Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Category: ଦେଶ ବିଦେଶ

ଦିଲ୍ଲୀ ବିମାନବନ୍ଦରରେ ଯାନ୍ତ୍ରିକ ତ୍ରୁଟି, ବିମାନ ଉଡାଣରେ ବ୍ୟାଘାତ,୭୦୦ ବିମାନ ପ୍ରଭାବିତ

Posted on November 8, 2025

ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଉଡାଣ ଓ ଅବତରଣରେ ବ୍ୟାଘାତ ସୃଷ୍ଟି ହୋଇଛି। ସର୍ଭରରେ ଯାନ୍ତ୍ରିକ ତ୍ରୁଟି ହେତୁ ଅନେକ ବିମାନ ଉଡାଣ ବିଳମ୍ବ ହୋଇଥିବା ସୂଚନା ମିଳିଛି। ଅନ୍ୟପଟେ, ଏହି ତ୍ରୁଟି ସାଇବର ଆକ୍ରମଣ ହୋଇପାରେ ବୋଲି ମଧ୍ୟ ସନ୍ଦେହ…

 ଏଣିକି ମେଦବହୁଳତା ଥିଲେ ମିଳିବନି ଆମେରିକା ଭିସା

Posted on November 8, 2025

ଆମେରିକାରେ ରହିବା ପାଇଁ ଆବେଦନ  କରୁଥିବା ବିଦେଶୀ ନାଗରିକମାନଙ୍କୁ ଯଦି ମଧୁମେହ, ମେଦବହୁଳତା କିମ୍ବା  ହୃଦ୍‌ରୋଗ ଥାଏ ତେବେ ସେମାନଙ୍କୁ ମିଳି ନ ପାରେ ଭିସା । ଟ୍ରମ୍ପ ପ୍ରଶାସନ  ପକ୍ଷରୁ ଜାରି ନୂଆ ନିୟମାବଳୀରେ ଏହା ଉଲ୍ଲେଖ କରାଯାଇଛି ।  ରିପୋର୍ଟ ଅନୁସାରେ,…

‘ମୁଁ ଶୀଘ୍ର ଭାରତ ଗସ୍ତରେ ଯିବି…’

Posted on November 7, 2025

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରି ତାଙ୍କୁ ଜଣେ ମହାନ ବ୍ୟକ୍ତି ଏବଂ ବନ୍ଧୁ ବୋଲି କହିଛନ୍ତି  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏଥିସହ ସେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ସମ୍ପର୍କକୁ ମଜବୁତ କରିବା ପ୍ରୟାସର ଅଂଶ ଭାବରେ ସେ ଆସନ୍ତା ବର୍ଷ…

ଫିଲିପାଇନ୍ସରେ ଘୂର୍ଣ୍ଣିଝଡ଼ କଲମାଏଗିର ତାଣ୍ଡବ, ୨୪୧ ମୃତ୍ୟୁ

Posted on November 6, 2025

ଫିଲିପାଇନ୍ସରେ ଘୂର୍ଣ୍ଣିଝଡ଼ କଲମାଏଗିର ତାଣ୍ଡବ । ଏଯାଏଁ ୨୪୧ ଜଣଙ୍କ ମୃତ୍ୟୁ ହୋଇଛି । ଜରୁରିକାଳୀନ ସ୍ଥିତି ଘୋଷଣା କରିଛନ୍ତି ରାଷ୍ଟ୍ରପତି । ଫିଲିପାଇନ୍ସରେ ଘୂର୍ଣ୍ଣିଝଡ଼ କଲମାଏଗି ଫିଲିପାଇନ୍ସକୁ ଛାରଖାର କରିଦେଇଛି । ପ୍ରାୟ ୨୪୧ ଜଣ ପ୍ରାଣ ଯାଇଥିବା ବେଳେ ଅନେକ ନିଖୋଜ…

ଆମେରିକାରେ କାର୍ଗୋ ପ୍ଲେନ କ୍ରାସ; ୭ ମୃତ, ଆଗକୁ ବଢ଼ିପାରେ ମୃତକଙ୍କ ସଂଖ୍ୟା

Posted on November 6, 2025

ଆମେରିକାର କେଣ୍ଟୁକିସ୍ଥିତ ଲୁଇଭେଲିରେ କାର୍ଗୋ ପ୍ଲେନ କ୍ରାସ। ୟୁପିଏସ କାର୍ଗୋ ପ୍ଲେନ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ୭ ଜଣ। ଆହତ ହୋଇଛନ୍ତି ୧୧ ଜଣ। ଲୁଇଭେଲି ବିମାନ ବନ୍ଦରରୁ କାର୍ଗୋପ୍ଲେନଟି ଉଡ଼ାଣ ଭରିବା ମାତ୍ରେ ଇଞ୍ଜିନଟି ଜଳିଯାଇ ଅଗ୍ନିପିଣ୍ଡୁଳାରେ ପରିଣତ ହୋଇଯାଇଥିଲା। ୟୁପିଏସ ୱାର୍ଲଡପୋର୍ଟରୁ…

ବିହାରରେ ପ୍ରଥମ ପର୍ଯ୍ୟାୟ ଭୋଟିଂ: ମହାଗଠବନ୍ଧନ ଓ NDA ମଧ୍ୟରେ ମହାଟକ୍କର

Posted on November 6, 2025

ବିହାରରେ ଆଜି ପ୍ରଥମ ପର୍ଯ୍ୟାୟରେ ୧୮ଟି ଜିଲ୍ଲାର ୧୨୧ଟି ନିର୍ବାଚନମଣ୍ଡଳୀରେ ଭୋଟ ଗ୍ରହଣ ଚାଲିଛି । ପାଟନା, ନାଳନ୍ଦା, ମୁଜାଫରପୁର, ଭାଗଲପୁର ଓ ଲକ୍ଷ୍ମୀସରାଇ ସମେତ ଅନେକ ଜିଲ୍ଲା ଏଥିରେ ଅନ୍ତର୍ଭୁକ୍ତ । ମୋଟ ୩ କୋଟି ୭୫ ଲକ୍ଷ ଭୋଟର ୧ହଜାର ୩୧୪…

ସାଧାରଣ ଠାରୁ ୧୪ ଗୁଣ ବଡ଼ ଏବଂ ୩୦% ଅଧିକ ଉଜ୍ଜ୍ବଳ

Posted on November 6, 2025

ବର୍ଷର ସବୁଠାରୁ ବଡ଼ ଚନ୍ଦ୍ର ବା ସୁପରମୁନ୍ ବୁଧବାର ରାତିରେ ସାରା ବିଶ୍ୱରେ ଦୃଶ୍ୟମାନ ହୋଇଛି । ଏହା ବର୍ଷର ଦ୍ୱିତୀୟ ସୁପରମୁନ୍। ଏହି ସମୟ ମଧ୍ୟରେ, ସାମାନ୍ୟଠାରୁ ଚନ୍ଦ୍ର ପ୍ରାୟ ୧୪ ଗୁଣ ବଡ଼ ଏବଂ ୩୦% ଅଧିକ ଉଜ୍ଜ୍ୱଳ ଦେଖାଯାଇଛି ।…

ବିଳାସପୁର ଟ୍ରେନ ଦୁର୍ଘଟଣାର ପ୍ରକୃତ କାରଣ, ଲୋକୋ ପାଇଲଟ ମାନିନଥିଲେ ସିଗନାଲ୍

Posted on November 5, 2025

ଛତିଶଗଡ଼ ବିଳାସପୁରରେ ଭୟଙ୍କର ଟ୍ରେନ ଦୁର୍ଘଟଣାରେ ୧୧ ଜଣଙ୍କ ଜୀବନ ଚାଲିଯାଇଛି । ଏବେ ଟ୍ରେନ ଦୁର୍ଘଟଣାର କାରଣ ସାମ୍ନାକୁ ଆସିଛି । ପ୍ରାରମ୍ଭିକ ଯାଞ୍ଚରୁ ଜାଣିବାକୁ ମିଳିଛି କି, ସିଗନାଲ ନମାନି ମାଲବାହୀ ଟ୍ରେନକୁ ଧକ୍କା ଦେଇଥିଲା ମେମୁ ଟ୍ରେନ । ଲୋକ…

ଆସନ୍ତା କାଲି ବିହାରର ପ୍ରଥମ ପର୍ଯ୍ୟାୟ ଭୋଟିଂ…

Posted on November 5, 2025

ବିହାରରେ ଆସନ୍ତା କାଲି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ। ଗତକାଲି ପ୍ରଚାର ସମାପ୍ତ ହେବା ପରେ ଆଜି ସାଇଲେନ୍ସ ପିରିୟଡ୍ ଘୋଷିତ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୧୨୧ଟି ଆସନରେ ପଡ଼ିବ ଭୋଟ। ୧୩୧୪ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ। କେବଳ ପାଟଣା ବିଧାନସଭାରେ ରହିଛନ୍ତି…

 କ୍ରାସ ହେଲା ବିମାନ, ୭ ଯାତ୍ରୀ ମୃତ

Posted on November 5, 2025

ଆମେରିକାର ଲୁଇସଭେଲି ବିମାନବନ୍ଦରରେ ଅଘଟଣ। ମଝି ଆକାଶରେ ଦୁର୍ଘଟଣାଗ୍ରସ୍ତ ହେଲା ଆମେରିକାର କାର୍ଗୋ ବିମାନ।  ଫଳରେ ୭ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଗୁରୁତର ଆହତ ହୋଇଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ତେବେ…

Posts pagination

Previous 1 … 35 36 37 … 51 Next

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme