Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ପୃଥକ ପୃଥକ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ

Posted on October 25, 2025

ଦୁର୍ଘଟଣା ନେଲା ୩ ଜୀବନ । ପୃଥକ ପୃଥକ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ରାୟଗଡା ଜିଲ୍ଲାରେ ଦୁଇଟି ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ମୁନିଗୁଡା ଥାନା ବୁରୁଜୁଗୁଡ଼ା ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା ।…

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକ, ୭ ପ୍ରସ୍ତାବ ଉପରେ ବାଜିପାରେ ମୋହର

Posted on October 25, 2025

ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ ବୈଠକ ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ, ତୃତୀୟ ମହଲା କନ୍ଫରେନ୍ସ ହଲ୍‌ରେ ଅପରାହ୍ନ ୫ଟାରେ ହେବ। ବୈଠକରେ ପ୍ରାୟ ୭ଟି ପ୍ରସ୍ତାବ ଉପରେ ମୋହର ଲାଗିପାରେ। ମିଳିଥିବା ସୂଚନା ଅନୁଯାୟୀ, ଆଇନ, ପୂର୍ତ୍ତ,…

୨ ଆଦିବାସୀ ଯୁବକଙ୍କ ଗଳା କାଟି ହତ୍ୟା

Posted on October 25, 2025

ମାଓବାଦୀଙ୍କ ବର୍ବର କାଣ୍ଡ। ପୁଲିସ ଇନଫର୍ମର ସନ୍ଦେହରେ ୨ ଆଦିବାସୀ ଯୁବକଙ୍କୁ ଅପହରଣ ପରେ ହତ୍ୟା। ଜଙ୍ଗଲକୁ ନେଇ ଗଳା କାଟିଦେଲେ ମାଓବାଦୀ। ଛତିଶଗଡ଼ ବିଜାପୁର ଜିଲ୍ଲାରେ ଏଭଳି ଘଟଣା ଘଟିଛି। ମୃତକ ଦୁଇ ଜଣ ହେଲେ ଉସୁର ଥାନା ଅନ୍ତର୍ଗତ ନେଲାକାଙ୍କେର ଗାଁର…

ମୁଖ୍ୟମନ୍ତ୍ରୀ ଯୋଗୀ ନେଲେ ବଡ଼ ନିଷ୍ପତ୍ତି : PWD ଅଧିକାରୀଙ୍କର କ୍ଷମତା ବୃଦ୍ଧି

Posted on October 25, 2025

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ PWD ବିଭାଗର ଅଧିକାରୀଙ୍କର ଆର୍ଥିକ କ୍ଷମତା ପାଞ୍ଚ ଗୁଣ ବୃଦ୍ଧି କରିବାର ନିଷ୍ପତ୍ତି ନେଇଛନ୍ତି। ଏହା ଅନୁଯାୟୀ, ମୁଖ୍ୟ ଇଞ୍ଜିନିୟରଙ୍କ ପାଖରେ ୨ କୋଟି ଟଙ୍କା ବଦଳରେ ୧୦ କୋଟି ଟଙ୍କା ପର୍ଯ୍ୟନ୍ତ କାର୍ଯ୍ୟ ଅନୁମୋଦନ କରିବାର…

ଆଜି ଭାରତ-ଅଷ୍ଟ୍ରେଲିଆ ଶେଷ ଦିନିକିଆ ମୁକାବିଲା

Posted on October 25, 2025

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଶେଷ ମ୍ୟାଚ୍ ଆଜି ଖେଳାଯିବ। ପ୍ରଥମ ଦୁଇ ମ୍ୟାଚରେ ପରାଜୟ ସହିଥିବା ଟିମ୍ ଇଣ୍ଡିଆ ସିରିଜରେ ୨-୦ରେ ପଛୁଆ ଅଛି। ଏହିପରି ସ୍ଥିତିରେ ଗିଲ୍ ବାହିନୀର ଲକ୍ଷ୍ୟ ହେଉଛି, ଶେଷ…

ଦନ୍ତା ଆକ୍ରମଣରେ ଚାଲିଗଲା ବୃଦ୍ଧଙ୍କ ଜୀବନ

Posted on October 25, 2025

ଶୌଚ ପାଇଁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା । ଚାଲିଗଲା ବୃଦ୍ଧଙ୍କ ଜୀବନ । ମୃତକ ହେଲେ ଗଡସନ୍ତ୍ରୀ ପଞ୍ଚାୟତ ବଡ଼ଖଳି ଗାଁର ଅର୍ଜୁନ ଡାକୁଆଙ୍କ ପୁଅ ବିଜନ ଡାକୁଆ ।​​​​​​​ ​​​​​​ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଗଡ଼ସନ୍ତ୍ରୀ ପଞ୍ଚାୟତ ବଡ଼ଖଳି ଗାଁରେ ଏଭଳି ଘଟଣା ଘଟିଛି ।  ସୂଚନା ମୁତାବକ,…

ତାଳଚେର ଡ଼ିଏଭି ଜଗନ୍ନାଥ କ୍ଷେତ୍ରରେ କ୍ଲଷ୍ଟର ଏବଂ ଜୋନାଲ ସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଉଦଘାଟିତ

Posted on October 25, 2025

ତାଳଚେର ଡ଼ିଏଭି ଜଗନ୍ନାଥ କ୍ଷେତ୍ରରେ କ୍ଲଷ୍ଟର ଏବଂ ଜୋନାଲ ସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ଏଥିରେ ସମଗ୍ର ରାଜ୍ୟର ୬୦ଟି ଡ଼ିଏଭି ବିଦ୍ୟାଳୟରୁ ୨୩୪ଟି କ୍ଲଷ୍ଟର ସ୍ତରୀୟ ଓ ୩୧୨ଟି ଜୋନାଲ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପ୍ରାୟ ୩୦୦୦ ଛାତ୍ରଛାତ୍ରୀ ସମଗ୍ର…

ଘର ଭିତରେ ଶୋଇଥିବା ବେଳେ ଯୁବକଙ୍କୁ ଦଳିଦେଲା ଦନ୍ତା

Posted on October 25, 2025

ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ଼ ରେଞ୍ଜର ବାଲାଟୁନ୍ ନିକଟରେ ହାତୀ ଉପଦ୍ରବ। ଘରେ ଶୋଇଥିବା ବେଳେ ଯୁବକଙ୍କୁ ଟାଣି ନେଇ ଜମିରେ ଦଳିଦେଲା ଦନ୍ତା। ମୃତ ଯୁବକ ଜଣଙ୍କ ହେଲେ ସେହି ଗ୍ରାମର ଦୟାନିଧି ନାୟକଙ୍କ ପୁଅ ବିକ୍ରମ ନାୟକ। ସୂଚନାନୁଯାୟୀ,…

ଦୁର୍ଘଟଣାରେ ଚାଲିଗଲା ୨ ଜୀବନ

Posted on October 25, 2025

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ଚାଲିଗଲା ୨ ଜଣଙ୍କ ଜୀବନ ।  ମୁନିଗୁଡ଼ା ଥାନା ବୁରୁଜୁଗୁଡା ନିକଟରେ ୨ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଉଭୟ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରୁ ଜଣେ ଗୋବର୍ଦ୍ଧନର ଦେବାଶିଷ ସାହୁ ହୋଇଥିବା ବେଳେ ଅନ୍ୟ ଜଣେ…

GFS ମଡେଲର ପୂର୍ବାନୁମାନ, ୩୦ରେ ଓଡ଼ିଶା ଛୁଇଁବ ଆଉ ଏକ ବାତ୍ୟା

Posted on October 25, 2025

ବାତ୍ୟାକୁ ନେଇ ବିଦେଶୀ ପାଣିପାଗ ମଡେଲ୍‌ ଜିଏଫ୍‌ଏସ୍‌ ଦେଖାଇଛି ଭିନ୍ନ ଚିତ୍ର । ଏହି ମଡେଲ୍‌ ଅନୁସାରେ ଆସନ୍ତା ୩୦ ତାରିଖରେ ଓଡ଼ିଶା ଉପକୂଳରେ ଆଉ ଏକ ବାତ୍ୟା ମାଡ଼ ହୋଇପାରେ । ସମାନ ତାରିଖରେ ଆରବ ସାଗରରେ ଆଉ ଏକ ବାତ୍ୟା ମହାରାଷ୍ଟ୍ର-ଗୁଜରାଟ…

Posts pagination

Previous 1 … 188 189 190 … 243 Next

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme