ବାହାର ଜିଲ୍ଲାରୁ କାମ କରିବାକୁ ଆସି ଠିକାଦାରଙ୍କ ଦ୍ୱାରା ନିର୍ଯାତିତ ହେଉଥିଲେ ଶ୍ରମିକ। ଅଭିଯୋଗ ପାଇବା ପରେ ୨୫ ଶ୍ରମିକଙ୍କୁ ଉଦ୍ଧାର କରି ନିଜେ ଗାଡି ଭଡ଼ା କରି ଗାଁକୁ ପଠାଇଲା ପୁଲିସ। ଗାଁକୁ ଫେରିବା ବେଳେ ନିର୍ଯାତିତ ଶ୍ରମିକଙ୍କ ଖୁସି କହିଲେ ନ…
ଭିଜିଲାନ୍ସ ପଞ୍ଝାରେ ଆଉ ଜଣେ ବଡ଼ ବାବୁ। ୨୫ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡିଲେ ଓଏଏସ ଅଧିକାରୀ
ଭିଜିଲାନ୍ସ ପଞ୍ଝାରେ ଆଉ ଜଣେ ବଡ଼ ବାବୁ। ୨୫ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡିଲେ ଓଏଏସ ଅଧିକାରୀ । ଗଞ୍ଜାମ ବେଲଗୁଣ୍ଠା ଏନଏସି ନିର୍ବାହୀ ଅଧିକାରୀ ବନମାଳୀ ଶତପଥୀ ଧରା ପଡ଼ିଛନ୍ତି । ବକେୟା ଦରମା କରାଇ ଦେବା ପାଇଁ ଏହି…
ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଟ୍ରାକରୁ ଖସିଲା ୩୬ରୁ ଅଧିକ ବଗି
ରାଜସ୍ଥାନର ଶ୍ରୀମାଧେପୁରର ନ୍ୟୁ ରେଲୱେ ଷ୍ଟେସନ ନିକଟରେ ବଡ଼ ଦୁର୍ଘଟଣା । ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି । ଫଳରେ ଟ୍ରାକରୁ ୩୬ରୁ ଅଧିକ ଡବା ଲାଇନଚ୍ୟୁତ ହୋଇଥିବା ଜଣାପଡିଛି । ଟ୍ରେନ ବଗିଗୁଡିକ ପରସ୍ପର ଉପରେ ମାଡ଼ି ହୋଇପଡିଛି । ଏହି ଘଟଣା…
ବଡ଼ ଦୁର୍ଘଟଣା:ସିଲିଣ୍ଡର ବୋଝେଇ ଏକ ଟ୍ରକରେ ନିଆଁ ଲାଗି ବିସ୍ଫୋରଣ, ଜଣେ ମୃତ
ଜୟପୁର-ଆଜମେର ରାସ୍ତାରେ ବଡ଼ ଅଘଟଣ। ସିଲିଣ୍ଡର ବୋଝେଇ ଏକ ଟ୍ରକରେ ନିଆଁ ଲାଗି ବିସ୍ଫୋରଣ। ଫଳରେ ଜଣିଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେହିପରି ଏନେଇ ଯାନବାହନ ପ୍ରଭାବିତ ହୋଇଥିବା ଆଶଙ୍କା କରାଯାଉଛି। ଘଟଣା ସମ୍ପର୍କରେ ସୂଚନା ପାଇ ସ୍ଥାନୀୟ ପୁଲିସ ଏବଂ ଅଗ୍ନିଶମ ବାହିନୀ…
ବାଲେଶ୍ୱର ଷ୍ଟେସନରେ ଯୁବତୀଙ୍କୁ ନିସ୍ତୁକ ମାଡ଼,କିଏ ଓ କାହିଁକି ମାରୁଛି ତାହା ଅସ୍ପଷ୍ଟ
ବାଲେଶ୍ୱର ରେଲୱେ ଷ୍ଟେସନରେ ଏକ ଭୟଙ୍କର ଘଟଣା ଘଟିଛି। ଜଣେ ଯୁବତୀଙ୍କୁ ୨–୩ ଜଣ ଯୁବକ ଘେରି ରହିଥିବା ସମୟରେ ନିସ୍ତୁକ ମାଡ଼ ମାରୁଛନ୍ତି। ଭିଡିଓରେ ଦେଖାଯାଇଛି ଯେ ଜଣେ ଯୁବକ ତାଙ୍କ ପେଟ ଓ ଛାତିକୁ ଗୋଇଠା ମାରୁଛି। ଆକ୍ରମଣରେ ଶିକାର ହେଉଥିବା…
