Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ସୋସିଆଲ ମିଡିଆ ଇନଫ୍ଲୁଏନସର୍ ଶୁଭଙ୍କର ମିଶ୍ରଙ୍କ ଟିପ୍ପଣୀକୁ ନେଇ ବଡ଼ ବିବାଦ

Posted on November 28, 2025

ସୋସିଆଲ ମିଡିଆ ଇନଫ୍ଲୁଏନସର୍ ଶୁଭଙ୍କର ମିଶ୍ର ଶ୍ରୀମନ୍ଦିର ପ୍ରସଙ୍ଗରେ ଦେଇଥିବା ଏକ ଟିପ୍ପଣୀକୁ ନେଇ ବର୍ତ୍ତମାନ ତୀବ୍ର ବିବାଦ ସୃଷ୍ଟି ହୋଇଛି। ତାଙ୍କର ଏହି ମନ୍ତବ୍ୟକୁ ବିଭିନ୍ନ ମହଲରେ ଅସନ୍ତୋଷ ଏବଂ ତୀବ୍ର ବିରୋଧ କରାଯାଉଛି। ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟ:ଶୁଭଙ୍କର ମିଶ୍ର ସୋସିଆଲ ମିଡିଆରେ…

ଭୂକମ୍ପ ଝଟକାରେ ଦୋହଲିଲା ଇଣ୍ଡୋନେସିଆ, ୬.୪ ତୀବ୍ରତା

Posted on November 27, 2025

ଇଣ୍ଡୋନେସିଆ ସୁମାତ୍ରା ଦ୍ବୀପରେ ୬.୪ ତୀବ୍ରତାର ଭୂକମ୍ପ ଆସିଛି । ଭୂକମ୍ପ ଝଟକା ଆଚେ ପ୍ରାନ୍ତ ପାଖରେ ଅନୁଭୂତ ହୋଇଛି । ଇଣ୍ଡୋନେସିଆ ପାଣିପାଗ, ଜଳବାୟୁ ଏବଂ ଭୂଭୌତିକ ଏଜେନ୍ସୀ ଅନୁସାରେ ଭୂକମ୍ପର କେନ୍ଦ୍ର ୧୦ କିମି ଗଭୀର ରହିଛି । କିନ୍ତୁ ସୁନାମୀ…

ଧାନ କାଟୁଥିବା ବେଳେ ସାପ କାମୁଡ଼ାରେ ଚାଷୀ ମୃତ।

Posted on November 27, 2025

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ପଥରଖମ୍ବ ଗାଁରେ ବିଲରେ ଧାନ କାଟୁଥିବା ବେଳେ ସାପ କାମୁଡାରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି। ମୃତ ଚାଷୀ ଜଣଙ୍କ ହେଲେ ପଥରଖମ୍ବ ଗାଁର ଛକଡି ସାହୁ। ଛକଡି ନିଜ ଧାନ ବିଲରେ ଧାନ କାଟୁଟିବା ବେଳେ ସାପ…

ସ୍କୁଲ ନିକଟରୁ ବିପୁଳ ପରିମାଣର ବ୍ରାଉନସୁଗର ଜବତ

Posted on November 27, 2025

ବିପୁଳ ପରିମାଣର ବ୍ରାଉନସୁଗର ଜବତ, ୩ ଗିରଫ ।  ବୋଲଗଡ କପାସିଆ ଗାଁର ସ୍କୁଲ ନିକଟରୁ ବିପୁଳ ପରିମାଣର ବ୍ରାଉନସୁଗର ଜବତ ହୋଇଛି ।  ତିନିଜଣକୁ ଗିରଫ କଲା ବେଗୁନିଆ ଅବକାରୀ ବିଭାଗ ।  ଆଜି ସକାଳୁ ଖୋର୍ଦ୍ଧାର ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ…

ପାଚିକାଙ୍କ ଶାଢୀରେ ଲାଗିଲା ନିଆଁ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

Posted on November 27, 2025

ରୋଷେଇ କରିବା ବେଳେ ଶାଢୀରେ ନିଆଁ ଲାଗି ପାଚିକା ଗୁରୁତର। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ବାଇଲୋ ପଞ୍ଚାୟତ ହାତିବନ୍ଧା ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ଏହି ଘଟଣା ଘଟିଛି। ପାଚିକାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  ସୂଚନାନୁଯାୟୀ, ଆନନ୍ଦପୁର ବ୍ଲକ ହାତିବନ୍ଧା ଗ୍ରାମର…

ଧାନ କାଟୁଥିବାବେଳେ ଚାଷୀଙ୍କୁ କାମୁଡ଼ିଲା ସାପ

Posted on November 27, 2025

ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ପଥରଖମ୍ବ ଗ୍ରାମର ଜଣେ ଚାଷୀ ଗୁରୁବାର ବିଲରେ ଧାନ କାଟୁଥିବା ବେଳେ ସାପ କାମୁଡ଼ାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ ଚାଷୀ ଜଣଙ୍କ ପଥରଖମ୍ବ ଗାଁର ଛକଡ଼ି ସାହୁ। ଛକଡ଼ି ଗ୍ରାମଠାରୁ କିଛି ଦୂର ନିଜ…

ଧର୍ମଘଟ ଡାକରା ନିଷ୍ପତ୍ତି ପ୍ରତ୍ୟାହୃତ, ଘରୋଇ ବସ୍ ମାଲିକ ସଂଘ ସମ୍ପାଦକଙ୍କ ସୂଚନା

Posted on November 27, 2025

ଘରୋଇ ବସ୍ ଧର୍ମଘଟ ଡାକରାକୁ ପ୍ରତ୍ୟାହୃତ କଲା ଘରୋଇ ବସ ମାଲିକ ସଙ୍ଘ। ସରକାରଙ୍କ ସହ ଆଲୋଚନା ପରେ ଧର୍ମଘଟ ଡାକରାକୁ ସ୍ଥଗିତ ରଖାଯାଇଛି। ସୂଚନା ଅନୁଯାୟୀ, ପୁଲିସକୁ ଗାଡି କାଗଜପତ୍ର ଯାଞ୍ଚ କ୍ଷମତା ପ୍ରଦାନ ନିଷ୍ପତ୍ତିକୁ ବିରୋଧ କରି ଧର୍ମଘଟ ଡାକରା ଦିଆଯାଇଥିଲା।…

ଢାକାରେ ଅଗ୍ନିକାଣ୍ଡ, ୧୫୦୦ରୁ ଅଧିକ ଘର ଭସ୍ମ, ହଜାର ଲୋକ ବାସହରା

Posted on November 27, 2025

ରାଜଧାନୀ ଢାକାର ଏକ ବଡ଼ ବସ୍ତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୧୫୦୦ରୁ ଅଧିକ ଘର ଜଳିଭସ୍ମ ହୋଇଯାଇଛି। ଏହି ଦୁର୍ଘଟଣାରେ ହଜାର ହଜାର ଲୋକ ବାସହରା ହୋଇପଡ଼ିଛନ୍ତି। ଭାଗ୍ୟକ୍ରମେ କୌଣସି ଜନହାନୀ ହୋଇନାହିଁ। ଫାୟାର ସର୍ଭିସ ଡାଇରେକ୍ଟର ଲେଫଟେନାଣ୍ଟ କର୍ନଲ ମହମ୍ମଦ ତାଜୁଲ ଇସ୍ଲାମଙ୍କ…

ସୁନା ଦରରେ ପରିବର୍ତ୍ତନ, ଜାଣନ୍ତୁ ଆଜିର ଦାମ୍

Posted on November 27, 2025

ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜିର ସୁନା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୨୭,୭୫୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର…

କଟକର ୯୧ ସରକାରି ଅଧିକାରୀଙ୍କ ଦରମା ବନ୍ଦ: ଅତିରିକ୍ତ ଜିଲ୍ଲାପାଳଙ୍କ କଠୋର ପଦକ୍ଷେପ

Posted on November 27, 2025

ଜନଶୁଣାଣି କାର୍ଯ୍ୟରେ ଗୁରୁତ୍ୱପୂର୍ଣ୍ଣ ଅବହେଳା ପାଇଁ କଟକ ଜିଲ୍ଲାର ୯୧ ଜଣ ସରକାରୀ ଅଧିକାରୀଙ୍କ ନଭେମ୍ବର ମାସର ଦରମା ବନ୍ଦ କରିବାକୁ ଆଦେଶ ଜାରି କରିଛନ୍ତି କଟକ ଅତିରିକ୍ତ ଜିଲ୍ଲାପାଳ ଶିବ ଟପ୍ପୋ। ଏହି ଆଦେଶକୁ ଜିଲ୍ଲା ଟ୍ରେଜେରୀ ଅଫିସରଙ୍କୁ ପଠାଯାଇଛି ଏବଂ ସମ୍ପୂର୍ଣ୍ଣ…

Posts pagination

Previous 1 … 114 115 116 … 243 Next

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme