ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ୫୩ ନଂ ଜାତୀୟ ରାଜପଥର ବାଙ୍ଗୁରା ଗାଁ ଛକ ନିକଟରେ ଥିବା ଦୁଇଟି ଘର ଉପରେ ଚଢ଼ିଗଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ବୃଦ୍ଧ ଦମ୍ପତ୍ତି। ବୃଦ୍ଧ ଦମ୍ପତ୍ତି ହେଉଛନ୍ତି ବାଙ୍ଗୁରା ଗାଁର କାହ୍ନୁ ପ୍ରଧାନ ଓ ମୁଖେଇ ପ୍ରଧାନ।…
ଲଗାତାର ଦିଲ୍ଲୀର ପ୍ରଦୂଷଣ ସ୍ତର ବୃଦ୍ଧି, ୪ ଶହ ପାର କଲା AQI
ଦିଲ୍ଲୀରେ ବିଷାକ୍ତ ବାୟୁ ପ୍ରବାହିତ । ୪ ଶହ ପାର କଲା AQI । ଲଗାତାର ଦିଲ୍ଲୀର ପ୍ରଦୂଷଣ ସ୍ତର ବଢ଼ିବାରେ ଲାଗିଛି। ଫଳରେ ବାୟୁର ଗୁଣବତ୍ତା ଗମ୍ଭୀର ସ୍ତରରେ ପହଞ୍ଚିଛି । କିଛି କ୍ଷେତ୍ରରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୪ ଶହ ପାର…
ତାମିଲନାଡୁରେ ଭୟଙ୍କର ବସ୍ ଦୁର୍ଘଟଣା, ୬ ଯାତ୍ରୀ ମୃତ
ତାମିଲନାଡୁରେ ଭୟଙ୍କର ବସ୍ ଦୁର୍ଘଟଣା। ତେନକାସି ଜିଲ୍ଲାରେ ଦୁଇ ଘରୋଇ ବସ୍ ମୁହାଁମୁହିଁ ଧକ୍କା। ଦୁର୍ଘଟଣାରେ ଚାଲିଗଲା ୬ ଜୀବନ, ୨୮ରୁ ଅଧିକ ଆହତ। ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ଥାନୀୟଲୋକ ବସ୍ ଭିତରୁ ଯାତ୍ରୀଙ୍କୁ ଉଦ୍ଧାର କରୁଥିବା ବେଳେ ପୁଲିସ ମଧ୍ୟ…
ଧର୍ମେନ୍ଦ୍ରଙ୍କ ପରଲୋକ: ୯୦ର ପୂର୍ବରୁ ବଲିଉଡର ହି-ମ୍ୟାନଙ୍କ ଶେଷ ନିଶ୍ୱାସ
ବଲିଉଡର ପ୍ରସିଦ୍ଧ ଅଭିନେତା ଓ ‘ହି-ମ୍ୟାନ’ ଧର୍ମେନ୍ଦ୍ରଙ୍କ ପରଲୋକ ଘଟିଛି। ତାଙ୍କ ବୟସ ୮୯ ବର୍ଷ ଥିଲା। ସୋମବାର ସ୍ୱାସ୍ଥ୍ୟାବସ୍ଥା ଜଟିଳ ହେବା ପରେ ସେ ଭେଣ୍ଟିଲେଟରରେ ରଖାଯାଇଥିଲେ ଏବଂ ଆଜି ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଗତ ସପ୍ତାହରେ ସ୍ୱାସ୍ଥ୍ୟ ପରୀକ୍ଷା…
ନଜର ପକାନ୍ତୁ କେତେ ରହିଛି ସୁନା ଦର…
ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜିର ସୁନା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୨୫,୧୩୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର…
ପୋଖରୀରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର । ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଉପରବେଡ଼ା ଗାଁ ନିକଟସ୍ଥ ପୋଖରୀରୁ କାର୍ ସହିତ ଗଳିତ ଶବ ଉଦ୍ଧାର । ପୁଲିସ ଘଟଣାସ୍ଥଳରେ ପହଞ୍ଚି କ୍ରେନ୍ ସାହାଯ୍ୟରେ କାର୍କୁ ଉପରକୁ ଆଣି, ସେଥିରୁ ମୃତଦେହକୁ ଉଦ୍ଧାର କରିଛି…
ଖରିଫ୍ ଧାନ ବିକିବାକୁ ୧୯.୬୮ ଲକ୍ଷ ଚାଷୀଙ୍କ ପଞ୍ଜୀକରଣ
ମଙ୍ଗଳବାରଠୁ ରାଜ୍ୟରେ ଆରମ୍ଭ ହେବ ଧାନକିଣା। ବରଗଡ଼ରୁ ମଣ୍ଡିରେ ଧାନ ସଂଗ୍ରହ ଆରମ୍ଭ ହେବ। ଚଳିତବର୍ଷ ଧାନ କିଣା ଟାର୍ଗେଟ ଅଧିକ ରଖିଛନ୍ତି ରାଜ୍ୟ ସରକାର। ଚାଷୀଙ୍କ ପାଇଁ ମଣ୍ଡିଗୁଡିକରେ ଏଥର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଚାଷୀ ପାଇଁ ମଣ୍ଡିଗୁଡ଼ିକରେ ଖାଦ୍ୟ, ପାନୀୟ ଓ ଶୌଚାଳୟ ଭଳି ବ୍ୟବସ୍ଥା…
ଲୁଚିଗଲା ବ୍ଲାକ୍ ପାଗୋଡା
ଘନକୁହୁଡ଼ି ବଳୟରେ ହଜିଗଲା ବ୍ଲାକ ପାଗୋଡ଼ା ବା ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର।ଏମିତି କୁହୁଡ଼ି ଆଚ୍ଛାଦିତ କରି ରଖିଛି ଯେ କୋଣାର୍କ ସୂର୍ଯ୍ୟ ମନ୍ଦିର ଯେପରି ସମୁଦ୍ର କି ନଦୀର ଭ୍ରମ ସୃଷ୍ଟି କରିଛି। ପୂର୍ବରୁ କେବେ ଏଭଳି କୁହୁଡ଼ି ଅନୁଭୂତ ହେଉନଥିବା ବେଳେ…
ଚୀନ-ଜାପାନ ମଧ୍ୟରେ ତିକ୍ତତା, ବଢିଲା ଭାରତ ସିଫୁଡ୍ ଚାହିଦା
ତାଇୱାନକୁ ନେଇ ଚୀନ ଏବଂ ଜାପାନ ମଧ୍ୟରେ ତିକ୍ତତା ବଢ଼ିଛି। ଜାପାନରୁ ଆସୁଥିବା ସମସ୍ତ ସାମୁଦ୍ରିକ ଖାଦ୍ୟ ଉପରେ ଚୀନ କଟକଣା ଲଗାଇଛି। ଏଥିଯୋଗୁ ଭାରତୀୟ ସାମୁଦ୍ରିକ ଖାଦ୍ୟ ସାମଗ୍ରୀର ଚାହିଦା ବଢ଼ିଛି । ଭାରତୀୟ ରପ୍ତାନିକାରିଙ୍କ ଶେୟାରରେ ବୃଦ୍ଧି ପରିଲକ୍ଷିତ ହୋଇଛି ।…
ଭୁବନେଶ୍ୱରରେ ହଜାର ଅଙ୍ଗନବାଡ଼ି କର୍ମୀଙ୍କ ବିକ୍ଷୋଭ: ୧୧ ଦଫା ଦାବି ପାଇଁ ଆନ୍ଦୋଳନ
ରାଜଧାନୀର ରାଜରାସ୍ତାରେ ଏକାଠି ହୋଇ ହଜାର ହଜାର ଅଙ୍ଗନବାଡ଼ି କର୍ମୀ ଆଜି ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଭାରତୀୟ ମଜଦୂର ସଂଘ ସହ ଅଲ୍ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ ୱର୍କର୍ସ ସଂଘଙ୍କ ଅନୁଷ୍ଠାନରେ କର୍ମୀମାନେ ୧୧ ଦଫା ଦାବି ସମ୍ବନ୍ଧୀୟ ଆନ୍ଦୋଳନ କରୁଛନ୍ତି।…