ରେଳ ଯାତ୍ରୀଙ୍କ ପାଇଁ ଆଶ୍ବସ୍ତିର ଖବର, ଟିକେଟ୍ରେ ବଦଳାଇ ହେବ ଯାତ୍ରା ତାରିଖ
ରେଳ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ବସ୍ତିର ଖବର । ସଂରକ୍ଷିତ ଟିକେଟ୍ରେ ବଦଳାଇ ହେବ ଯାତ୍ରା ତାରିଖ । କନଫର୍ମ୍ ହୋଇସାରିଥିବା ଟ୍ରେନ୍ ଟିକେଟ୍ରେ ବି ଯାତ୍ରା ତାରିଖ ବଦଳାଇ ହେବ । ଏଥିପାଇଁ କୌଣସି ଅଧିକ ଦେୟ ଦେବାକୁ ପଡ଼ିବନି । ରେଳ…
ରାସ୍ତା କଡରୁ ହାତୀର ମୃତଦେହ ଠାବ, ବିଦ୍ୟୁତ ଆଘାତରୁ ମୃତ୍ୟୁ ସନ୍ଦେହ…
ରାସ୍ତା କଡରେ ହାତୀ ମୃତଦେହ । ଦେବଗଡ଼ ଜିଲ୍ଲା ରିଆମାଳ ବନାଞ୍ଚଳ ରେଙ୍ଗଲବେଡା ଫରେଷ୍ଟ ସେକ୍ସନ ଅନ୍ତର୍ଗତ କାଉଁସି ତଇଲା ଗାଁ ରାସ୍ତା କଡରୁ ହାତୀର ମୃତଦେହ ଠାବ ହୋଇଛି । ରାସ୍ତା କଡ଼ରେ ହାତୀ ମରପଡିଥିବା ଦେଖିବା ପରେ ଗ୍ରାମବାସୀ ରିଆମାଳ ବନବିଭାଗକୁ…
ବ୍ରହ୍ମପୁର ଘଟଣା ପ୍ରତିବାଦରେ ଆଜି ଆଇନଜୀବୀଙ୍କ କଲମ ଛାଡ଼ ଆନ୍ଦୋଳନ
ବ୍ରହ୍ମପୁରରେ ବିଜେପି ନେତା ଓ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଗୁଳି ମାରି ହତ୍ୟା ଘଟଣା ପ୍ରତିବାଦରେ ଆଜି ସାରା ଓଡ଼ିଶାରେ ଆଇନଜୀବୀମାନେ କଲମ ଛାଡ଼ ଆନ୍ଦୋଳନ କରୁଛନ୍ତି। ବାର୍ କାଉନସିଲ ଏହି ହତ୍ୟାକୁ ଦୃଢ ନିନ୍ଦା କରିଥିବା ସହ ସ୍ବତନ୍ତ୍ର ତଦନ୍ତ ପାଇଁ SIT…
ନଦୀ ପାର ହେବାବେଳେ ଅଘଟଣ, ପାଣିରେ ଭାସିଗଲେ ଚାଷୀ
ଗଞ୍ଜାମ ଜିଲ୍ଲା ଘୋଡାହାଡ଼ ନଦୀରେ ଅଘଟଣ । ବିଲକୁ ଯିବା ବେଳେ ନଦୀରେ ଭାସିଗଲେ ଯୁବକ । ନଦୀ ପାର ହେଲା ବେଳେ ଗୋଡ଼ ଖସି ଭାସିଗଲେ ନୂଆଗଡ଼ ଗାଁର ଅରକ୍ଷିତ ପ୍ରଧାନ । ଖବର ଅନୁଯାୟୀ, ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି…
୯୩ତମ ବାୟୁସେନା ଦିବସ ପାଳନ, ସହିଦଙ୍କୁ ଶ୍ରଦ୍ଧାଞ୍ଜଳି
ଆଜି ପାଳିତ ହେଉଛି ୯୩ତମ ଭାରତୀୟ ବାୟୁସେନା ଦିବସ। ଏହି ଅବସରରେ ୱାର ମେମୋରିଆଲରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ସିଡିଏସ୍ ଅନୀଲ ଚୌହାନ ଓ ତିନି ସେନା ମୁଖ୍ୟମାନେ। ଏୟାରଫୋର୍ସ ଚିଫ ଏୟାର ମାର୍ଶାଲ ଏପି ସିଂ, ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ…
