ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ଗତ କିଛି ଦିନ ମଧ୍ୟରେ କଫ୍ ସିରପ୍ ଯୋଗୁଁ ୧୨ ଜଣ ପିଲାଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଥିଲା। ଏହି ପିଲାମାନେ ଜଣକ ପରେ ଜଣେ ମୃତ୍ୟୁବରଣ କରୁଥିବା ଖବର ଲୋକଙ୍କୁ ଭୟଭୀତ କରିଛି, ସେମାନଙ୍କର ଧାରଣା ରହିଛି ଯେ,…
Category: ଦେଶ ବିଦେଶ
ବଳ ଗୋଟାଉଛି ବାତ୍ୟା ‘ଶକ୍ତି’, ଘଣ୍ଟା ପ୍ରତି ୬୫ କିମି ବେଗରେ ବହୁଛି ପବନ
ମାଡ଼ି ଆସୁଛି ବାତ୍ୟା ‘ଶକ୍ତି’। ଆରବ ସାଗରରେ ବଳ ଗୋଟାଉଛି ବାତ୍ୟା ‘ଶକ୍ତି’ । ଘନୀଭୂତ ହୋଇ ଭୀଷଣ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ଏହା ନାଲିୟାଠାରୁ ୨୭୦ କିଲୋମିଟର ଦକ୍ଷିଣ-ପଶ୍ଚିମରେ ରହିଛି । ପଶ୍ଚିମ-ଦକ୍ଷିଣପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୮ରୁ…
ପାକିସ୍ତାନରେ ଭୂକମ୍ପ, ତୀବ୍ରତା ୫.୨
ଶନିବାର ବିଳମ୍ବିତ ରାତିରେ ପାକିସ୍ତାନର ବେଲୁଚିସ୍ତାନ୍ ପ୍ରାନ୍ତରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ସୂଚନା ଅନୁସାରେ, ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା ଚାଗାଇ ଜିଲ୍ଲାର ଡାଲବନ୍ଦିନ ନିକଟରେ। ସ୍ଥାନୀୟ ସମୟ ଅନୁସାରେ ରାତି ୧ଟା ୨୯ ମିନିଟ୍ରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ପ୍ରାରମ୍ଭିକ ତଥ୍ୟ…
ସୋନମ ୱାଙ୍ଗଚୁକଙ୍କ ଗିରଫଦାରୀକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ…
ପରିବେଶ ଓ ଶିକ୍ଷା କ୍ଷେତ୍ରର ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କ ଗିରଫଦାରୀକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ତାଙ୍କର ପତ୍ନୀ ଗୀତାଞ୍ଜଳି ଜେ ଆଙ୍ଗମୋ ସୋନମଙ୍କର ମୁକ୍ତି ପାଇଁ ଦାବି କରିଛନ୍ତି। ତାଙ୍କ ମାମଲା ନେସନାଲ ସିକ୍ୟୁରିଟି ଆକ୍ଟ (NSA) ଅଧୀନରେ ରଖାଯିବାକୁ ନେଇ ଚ୍ୟାଲେଞ୍ଜ…
ଜୁବିନ ଗର୍ଗ ମୃତ୍ୟୁ ଘଟଣାରେ ଦୁଇ ଗିରଫ, ଘଟଣା ସମୟରେ ସାଥିଲେ ଥିଲେ ଏମାନେ…..
ଲୋକପ୍ରିୟ ଗାୟକ ଜୁବନ୍ ଗର୍ଗ ମୃତ୍ୟୁ ଘଟଣାରେ ପୁଣି ଆଉ ଦୁଇଜଣଙ୍କୁ ଗିରଫ କରିଛି ପୋଲିସ । ଜୁବିନଙ୍କ ବ୍ୟାଣ୍ଡର ସଦସ୍ୟ ଏବଂ ସହ କଣ୍ଠଶିଳ୍ପୀ ଅମ୍ରିତପ୍ରଭା ମହନ୍ତଙ୍କୁ ଗିରଫ କରିଛି ଆସାମ ପୋଲିସ । ଏମାନଙ୍କୁ ପଚରାଉଚରା ପାଇଁ ଡକାଯାଇଥିଲା । ପୂର୍ବରୁ…
ବନ୍ଦ କରାଯାଇଛି ଇଣ୍ଟରନେଟ୍ ସେବା
ଆଫଗାନିସ୍ତାନରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଅନୈତିକତା ଉପରେ ତାଲିବାନର କଡ଼ା କାର୍ଯ୍ୟାନୁଷ୍ଠାନ ସ୍ବରୁପ ଦେଶବ୍ୟାପୀ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି। ଅଗଷ୍ଟ ୨୦୨୧ ରେ ତାଲିବାନ କ୍ଷମତା ଦଖଲ କରିବା ପରେ ଏହା ଆଫଗାନିସ୍ତାନରେ ପ୍ରଥମ ଥର ପାଇଁ ଇଣ୍ଟରନେଟ ବନ୍ଦ କରିଛି । ସେପ୍ଟେମ୍ବର ମାସ ଆରମ୍ଭରେ, ଅନୈତିକତା…
ସ୍କୁଲ୍ ଛାତ ଭୁଶୁଡ଼ି ୩ ଛାତ୍ର ମୃତ ଏବଂ ଶତାଧିକ ଆହତ
ଇଣ୍ଡୋନେସିଆର ସିଡୋଆର୍ଜୋରେ ଏକ ଇସଲାମିକ୍ ସ୍କୁଲ କୋଠା ଭୁଶୁଡ଼ି ପଡ଼ିଛି । ଏହି କାରଣରୁ ତିନି ୩ ଛାତ୍ରଙ୍କ ମୃତ୍ୟୁ ଘଟିଛି ଏବଂ ୧୦୦ ରୁ ଅଧିକ ଆହତ ମଧ୍ୟ ହୋଇଛନ୍ତି । ଇଣ୍ଡୋନେସିଆର ଅଧିକାରୀମାନେ କହିଛନ୍ତି ଯେ ଭୁଶୁଡ଼ି ପଡ଼ିଥିବା ସ୍କୁଲ କୋଠାର…
ଇଣ୍ଡିଗୋ ବିମାନକୁ ବୋମା ଧମକ, ଦିଲ୍ଲୀ ଏୟାରପୋର୍ଟରେ ଜରୁରୀ କାଳୀନ ପରିସ୍ଥିତି ଘୋଷଣା ।
ମୁମ୍ବାଇରୁ ଦିଲ୍ଲୀ ଆସୁଥିବା ଇଣ୍ଡିଗୋ ବିମାନକୁ ଆଜି ମିଳିଛି ବୋମା ଧମକ । ଏହି ଖବର ଶୁଣିଲା ପରେ ସମସ୍ତେ ଭୟଭୀତ ହୋଇଛନ୍ତି । ଚାରିଆଡ଼େ ଆତଙ୍କ ସୃଷ୍ଟି ହୋଇଛି । ଏନେଇ ଦିଲ୍ଲୀ ବିମାନ ବନ୍ଦରରେ ଜରୁରୀ କାଳୀନ ପରିସ୍ଥିତି ଘୋଷଣା କରାଯାଇଛି…
ସକାଳୁ ଥରିଲା ମିଆଁମାର, ନିଦରୁ ଉଠି ଦୌଡ଼ିଲେ ଲୋକ
ସକାଳୁ ସକାଳୁ ଥରିଲା ମିଆଁମାର । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୭ ରେକର୍ଡ କରାଯାଇଛି । ମଣିପୁର, ନାଗାଲାଣ୍ଡ ସମେତ ଆସାମ ଯାଏଁ ଏହାର ଝଟ୍କା ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି…
ସଙ୍କଟରେ ଆମେରିକୀୟ ଚାଷୀ; ଜାଲରେ ଫସିଯିବେ ଆମେରିକା ରାଷ୍ଟ୍ରପତି
ନିଜେ ବୁଣିଥିବା ଜାଲରେ ଫସିଯିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଭାରତ ସମେତ ଅନ୍ୟ ଦେଶ ଉପରେ ଫୁଟାଇଥିବା ଟାରିଫ୍ ବୋମା ଟ୍ରମ୍ପଙ୍କ ଉପରେ ଭାରି ପଡିବ । ଏବେ ସୋୟାବିନ ଆମେରିକା ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି । ଚୀନ ସୋୟାବିନ…
