

ଚୀନ ଉପରେ ଅତିରିକ୍ତ ୧୦୦% ଟାରିଫ ଲଗାଇଲେ ଟ୍ରମ୍ପ । ଚୀନରୁ ଆମଦାନୀ ସାମଗ୍ରୀ ଉପରେ ଅତିରିକ୍ତ ଶହେ ପ୍ରତିଶତ ଟାରିଫ ନେଇ ଘୋଷଣା । ଆସନ୍ତା ନଭେମ୍ବର ୧ରୁ ଏହା ଲାଗୁ ହେବ । ‘ଟ୍ରୁଥ ସୋସିଆଲ’ ଜରିଆରେ ଟ୍ରମ୍ପ ଘୋଷଣା କରିଛନ୍ତି…

ଚଳିତ ବର୍ଷ ୯୩ ଲକ୍ଷ ମେଟ୍ରିକ ଟନ ଧାନ କିଣିବେ ରାଜ୍ୟ ସରକାର

Posted on October 11, 2025

ଚଳିତ ବର୍ଷ ୯୩ ଲକ୍ଷ ମେଟ୍ରିକ ଟନ ଧାନ କିଣିବେ ରାଜ୍ୟ ସରକାର । ଏହାଠାରୁ ଅଧିକ ଧାନ ମଣ୍ଡିକୁ ଧାନ ଆସିଲେ ବି ପଞ୍ଜିକୃତ ଚାଷୀଙ୍କଠାରୁ କିଣାଯିବ । ନଭେମ୍ବରରୁ ମାର୍ଚ୍ଚ ଯାଏ ଖରିଫ ଧାନ ସଂଗ୍ରହ ହେବ । ଖରିଫରେ ୭୩…

ବାଣ ବିସ୍ଫୋରଣରେ ମାଆ ପୁଅ ଗୁରୁତର

Posted on October 11, 2025

ବାଣ ବିସ୍ଫୋରଣରେ ମାଆ ପୁଅ ଗୁରୁତର । ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଶାଳିକୋଠା ଗାଁରେ ଅଭାବନୀୟ ଘଟଣା ଘଟିଛି । ବାଣ ତଆରି ବେଳେ ବିସ୍ଫୋରଣ ହେବାରୁ ମାଆ ପୁଅ ଗୁରୁତର ହୋଇଛନ୍ତି । ଗତକାଲି ସଂଧ୍ୟାରେ ଶାଳିକୋଠା ଗାଁର ସୁନିତା ଦତ୍ତଙ୍କୁ…

ମଦ୍ୟପ ସ୍ୱାମୀର ଉନ୍ମତ୍ତକାଣ୍ଡ

Posted on October 11, 2025

ମଦ୍ୟପ ସ୍ୱାମୀର ଉନ୍ମତ୍ତକାଣ୍ଡ। ଘରୋଇ କଳିକୁ କେନ୍ଦ୍ର କରି ସ୍ୱାମୀର ଟାଙ୍ଗିଆ ଚୋଟରେ ଚାଲିଗଲା ସ୍ତ୍ରୀର ଜୀବନ । ମୃତ ମହିଳା ଜଣକ ଟୁରୀ ଦେହୁରୀ ବୋଲି ଜଣାପଡ଼ିଛି । ହତ୍ୟାକାରୀ ସ୍ୱାମୀକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୁଲିସ । ମୟୂରଭଞ୍ଜ…

ଦନ୍ତା ଆକ୍ରମଣରେ ଚାଲିଗଲା ଜୀବନ

Posted on October 11, 2025

ଦନ୍ତାହାତୀ ଆକ୍ରମଣରେ ଚାଲିଗଲା ବୋରୱେଲ ଗାଡ଼ି ମାଲିକଙ୍କ ଜୀବନ। ମୃତକ ହେଉଛନ୍ତି ବୋରୱେଲ ଗାଡ଼ି ମାଲିକ ସାଇଦୁଲୁ ରୁଦ୍ରାରାପୁ । ଢେଙ୍କାନାଳ ବନଖଣ୍ଡ ହିନ୍ଦୋଳ ରେଞ୍ଜ ଅଧୀନ ଖଜୁରିଆକଟା ସେକ୍ସନ ନିମବାହାଳି ଗାଁ ନିକଟରେ ଶନିବାର ସକାଳୁ ଏଭଳି ଅଭାନନୀୟ ଘଟଣା ଘଟିଛି। ସୂଚନା…

୩୦ କେଜି ଗଞ୍ଜେଇ ଜବତ, ୩ ଗିରଫ

Posted on October 11, 2025

ବୌଦ୍ଧରୁ କଲିକତା ଗଞ୍ଜେଇ ଚାଲାଣ ବେଳେ ମାଡ଼ିବସିଲା ପୁଲିସ । ବନ୍ଧାହେଲେ ତିନି ଗଞ୍ଜେଇ ଚାଲାଣକାରୀ । ଗିରଫ ହୋଇଥିବା ଅଭିଯୁକ୍ତ ହେଉଛନ୍ତି କିଶୋରନଗର ଥାନା ଚୁଡାଖାଇ ଗ୍ରାମର ଶୁଭେନ ଦାଶ, ପ୍ରତାପ ଦାଶ ଏବଂ କଲିକତା ଅଞ୍ଚଳର ବର୍ଷାତ ଗାଁର ଶୁକଦେବ ମଣ୍ଡଳ…

ହବିଷ୍ୟାଳିଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ

Posted on October 11, 2025

କାର୍ତ୍ତିକ ବ୍ରତ ଲୋକାର୍ପଣ ଉତ୍ସବକୁ ଆସିପାରିନଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଣୁ ହବିଷ୍ୟାଳିଙ୍କୁ ଭେଟିବାକୁ ଏବଂ ଜଗା ଦର୍ଶନ କରିବାକୁ ଶନିବାର ପୁରୀ ଆସୁଛନ୍ତି ମୁଖ୍ୟମନ୍ତ୍ରୀ । ସେ ନରେନ୍ଦ୍ରକୋଣସ୍ଥିତ ବୃନ୍ଦାବତୀ ନିବାସକୁ ଯାଇ ହବିଷ୍ୟାଳିଙ୍କୁ ଭେଟିବେ ଓ ଭାବବିନିମୟ କରିବେ…

ବିଦ୍ୟୁତ ତାରରେ ଲାଗି ଯୁବକ ଗୁରୁତର

Posted on October 11, 2025

ଗଞ୍ଜାମ ଜିଲ୍ଲା କେ. ନୂଆଗାଁ ଥାନା କଳିଙ୍ଗଦଳା ବାହୁଦା ନଦୀ କଡ଼ରେ ଅଘଟଣ । ବାର୍‌ହା ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ଲାଗି କେ. ନୂଆଗାଁର ବୁଲୁ ନାଇକ ଗୁରୁତର ହୋଇଛନ୍ତି । ତାଙ୍କ ଶରୀରର ପ୍ରାୟ ୬୦ ଭାଗ ପୋଡିଯାଇଛି ।…

Posts pagination

Previous 1 … 211 212 213 … 243 Next

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme