Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

୫୦ ମିଟର ଯାଏଁ ଘୋଷାଡ଼ି ନେଲା କାର୍‌, ୫ ମୃତ

Posted on October 25, 2025

ଉତ୍ତରପ୍ରଦେଶର ଆଗ୍ରାରେ ବଡ଼ ଅଘଟଣ ଘଟିଛି । ମୃତ୍ୟ କେତେ ବେଳେ କିପରି ଆସେ ତାର ଏକ ଭୟଙ୍କର ଉଦାହରଣ ଦେଖିବାକୁ ମିଳିଛି । ଆଖି ପିଛୁଳାକେ ସବୁ କିଛି ଛାର୍‌ଖାର ହୋଇଛି । ଏକ ଦ୍ରୁତଗାମୀ କାର୍‌ ଆତଙ୍କ ଖେଳାଇ ଦେଇଛି ।…

ପଶ୍ଚିମବଙ୍ଗରେ ନଭେମ୍ବର ୧ରୁ ଭୋଟର ତାଲିକା ସଂଶୋଧନ ଅଭିଯାନ ସମ୍ଭାବନା

Posted on October 25, 2025

ବିହାର ପରେ ଏବେ ପଶ୍ଚିମବଙ୍ଗରେ ମଧ୍ୟ ଆସନ୍ତା ନଭେମ୍ବର ୧ରୁ ଭୋଟର ତାଲିକା ସଂଶୋଧନ ଅଭିଯାନ ଆରମ୍ଭ ହେବା ଆଶା । ନିର୍ବାଚନ କମିଶନ ଯେକୋଣସି ସମୟରେ ଏନେଇ ନିର୍ଦ୍ଦେଶନାମା ଜାରି କରିପାରେ । ସମସ୍ତ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ସତର୍କ ରହିବାକୁ ଏବଂ…

ଘରେ ପଶି ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

Posted on October 25, 2025

ମା’ ବାଲିହରିଚଣ୍ଡୀ ନିକଟରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣା ଲୋକଙ୍କ ମନରୁ ନଲିଭୁଣୁ ଏବେ ଚନ୍ଦନପୁର ଥାନା ଅଞ୍ଚଳରୁ ଆସିଛି ଆଉ ଏକ ଲଜ୍ଜାଜନକ ଘଟଣା । ପରିବାର ଲୋକେ କାଳୀପୂଜା ଭସାଣି ଦେଖିବାକୁ ଯାଇଥିବାବେଳେ ଘରେ ପଶି ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଛନ୍ତି ଦୁଇ ଯୁବକ । ପୀଡ଼ିତାଙ୍କ…

ପାକିସ୍ତାନକୁ ଜଳପ୍ରବାହ ହ୍ରାସ କରିବ ଆଫଗାନିସ୍ତାନ

Posted on October 25, 2025

ଜମ୍ମୁ-କଶ୍ମୀରର ପହଲଗାମ୍‌ରେ ଗତ ଏପ୍ରିଲ୍‌ ୨୨ରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସିନ୍ଧୁନଦୀ ଜଳ ଚୁକ୍ତିକୁ ସ୍ଥଗିତ ରଖି ପାକିସ୍ତାନକୁ ଜଳପ୍ରବାହ ହ୍ରାସ କରିଥିଲା। ଏବେ ତାଲିବାନ୍‌ ଶାସିତ ଆଫଗାନିସ୍ତାନ ଅନୁରୂପ ପଦକ୍ଷେପ ନେବାକୁ ଯାଉଛି। ତାଲିବାନ୍‌ ସରକାର ଯଥାଶୀଘ୍ର ସମ୍ଭବ କୁନାର ନଦୀରେ…

ପାନ ଦୋକାନୀଙ୍କୁ ଖଣ୍ଡାରେ ହାଣି ହତ୍ୟା, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ 

Posted on October 25, 2025

ଜଗତସିଂହପୁର ଉପକଣ୍ଠ ଯୋଗଧାରୀରେ ଆଲୋଡ଼ନ। ଜଗତସିଂହପୁର ଉପକଣ୍ଠ ନୂଆ ବସଷ୍ଟାଣ୍ଡ ନିକଟ ଯୋଗଧାରୀ ଛକରେ ଜଣେ ପାନ ଦୋକାନୀଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ହତ୍ୟାର ଶିକାର ହୋଇଛନ୍ତି ପୋକପୁର ଅଞ୍ଚଳର ଜ୍ଞାନ ରଞ୍ଜନ ପୋଥାଳ। ମାରଣାସ୍ତ୍ରରେ ହାଣି ବୀଭତ୍ସ ହତ୍ୟା କରାଯାଇଥିବା ବେଳେ ଘଟଣାସ୍ଥଳରୁ ଦକ୍ଷିଣୀ କଟୁରି ଜବତ…

୨୮ ରାତି କିମ୍ବା ୨୯ ସକାଳେ ଉପକୂଳ ଛୁଇଁବ ବାତ୍ୟା

Posted on October 25, 2025

ବାତ୍ୟାଟିଏ ଦାନା ବାନ୍ଧୁଛି । ଆସନ୍ତା ୨୮ ରାତି କିମ୍ବା ୨୯ ସକାଳେ ଆନ୍ଧ୍ର ଉପକୂଳ ଛୁଇଁବ । ଓଡ଼ିଶାରେ ପବନ ଭୟ କମ୍‌ । ତେବେ ୨୭ରୁ ୨୯ ଯାଏଁ ରାଜ୍ୟରେ ବର୍ଷା ରହିବ । ଦକ୍ଷିଣ ଓ ଉପକୂଳରେ ବେଶି ବର୍ଷା…

ନିଯୁକ୍ତ ଦାବି ନେଇ ଆଜି ଡେରା ଗ୍ରାମବାସୀଙ୍କ ସାଇଲୋ ବନ୍ଦ ଡାକରା…

Posted on October 24, 2025

ତାଳଚେର ଭୁବେନେଶ୍ବରୀ କୋଇଲା ଖଣିରେ ଥିବା ସାଇଲୋରେ ଡେରା ପଞ୍ଚାୟତ ବାସୀଙ୍କୁ ନିଯୁକ୍ତ ଦାବି ନେଇ ଆଜି ସାଇଲୋ ପରିସରରେ ଧାଣଣା ଦେବା ସହିତ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଯାହାକୁ ନେଇ ସାଇଲୋରୁ ଟ୍ରେନ ଯୋଗ‌େ କୋଇଲା ପରିବହନ ବନ୍ଦ ରହିଥିଲା। ଭୁବନେଶ୍ବରୀ କୋଇଲା…

ଜାଣନ୍ତୁ କେଉଁମାନେ ଖାଇବା ଉଚିତ୍ କରମଙ୍ଗା

Posted on October 24, 2025

ଅନେକ ଗଛ ରହିଛି ଯାହା ଔଷଧିୟ ଗୁଣରେ ଭରପୁର । ସେଥିମଧ୍ୟରୁ ଗୋଟିଏ ଗଛ ହେଉଛି କରମଙ୍ଗା ।କରମଙ୍ଗା ଯେତିକି ସ୍ବାଦିଷ୍ଟ ସ୍ବାସ୍ଥ୍ୟପାଇଁ ସେତିକି ଲାଭଦାୟକ । ଯାହା ସ୍ବାସ୍ଥ୍ୟ ଉପକାରୀ ବୋଲି ବିବେଚନା ମଧ୍ୟ କରାଯାଉଛି । ଏଥିରେ ଭିଟାମିନ୍ ସି, ଫାଇବର, ପୋଟାସିୟମ୍, ଆଣ୍ଟିଅକ୍ସିଡାଣ୍ଟ, ଆଇରନ୍, ମ୍ୟାଗ୍ନେସିୟମ୍ ଏବଂ ଭିଟାମିନ୍ ବି ଭଳି ଅନେକ ଗୁଣ ରହିଛି । ଯାହା ଶରୀରକୁ ଅନେକ ଲାଭ ଯୋଗାଇବାରେ ସାହାଯ୍ୟ…

ଏହିପରି ହେବ ନୂତନ ବ୍ୟାଙ୍କ ନିୟମ…

Posted on October 24, 2025

କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଘୋଷଣା କରିଛି ଯେ ନଭେମ୍ବର ୧ରୁ ଗ୍ରାହକମାନେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ସର୍ବାଧିକ ୪ ଜଣ ନୋମିନି ଯୋଡିପାରିବେ। ଏଥିରେ ଗ୍ରାହକମାନେ ନିଜ ପସନ୍ଦ ଅନୁସାରେ କେଉଁ ନୋମିନିକୁ କେତେ ଅଂଶ ଦେବେ ଏବଂ କେଉଁ ପ୍ରାଥମିକତାରେ ରଖିବେ ତାହା…

ବାଣ ଲଗାଉଥିବା ବେଳେ ଘଟିଛି ଅଘଟଣ, ମୁହଁରେ ଫୁଟିଯିବାରୁ ନାବାଳକ ଗୁରୁତର

Posted on October 24, 2025

ବାଣ ଫୁଟାଇ ନାବାଳକ ଗୁରୁତର । ଘରେ ବାଣ ଲଗାଉଥିବା ବେଳେ ଘଟିଛି ଅଘଟଣ । ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ସାକୁସିଙ୍ଗା ଗାଁର ରାମ ନାଏକଙ୍କ ପୁଅ ସୁଗ୍ରିବ ନାଏକଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଅନୁଗୁଳ ଜିଲ୍ଲା ଆଠମଲିକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା…

Posts pagination

Previous 1 … 189 190 191 … 243 Next

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme