Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବାହାଘର ଅଧାରୁ ତଡ଼ା ଖାଇଲେ ବର-କନ୍ୟା

Posted on December 1, 2025

ବାହାଘର ବେଦିରେ ବସିଥିଲେ ବର-କନ୍ୟା। ମନ୍ତ୍ର ପଢ଼ୁଥିଲେ ପୁରୋହିତ। ହାତଗଣ୍ଠି ବି ପଡ଼ି ସାରିଥିଲା । କିଛି ସମୟ ପରେ ଅଗ୍ନିକୁ ସାକ୍ଷୀ ରଖି ସାତ ଘେରା ବୁଲିଥାନ୍ତେ ବରକନ୍ୟା । ହଠାତ୍ ବିବାହ ବେଦିକୁ ମାଡ଼ି ଆସିଲେ ମଣ୍ଡପ କର୍ତ୍ତୃପକ୍ଷ । କନ୍ୟା…

ଟ୍ରକ୍ ସହ ଧକ୍କା ହେଲା ସ୍କୁଟି, ଦୁଇ ମହିଳା ଆହତ

Posted on December 1, 2025

ଗ୍ୟାସ୍ ବୋଝେଇ ଟ୍ରକ୍ ସହ ଧକ୍କା ହେଲା ସ୍କୁଟି। ଦୁଇ ମହିଳା ଆହତ। କଟକ ସିଆରଆରଆଇ ଥାନା ନୂଆବଜ଼ାର ଛକରେ ସୋମବାର ଭୋର୍ ୫ଟାରେ ଏହି ଦୁର୍ଘଟଣା ଘଟିଛି। ଦୁଇ ଆହତ ମହିଳାଙ୍କୁ ପୁଲିସ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି।  ସୂଚନାନୁସାରେ, କନ୍ଦରପୁର…

ହାତୀ ଛୁଆକୁ ନେଉନି ମାଆ, ମଣିଷ ଛୁଇଁଥିବା ଭାବି ଦଳକୁ ଫେରିପାରୁନି ହାତୀ ଛୁଆ

Posted on December 1, 2025

ଦଳକୁ ଫେରିପାରୁନି ହାତୀ ଛୁଆ । ମଣିଷ ଛୁଇଁଥିବା ଭାବି ହାତୀ ଛୁଆକୁ ନେଉନି ମାଆ । ଗୋଠରେ ଛଡିବା ପରେ ବି ଗ୍ରହଣ କଲେନି ହାତୀପଲ । ତାକୁ ଦଳରେ ମିଶାଇବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ବନବିଭାଗ ବିଫଳ ହୋଇଛି । ହାତୀ…

ଅଧିବେଶନ ପୂର୍ବରୁ ମୋଦୀ କହିଲେ, ‘ଏହା ବିଜୟର ଅହଙ୍କାର କିମ୍ବା ନାଟକ କରିବାର ସ୍ଥାନ ନୁହେଁ’

Posted on December 1, 2025

ଆଜି ସୋମବାରଠାରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି। ଅଧିବେଶନ ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଣମାଧ୍ୟମକୁ ସମ୍ବୋଧନ କରି ଦେଶର ବିକାଶ ଏବଂ ଗୃହର କାର୍ଯ୍ୟଧାରା ଉପରେ ଗୁରୁତ୍ୱାରୋପ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଏହି ଅଧିବେଶନ ‘ବିକଶିତ ଭାରତ’…

କମିବ ଥଣ୍ଡାର ପ୍ରକୋପ; ଆଗାମୀ ୪ଦିନ ବଢିବ ରାତି ତାପମାତ୍ରା

Posted on December 1, 2025

ଆଗାମୀ ୪ ଦିନ ଯାଏ ଥଣ୍ଡାର ପ୍ରକୋପ କମିଯିବ । କିଛି ସ୍ଥାନରେ ରାତି ତାପମାତ୍ରା ବଢ଼ିବା ଯୋଗୁ ଶୀତ ଉଭାନ ହୋଇପାରେ । ମଙ୍ଗଳବାର ଓ ବୁଧବାର ଅଧିକାଂଶ ସ୍ଥାନର ରାତି ତାପମାତ୍ରା ୧୨ରୁ ୧୫ ଡିଗ୍ରୀ ଉପରେ ରହିବ । ଅଧିକ…

ଭୟଙ୍କର ବାତ୍ୟା ‘ସେନ୍ୟାର’ର ତାଣ୍ଡବ: ଦକ୍ଷିଣ-ପୂର୍ବ ଏସିଆରେ ୬ଶହ ଜୀବନହାନି

Posted on December 1, 2025

ଦକ୍ଷିଣ-ପୂର୍ବ ଏସିଆରେ ବାତ୍ୟା ‘ସେନ୍ୟାର’ ଭୟାବହ ବିନାଶ ସୃଷ୍ଟି କରିଛି । ଓଡ଼ିଶା ଆଡ଼କୁ ମୁହାଁଇ ନଥିଲେ ମଧ୍ୟ, ଇଣ୍ଡୋନେସିଆ, ଥାଇଲାଣ୍ଡ ଏବଂ ମାଲେସିଆରେ ଏହାର ପ୍ରଭାବରେ ସୃଷ୍ଟି ହୋଇଥିବା ବନ୍ୟା ଓ ଭୂସ୍ଖଳନରେ ପ୍ରାୟ ୬୦୦ ଲୋକଙ୍କର ମୃତ୍ୟୁ ଘଟିଛି । ଏଥିରେ…

ଆଜିଠୁ ସଂସଦର ଶୀତ ଅଧିବେଶନ, ଦିଲ୍ଲୀ ବ୍ଲାଷ୍ଟକୁ ନେଇ କମ୍ପିବ ଗୃହ

Posted on December 1, 2025

ଆଜିଠୁ ସଂସଦର ଶୀତ ଅଧିବେଶନ। SIR ଓ ଦିଲ୍ଲୀ ବ୍ଲାଷ୍ଟକୁ ନେଇ କମ୍ପିବ ଗୃହ । ଶୀତକାଳୀନ ଅଧିବେଶନରେ ୧୨ଟି ବିଲ୍ ଆଗତ ହେବ । ଆଗତ ଏବଂ ଆଲୋଚନା ହେବାକୁ ଥିବା ପ୍ରମୁଖ ବିଲ ଗୁଡ଼ିକ ଭିତରେ ରହିଛି ପ୍ରସ୍ତାବିତ ଆଣବିକ ଶକ୍ତି…

ବାରବାଟୀ T20: ମୁଖ୍ୟମନ୍ତ୍ରୀ କିଣିଲେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଟିକେଟ୍

Posted on December 1, 2025

ଓଡ଼ିଶାର କ୍ରୀଡ଼ାପ୍ରେମୀଙ୍କ ପାଇଁ ଏକ ଉତ୍ସାହର ଖବର। ଆସନ୍ତା ଡିସେମ୍ବର ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ହାଇଭୋଲଟେଜ୍ ଟି-୨୦ ମ୍ୟାଚ୍ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝି ଟିକେଟ୍ କିଣିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ…

ରାସ୍ତା ଜଳିଗଲା ହାଇୱା, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

Posted on December 1, 2025

ରାସ୍ତା ମଝିରେ ହୁହୁ ହୋଇ ଜଳିଗଲା ହାଇୱା । କେନ୍ଦୁଝର ହରିଚନ୍ଦନପୁର ଥାନା ଅନ୍ତର୍ଗତ ଟାଙ୍ଗରିଆପାଳ ଗାଁ ନିକଟରେ ଏକ ହାଇୱାରେ ନିଆଁ ଲାଗିଯାଇଥିଲା । ହାଇୱାଟି ସମ୍ପୂର୍ଣ୍ଣ ଜଳିପୋଡି ପାଉଁଶ ହୋଇଯାଇଛି । ଗାଡିଟି ଯାଜପୁର ଜିଲ୍ଲାରୁ ହରିଚନ୍ଦନପୁର ଅଭିମୁଖେ ଯାଉଥିବା ବେଳେ…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଚେତାବନୀ: ସମ୍ପତ୍ତି ଘୋଷଣା ନକଲେ ପଦୋନ୍ନତି ବାତିଲ୍

Posted on November 30, 2025

ବାର୍ଷିକ ସମ୍ପତ୍ତି ଘୋଷଣା (Asset Declaration) ଦାଖଲ କରିବାରେ ବିଫଳ ହେଉଥିବା ରାଜ୍ୟ ସରକାରୀ ଅଧିକାରୀଙ୍କ ପାଇଁ ରାଜ୍ୟ ସରକାର ଏକ ବଡ଼ ଚେତାବନୀ ଜାରି କରିଛନ୍ତି। ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ (GA&PG) ବିଭାଗ ଏକ ସ୍ମାରକପତ୍ର ଜାରି କରି ସ୍ପଷ୍ଟ…

Posts pagination

Previous 1 … 109 110 111 … 243 Next

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme