Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଆମେରିକାରେ ଜୋର୍ ଧରିଲା ଟ୍ରମ୍ପ ବିରୋଧୀ ଆନ୍ଦୋଳନ, ୱାଶିଂଟନ ଡିସିରେ ହଜାର ହଜାର ଆନ୍ଦୋଳନକାରୀ

Posted on November 24, 2025

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ବଡ଼ ଆନ୍ଦୋଳନ ଜୋର୍ ଧରିଛି। ୱାଶିଂଟନ ଡିସିରେ ହଜାର ହଜାର ଆନ୍ଦୋଳନକାରୀ ରାଷ୍ଟ୍ରପତି ଗାଦିରୁ ତାଙ୍କୁ ହଟାଇବା ପାଇଁ ଦାବି କରିଛନ୍ତି।ଗତ କିଛି ମାସ ଧରି ଚାଲିଥିବା ଏହି ଆନ୍ଦୋଳନ ବର୍ତ୍ତମାନ ଏକ ବିଶାଳ ରୂପ ନେଇଛି।…

ସ୍ତନ୍ୟପାନ କରାଉଥିବା ମହିଳାଙ୍କ କ୍ଷୀରରେ ୟୁରାନିୟମ

Posted on November 24, 2025

ବିହାରରେ ସ୍ତନ୍ୟପାନ କରାଉଥିବା ୪୦ ମହିଳାଙ୍କ କ୍ଷୀରରେ ବିଷାକ୍ତ ୟୁରାନିୟମ। ନେଚର ଜର୍ନାଲରେ ପ୍ରକାଶିତ ଏକ ଅଧ୍ୟୟନ ରିପୋର୍ଟରୁ ଏହା ଜଣାପଡ଼ିଛି । ରିପୋର୍ଟ ଅନୁସାରେ, ମା’ କ୍ଷୀରରେ ଥିବା ୟୁରାନିୟମ ସ୍ତର ଶିଶୁଙ୍କ ସ୍ୱାସ୍ଥ୍ୟ ପ୍ରତି ଗମ୍ଭୀର ବିପଦ ସୃଷ୍ଟି କରିପାରେ ।…

ଜଷ୍ଟିସ ସୂର୍ଯ୍ୟ କାନ୍ତ ୫୩ତମ ପ୍ରଧାନ ବିଚାରପତି ଭାବେ ନେଲେ ଶପଥ

Posted on November 24, 2025

ଦେଶର ୫୩ତମ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ସୂର୍ଯ୍ୟ କାନ୍ତଙ୍କୁ ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ତାଙ୍କୁ ଶପଥ କରାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ଜଷ୍ଟିସ ବି.ଆର. ଗଭାଇଙ୍କ ପରେ ଦାୟିତ୍ବ ନେଇଛନ୍ତି ଏବଂ ୨୦୨୭ ଫେବ୍ରୁଆରୀ ୯ ପର୍ଯ୍ୟନ୍ତ ରହିବେ।…

ଗୋବିନ୍ଦପୁରସ୍ଥିତ ସରକାରୀ ବାଳିକା ହଷ୍ଟେଲରୁ ୩ ଛାତ୍ରୀ ନିଖୋଜ ।

Posted on November 24, 2025

ସମ୍ବଲପୁର ବାମରା ବ୍ଲକ ଗୋବିନ୍ଦପୁରସ୍ଥିତ ସରକାରୀ ବାଳିକା ହଷ୍ଟେଲରୁ ୩ ଛାତ୍ରୀ ନିଖୋଜ । ହଷ୍ଟେଲ କର୍ତ୍ତୃପକ୍ଷଙ୍କ ଅଭିଯୋଗ ଆଧାରରେ ତଦନ୍ତ କରୁଛି ଗୋବିନ୍ଦପୁର ପୋଲିସ । ହଷ୍ଟେଲରୁ ରବିବାର ଅପରାହ୍ନରେ ନବମ ଶ୍ରେଣୀର ୨ ଜଣ ଛାତ୍ରୀ ଓ ଦଶମ ଶ୍ରେଣୀର ଜଣେ…

ପିନ୍ଧା ଲୁଗାରେ ଝୁଲି ପଡ଼ିଲେ ଯୁବକ

Posted on November 24, 2025

ବାଲିପାଟଣା ଥାନା ଅଠାନ୍ତର ମହାନ୍ତି ସାହିର ପୂର୍ଣ୍ଣଚନ୍ଦ୍ର ଦାସଙ୍କ ପୁଅ ବିଶ୍ୱଜିତ ଦାସ ଓରଫ ଚିକୁନ ଘର ଭିତରେ ପିନ୍ଧା ଲୁଗା ବେକରେ ଲଗାଇ ଆତ୍ମହତ୍ୟା କରିଥିବା ଜଣା ପଡିଛି | ବାପା ଓ ମାଆ ତୀର୍ଥରେ ଯାଇଥିଲେ| ଚିକୁନଙ୍କ ପତ୍ନୀ ବାପ ଘରକୁ ଯାଇଥିଲେ…

ମ୍ୟାନେଜରଙ୍କୁ ହାଣି ଟଙ୍କା ଲୁଟ୍

Posted on November 24, 2025

ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଷ୍ଟେସନ ରୋଡ଼ରେ ଥିବା ଏକ ବାର୍‌ର ମ୍ୟାନେଜର ଓ ତାଙ୍କ ସହଯୋଗୀ ଗତକାଲି ବିଳମ୍ବିତ ରାତିରେ ଘରକୁ ଫେରୁଥିବା ବେଳେ ୧୬ ନମ୍ବର ଜାତୀୟ ରାଜପଥ ଉପରେ ତାଙ୍କୁ ଆକ୍ରମଣ କରି ଟଙ୍କା ସହିତ  ମୋବାଇଲ ଲୁଟିନେଲେ ଦୁର୍ବୃତ୍ତl ଗତକାଲି ବିଳମ୍ବିତ ରାତିରେ ୩ଜଣ…

ଆହୁରି ବଳ ଗୋଟାଉଛି ଲଘୁଚାପ,୨୬ ସୁଦ୍ଧା ବାତ୍ୟା

Posted on November 24, 2025

ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ ସୃଷ୍ଟି ହୋଇଛି । ସୋମବାର ଏହା ଅବପାତ ଓ ୨୬ ତାରିଖ ସୁଦ୍ଧା ବାତ୍ୟାରେ ପରିଣତ ହୋଇପାରେ । ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଆସିବା ଆଗରୁ ଦିଗ ବଦଳାଇ ମିଆଁମାର ପଳାଇବ । ଓଡ଼ିଶାରେ ବିଶେଷ ପ୍ରଭାବ…

ଟଙ୍କାର ପ୍ରଲୋଭନ ଦେଖାଇ ନାବାଳିକାକୁ ଦୁଷ୍କର୍ମ କରିବାକୁ ଉଦ୍ୟମ…

Posted on November 23, 2025

ତାଳଚେର ଶିବରାମପୁର ଗାଁ ଶିବ ମନ୍ଦିର ପଛ ପାଖରେ ୫ ବର୍ଷର ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ଅବିଯୋଗ ।ଟଙ୍କାର ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିବାକୁ ଉଦ୍ୟମ କରୁଥିବା ବେଳେ ଯୁବକଙ୍କୁ କାବୁ କଲେ ପରିବାର ଲୋକେ । ନିସ୍ତୁକ ମାଡ଼ ପରେ ଯୁବକକୁ ତାଳଚେର…

ସୁନା କିଣିବା ପୂର୍ବରୁ ଦାମ୍ ଉପରେ ପକାନ୍ତୁ ନଜର

Posted on November 23, 2025

ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜିର ସୁନା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୨୫,୮୪୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର…

ରାଜଧାନୀରେ ଅଭାବନୀୟ କାଣ୍ଡ: ପୂର୍ବତନ ପ୍ରେମିକାର ତଣ୍ଟି କାଟିଲା ପ୍ରେମିକ

Posted on November 23, 2025

ରାଜଧାନୀର ବୁଦ୍ଧ ପାର୍କ ନିକଟରେ ଆଜି ଘଟିଥିବା ଏକ ହୃଦୟବିଦାରକ ଘଟଣା ଅଞ୍ଚଳରେ ତହଲକା ସୃଷ୍ଟି କରିଛି। ପୂର୍ବତନ ପ୍ରେମିକ ନିଜ ପ୍ରେମିକାଙ୍କୁ ଆକ୍ରମଣ କରି ତାଙ୍କ ତଣ୍ଟି କାଟିଦେଇଛି। ଆହତ ମହିଳାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ପରେ…

Posts pagination

Previous 1 … 121 122 123 … 243 Next

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme