Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Category: ଦେଶ ବିଦେଶ

ଏପ୍ରିଲ ପହିଲାରୁ ଜନଗଣନା, ଲୋକଙ୍କୁ ୩୩ ପ୍ରଶ୍ନ ପଚାରିବେ ସରକାର

Posted on January 23, 2026

କେନ୍ଦ୍ର ସରକାର ଗୁରୁବାର ଜନଗଣନା ୨୦୨୭ ସଂକ୍ରାନ୍ତ ନୂଆ ବିଜ୍ଞପ୍ତି ଜାରି କରିଛନ୍ତି । ଏଥିରେ ଜନଗଣନା ବେଳେ ଲୋକଙ୍କୁ ପଚରାଯିବାକୁ ଥିବା ୩୩ ପ୍ରଶ୍ନର ତାଲିକା ଦିଆଯାଇଛି । ଲୋକଙ୍କୁ ଘର, ପରିବାର, ଗାଡ଼ି ଆଦି ସଂକ୍ରାନ୍ତରେ ତଥ୍ୟ ଦେବାକୁ ପଡ଼ିବ ।…

ଇରାନୀ କାଫେରେ ତାଲା, ଶଟର୍‌ରେ ଝୁଲୁଛି ହାତଲେଖା ସୂଚନା

Posted on January 22, 2026

ଦୀର୍ଘ ଏକ ଶତାବ୍ଦୀରୁ ଉଦ୍ଧ୍ୱର୍ ସମୟ ଧରି ଗ୍ରାହକଙ୍କୁ ସେବା ଯୋଗାଇ ଆସୁଥିବା ମୁମ୍ବାଇର ଅନ୍ୟତମ ସବୁଠୁ ପ୍ରାଚୀନ କାଫେ ବି. ମେରୱାନ ଆଣ୍ଡ୍ କୋ. ସବୁଦିନ ପାଇଁ ବନ୍ଦ ହୋଇଛି । ଏହା ଏକ ଇରାନୀ କାଫେ ଓ ବେକରୀ । ସାଉଥ୍…

ପିଜ୍ଜା ହଟ୍ ଉଦ୍‌ଘାଟନ କଲେ ପାକ୍ ମନ୍ତ୍ରୀ, ସ୍ପଷ୍ଟ କଲା ଆମେରିକୀୟ ଫୁଡ୍ ଚେନ୍

Posted on January 22, 2026

ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ ନିକଟରେ ସିଆଲକୋଟ୍‌ରେ ଏକ ‘ପିଜ୍ଜା ହଟ୍’ ଆଉଟ୍‌ଲେଟ୍‌ରେ ଉଦ୍‌ଘାଟନ ସମାରୋହରେ ପହଞ୍ଚି ଫିତା କାଟିଥିଲେ । ତାଙ୍କର ସ୍ୱାଗତ ଲାଗି ରେଡ୍ କାର୍ପେଟ୍ ବିଛାଯାଇଥିଲା । ପିଜ୍ଜା ହଟ୍‌କୁ ଫୁଲରେ ସଜାଯାଇଥିଲା । ଏହି ହାଇ-ପ୍ରୋଫାଇଲ ଉଦ୍‌ଘାଟନ ସମାରୋହକୁ ନେଇ ଖୁବ୍…

ଶକ୍ତିଶାଳୀ ଭୂକମ୍ପରେ ଥରିଲା ଅରୁଣାଚଳ ପ୍ରଦେଶ, ୫.୦ ତୀବ୍ରତା

Posted on January 22, 2026

ଥରିଲା ଅରୁଣାଚଳ ପ୍ରଦେଶ । ଅରୁଣାଚଳ ପ୍ରଦେଶର ଚଙ୍ଗଲଙ୍ଗରେ ଶକ୍ତିଶାଳୀ ଭୂକମ୍ପ । ରିକ୍ଟର ସ୍କେଲରେ ୫.୦ ତୀବ୍ରତା ରେକର୍ଡ କରାଯାଇଛି। ବିଳମ୍ବିତ ରାତି ପ୍ରାୟ ୩ଟା ୧୩ରେ ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପର ଝଟକା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର…

ବିଜେପିର ନୂଆ ଅଧ୍ୟକ୍ଷ ହେଲେ ନୀତିନ ନବୀନ: ସବୁଠାରୁ କମ୍ ବୟସରେ ସମ୍ଭାଳିବେ ବଡ଼ ଦାୟିତ୍ୱ

Posted on January 20, 2026

ବିଜେପିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ବ ନେଲେ ନୀତିନ ନବୀନ । ବିଜେପିର ଦ୍ବାଦଶ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଆନୁଷ୍ଠାନିକ ଘୋଷଣା ପରେ ଦଳୀୟ ମୁଖ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଓ…

ବନ୍ଦ ହେବ ବିମାନ ସେବା! ମୁଖ୍ୟ ସଚିବଙ୍କୁ ପ୍ରବାସୀ ଓଡ଼ିଆଙ୍କ ଚିଠି

Posted on January 20, 2026

ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଦୁବାଇକୁ ବିମାନ ସେବା ଆସନ୍ତା ମାର୍ଚ୍ଚ ମାସରେ ବନ୍ଦ ହେବ । ଯଦିଓ ଏୟାରପୋର୍ଟ କର୍ତ୍ତୃପକ୍ଷ କିମ୍ବା ପରିବହନ ବିଭାଗ ପକ୍ଷରୁ ସ୍ପଷ୍ଟ ହୋଇନି, ଏହା ଆଶଙ୍କା କରିଛନ୍ତି ଦୁବାଇରେ ଥିବା ପ୍ରବାସୀ ଓଡ଼ିଆ । ତେଣୁ ଏହାକୁ ବନ୍ଦ…

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା…

Posted on January 19, 2026

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା । ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା । ଗୋଟିଏ ଟ୍ରେନ ଲାଇନଚ୍ୟୁତ୍ ହୋଇ ଅନ୍ୟ ଟ୍ରାକ୍‌ରେ ପଡିବା ପରେ ଧକ୍କା ଦେଲା ଅନ୍ୟ ଏକ ଟ୍ରେନ୍ । ଅତି କମରେ ୨୧ ଯାତ୍ରୀ ମୃତ, ଶତାଧିକ ଆହତ…

ଅଯୋଧ୍ୟା ଯିବ ‘ସ୍ୱର୍ଣ୍ଣ ଧନୁ’, ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

Posted on January 19, 2026

ଓଡ଼ିଶାରୁ ଅଯୋଧ୍ୟା ଯିବ ଧନୁ। ‘ସ୍ୱର୍ଣ୍ଣ ଧନୁ’ ପୁରୀରେ ପହଞ୍ଚିବା ଭବ୍ୟ ସ୍ବାଗତ କରାଯାଇଥିଲା। ଏହି ଧନୁ ରାଉରକେଲାରୁ ଆସି ରାଜ୍ୟର ବିଭିନ୍ନ ଜିଲ୍ଲା ଅତିକ୍ରମ କରି ପୁରୀରେ ପହଞ୍ଚିଛି। ବଡ଼ଦାଣ୍ଡାରେ ଶ୍ରୀରାମଙ୍କ ‘ସ୍ୱର୍ଣ୍ଣ ଧନୁ’କୁ ଭବ୍ୟ ସ୍ବାଗତ କରାଯାଇଥିଲା। ଉତ୍ତରପାର୍ଶ୍ବ ମଠରେ ପହଞ୍ଚିବା ପରେ ଏହି ଧନୁକୁ ଭକ୍ତମାନେ…

ବିଶ୍ୱର ସବୁଠୁ ବଡ଼ ଶିବଲିଙ୍ଗ, ବାରାଣସୀ-ଅଯୋଧ୍ୟା ପଣ୍ଡିତଙ୍କ ଦ୍ୱାରା ସ୍ଥାପିତ

Posted on January 18, 2026

 ବିହାର, ମୋତିହାରୀର କାଥ୍ୱଲିଆ ସ୍ଥିତ ବିରାଟ ରାମାୟଣ ମନ୍ଦିରରେ ଶନିବାର ସ୍ଥାପିତ ହୋଇଛି ବିଶ୍ୱର ସବୁଠୁ ବଡ଼ ଶିବଲିଙ୍ଗ । ବାରାଣସୀ ଓ ଅଯୋଧ୍ୟାରୁ ଆସିଥିବା ପଣ୍ଡିତମାନେ ମନ୍ତ୍ରୋଚ୍ଚାରଣ ଓ ପୂଜାର୍ଚ୍ଚନା କଲେ । ହର ହର ମହାଦେବ ଉଚ୍ଚାରଣ ସହିତ ସହସ୍ରାଲିଙ୍ଗମ୍ ଶିବଲିଙ୍ଗ…

ପୁଣି ଉପରମୁହାଁ ବାୟୁ ପ୍ରଦୂଷଣ, ଗ୍ରାପ୍‌-୪ ଲାଗୁ, ସମସ୍ତ ନିର୍ମାଣ କାମ ବନ୍ଦ

Posted on January 18, 2026

ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ପୁଣି ଉପରମୁହାଁ ହୋଇଛି । ଏହାଯୋଗୁ ଶନିବାର ଗ୍ରାପ୍-୪ ଲାଗୁ କରାଯାଇଛି । ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ ରବିବାର ସକାଳ ୬ଟାରେ ୪୦୦ ରେକର୍ଡ କରାଯାଇଛି । ଗ୍ରାପ-୪ ଅନୁସାରେ, ଅନ୍ୟ ରାଜ୍ୟରୁ ଆସୁଥିବା ଭାରୀ ଯାନଗୁଡ଼ିକ…

Posts pagination

Previous 1 … 3 4 5 … 51 Next

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme