Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଏବେ ବି ସକ୍ରିୟ ୬ କୋଟି ମୃତକଙ୍କ ଆଧାର

Posted on November 14, 2025

ଜାନୁଆରି ୨୦୦୯ରେ ଦେଶରେ ଆଧାର କାର୍ଡ ଲାଗୁ କରାଯାଇଥିଲା। ପ୍ରତ୍ୟେକ ନାଗରିକଙ୍କୁ ଆଧାର ନମ୍ବର ପ୍ରଦାନ କରିବାର ୧୫ ବର୍ଷ ବିତିଗଲାଣି। ଏହି ସମୟ ମଧ୍ୟରେ ୧୪୨ କୋଟିରୁ ଅଧିକ ଆଧାର କାର୍ଡ ଜାରି କରାଯାଇଥିଲା, କିନ୍ତୁ ୮ କୋଟିରୁ ଅଧିକ ଧାରକଙ୍କ ମୃତ୍ୟୁ…

୨୫୨ କୋଟି ଟଙ୍କା ଡ୍ରଗ୍ସ ମାମଲାରେ ଶ୍ରଦ୍ଧା-ନୋରାଙ୍କ ଲିଙ୍କ୍

Posted on November 14, 2025

୨୫୨ କୋଟି ଟଙ୍କାର ଡ୍ରଗ୍ସ ମାମଲାରେ ମୁମ୍ବାଇ ପୋଲିସ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇଛି। ଏହି ମାମଲାରେ ଗିରଫ ହୋଇଥିବା ପଞ୍ଚମ ଅଭିଯୁକ୍ତ ମହମ୍ମଦ ସଲିମ ମହମ୍ମଦ ସୁହେଲ ଶେଖ ଜେରା ସମୟରେ ଚାଞ୍ଚଲ୍ୟକର ଖୁଲାସା କରିଛି। ସୂତ୍ର ଅନୁଯାୟୀ, ଶେଖକୁ ପଚରାଉଚରା ସମୟରେ ଏହା…

ଭାରତକୁ ଚିତା ଉପହାର, ଭାରତ ଆସିବା ପୂର୍ବରୁ ରହିବେ କ୍ୱାରେଣ୍ଟିନ୍‌ରେ

Posted on November 14, 2025

ବନ୍ୟଜୀବ ସଂରକ୍ଷଣରେ ଭାରତ-ବୋତ୍ସୱାନା ସହଯୋଗିତାରେ ନୂଆ ଅଧ୍ୟାୟର ଆରମ୍ଭ । ପ୍ରୋଜେକ୍ଟ ଚିତା ଅନ୍ତର୍ଗତ ଗୁରୁବାର ଭାରତକୁ ୮ ଚିତା ଉପହାର ଦେଇଛି ବୋତ୍ସୱାନା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବୋତ୍ସୱାନା ଗସ୍ତ ଅବସରରେ ଏହି ଘୋଷଣା ହୋଇଛି । ରାଷ୍ଟ୍ରପତି ମୁର୍ମୁ ଓ…

ଆଇଆଇସିଙ୍କୁ ଠେଲାପେଲା, ଟାୟାର ଜାଳି ଥାନା ସମ୍ମୁଖରେ ବି‌କ୍ଷୋଭ

Posted on November 14, 2025

ଭୁଲ୍‌ ବୁଝାମଣା କାରଣରୁ ଗ୍ରାମବାସୀ ଥାନା ଘେରାଉ କରିଛନ୍ତି। ଗ୍ରାମବାସୀ ମୟୂରଭଞ୍ଜଜିଲ୍ଲା ଘାଗରବେଡ଼ା ଥାନା ସମ୍ମୁଖରେ ଟାୟାର ଜାଳି ବିକ୍ଷୋଭ କରିବା ସହ ଥାନା ଆଇଆଇସିଙ୍କୁ ଠେଲାପେଲା କରିଛନ୍ତି। ଘଟଣାରୁ ପ୍ରକାଶ, ରରୁଆଁ ବ୍ଲକ୍‌ ଘାଗରବେଡ଼ା ଥାନା ଅଧୀନ ସଲଗୁଡ଼ା ଗ୍ରାମର ଘନଶ୍ୟାମ ପୂର୍ତ୍ତି…

ସରିଲା ବାଲିଯାତ୍ରା: ୭୦ ଲକ୍ଷ ଦର୍ଶକ, ୩୦୦ କୋଟି ଟଙ୍କାର କାରବାର

Posted on November 14, 2025

ଐତିହାସିକ କଟକ ବାଲିଯାତ୍ରା ୯ ଦିନ ପରେ ସମାପ୍ତ ହୋଇଛି। ଚଳିତ ବର୍ଷର ଏହି ମେଳା ଆକର୍ଷଣୀୟ କାର୍ଯ୍ୟକ୍ରମ ଏବଂ ବ୍ୟାପକ ବ୍ୟବସାୟ ସହିତ ସମସ୍ତ ପୂର୍ବ ରେକର୍ଡ ଭାଙ୍ଗିଛି। ୯ ଦିନର ଏହି ଯାତ୍ରାରେ ପ୍ରାୟ ୭୦ ଲକ୍ଷରୁ ଅଧିକ ଲୋକଙ୍କ ସମାଗମ…

ଜଳିଗଲା ମୋଟରସାଇକେଲ ପାର୍ଟସ୍ ଗୋଦାମ

Posted on November 14, 2025

ପାରାଦୀପ ଅଠରବାଙ୍କି ମାର୍କେଟ ବିଲ୍ଡିଂରେ ଗତକାଲି ରାତିରେ ଅଗ୍ନିକାଣ୍ଡ ଘଟିଛି। ଏକ ମୋଟରସାଇକେଲ ପାର୍ଟସ୍ ଗୋଦାମରେ ନିଆଁ ଲାଗି ପାଉଁଶ ହୋଇଯାଇଛି। ଖବର ପାଇ କୁଜଙ୍ଗ, ପାରାଦୀପ ବନ୍ଦର ଓ ଇଫକୋ ଅଗ୍ନିଶମ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କିନ୍ତୁ ସେତେବେଳକୁ ଜଳି…

ପୁଲିସକୁ ମାଡ଼ ମାରି ଅଭିଯୁକ୍ତଙ୍କୁ ଛଡ଼ାଇ ନେଲେ ସମ୍ପର୍କୀୟ

Posted on November 14, 2025

ଶାଳଣିଆଁ ନିକଟରେ ପୁଲିସକୁ ମାଡ଼ ମାରି ଅଭିଯୁକ୍ତଙ୍କୁ ଛଡ଼ାଇ ନେଲେ ସମ୍ପର୍କୀୟ। ଏକ ଠକେଇ ମାମଲାରେ କେନ୍ଦ୍ରାପଡ଼ା ସଦର ଥାନା ପୁଲିସ ଶାଳଣିଆଁର ଯୋଗେନ୍ଦ୍ର ବେହେରାଙ୍କୁ ଉଠାଇ ନେଉଥିବା ବେଳେ ଘଟିଛି ଏହି ଘଟଣା। ୧୦ ରୁ ୧୨ ଜଣ ଯୁବକ ସଂଘବଦ୍ଧ ଭାବେ…

ନୂଆଦିଲ୍ଲୀ ଯିବେ ପ୍ରଭାତୀ ପରିଡା, ବାଣିଜ୍ୟ ମେଳାରେ ଯୋଗଦେଇ ଓଡ଼ିଶା ପାଭିଲିୟନ ଉଦ୍‌ଘାଟନ କରିବେ

Posted on November 14, 2025

ଶୁକ୍ରାବର ନୂଆଦିଲ୍ଲୀ ଗସ୍ତ ଯିବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ସେଠାରେ ସେ ୪୪ତମ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଯୋଗଦେଇ ଓଡ଼ିଶା ପାଭିଲିୟନକୁ ଉଦ୍‌ଘାଟନ କରିବେ । ଭାରତ ମଣ୍ଡପମ୍‌ରେ ଆୟୋଜିତ ଏହି ମେଳାରେ ଓଡ଼ିଶା ପ୍ରତ୍ୟେକ ବର୍ଷ ଏକ ପ୍ରମୁଖ ରାଜ୍ୟ ଭାବେ…

୨୦୨୪ ସୁଦ୍ଧା ଦେଶରେ ୮.୯୮ କୋଟି ଡାଇବେଟିସରେ ଆକ୍ରାନ୍ତ

Posted on November 14, 2025

କାୟାବିସ୍ତାର କରିଚାଲିଛି ଡାଇବେଟିସ୍ । ବିଶେଷକରି ଯୁବଗୋଷ୍ଠୀ ଏବେ ଡାଇବେଟିସ୍ ଆଁରେ । ଗତ ୨୦୨୪ ସୁଦ୍ଧା ଦେଶରେ ୨୦ରୁ ୭୯ବର୍ଷ ବୟସ୍କ ନାଗରିକଙ୍କ ମଧ୍ୟରେ ୮.୯୮ କୋଟି(୮୯.୮ ମିଲିଅନ) ଲୋକ ଡାଇବେଟିସ୍ରେ ଆକ୍ରାନ୍ତ । ଆସନ୍ତା ୨୦୫୦ ସୁଦ୍ଧା ଏହା ୧୫୬.୭ ମିଲିଅନରେ…

କ୍ୟାପିଟାଲ ହସ୍ପିଟାଲ ସଚିବାଳୟ ପାଇଁ ଫିଟିବ ଭୂତଳ ରାସ୍ତା

Posted on November 14, 2025

ସଚିବାଳୟ ପଛକୁ ଯିବ। ଏବେ ଯେଉଁଠି ପାଚେରି ଅଛି, ତାହା ପାଖାପାଖି ୨୦ରୁ ୩୦ ମିଟର ପଛକୁ ଘୁଞ୍ଚିଯିବ । ଚଉଡ଼ା ହେବ ସଚିବାଳୟ ମାର୍ଗ । ଏହାପରେ କ୍ୟାପିଟାଲ ହସ୍ପିଟାଲ-ଏଜି ଛକ ରାସ୍ତାର ନବକଳେବର କରାଯିବ । ଦୁଇ ଥାକିଆ ରାସ୍ତା ନିର୍ମାଣ…

Posts pagination

Previous 1 … 144 145 146 … 243 Next

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme