Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Category: ଦେଶ ବିଦେଶ

ଆଣ୍ଡାମାନରେ ଜୋରଦାର ଭୂକମ୍ପ ଝଟକା

Posted on November 9, 2025

ଆଣ୍ଡାମାନ ସମୁଦ୍ରରେ ଜୋରଦାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୫.୪ ରହିଛି । ଭୂକମ୍ପର କେନ୍ଦ୍ର ୯୦ କିମି ଗଭୀର ବୋଲି କୁହାଯାଉଛି । ଅପରାହ୍ନ ୧୨.୦୬ ମିନିଟରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ତେବେ ଭୂକମ୍ପ ଜନିତ…

ୟୁକ୍ରେନର ପରମାଣୁ ଘାଟି ଉପରେ ଋଷର ଆକ୍ରମଣ

Posted on November 9, 2025

ଗତ ତିନି ବର୍ଷ ଧରି ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଆଉ ଏହାରି ମଧ୍ୟରେ ଉଭୟ ଦେଶର ସେନା ପରସ୍ପର ଉପରେ ଲଗାତାର ଆକ୍ରମଣ କରି ଆସୁଛନ୍ତି। ସେହିଭଳି ଶୁକ୍ରବାର ରାତି ଠାରୁ ଶନିବାର ସକାଳ ପର୍ଯ୍ୟନ୍ତ ଡ୍ରୋନ୍…

ପୁଣେ ଜମି କିଣା ସ୍କାମରେ ଅଜିତ ପାୱାରଙ୍କ ସଫେଇ ମିଛ ପ୍ରମାଣିତ

Posted on November 9, 2025

ପୁଣେ ଜମି କିଣା ସ୍କାମ ନେଇ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ଘେରିଛି ବିବାଦ। ସେ ନିଜ ସଫେଇ ଦେଇ କହିଥିଲେ ଯେ ଏହି ଜମି କିଣାବିକା ରଦ୍ଦ ହୋଇଛି ଓ ତାଙ୍କ ପୁଅ ପାର୍ଥଙ୍କ ଏଥିରେ ଭୂମିକା ନାହିଁ। କିନ୍ତୁ ପାର୍ଥ ପାୱାରଙ୍କ…

ସଟ୍‌ଡାଉନ ପରେ ଲକ୍ଷ ଲକ୍ଷ ଆମେରିକୀୟ କର୍ମଚାରୀଙ୍କୁ ମିଳୁନି ଦରମା

Posted on November 9, 2025

ଆମେରିକାର ପ୍ରଶାସନ ସାରା ଦେଶରେ ସଟଡାଉନ ଲାଗୁ କରିଛି । ୬ ସପ୍ତାହ ଧରି ଏହି ସଟଡାଉନ ଲାଗୁ ହେଲାଣି । ଫଳରେ ଦେଶର ଲକ୍ଷ ଲକ୍ଷ କର୍ମଚାରୀଙ୍କୁ ଦରମା ମିଳିନି । ତେଣୁ ସେମାନେ ଚାକିରି ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି । ଏହି…

ଏଲନ ମସ୍କଙ୍କୁ ମିଳିବ ୧ ଲକ୍ଷ କୋଟି ଡଲାର ଦରମା

Posted on November 9, 2025

ଆମେରିକୀୟ କମ୍ପାନୀ ଟେସଲାର ମୁଖ୍ୟ ଏଲନ ମସ୍କଙ୍କ ଦରମାକୁ ନେଇ ପୁଣି ଚର୍ଚ୍ଚା । ଟେସଲାର ସେୟାର ହୋଲ୍ଡରମାନେ ଏକ ଟ୍ରିଲିୟନ ଡଲାର (ଏକ ଲକ୍ଷ କୋଟି ଡଲାର)ର ରେକର୍ଡ ଦରମା ପ୍ୟାକେଜକୁ ଅନୁମୋଦନ କରିଛନ୍ତି । ଗୁରୁବାର ଅନୁଷ୍ଠିତ କମ୍ପାନୀର ବାର୍ଷିକ ସାଧାରଣ…

ଅନେକ ସ୍ଥାନରେ ୪୦୦ ପାର୍ କଲା ଏକ୍ୟୁଆଇ, ନିଶ୍ବାସ ନେବାରେ ସମସ୍ୟା

Posted on November 9, 2025

ବିଷବଳୟ ପାଲଟିଛି ଦିଲ୍ଲୀ । ପୁଣିଥରେ ବିଷାକ୍ତ ବାୟୁ ବଳୟରେ ଛଟପଟ ହେଉଛନ୍ତି ଦିଲ୍ଲୀବାସୀ । ବାୟୁର ମାନ ଶନିବାର ସାଂଘାତିକ ରୂପ ନେବା ପରେ ଅଧିକ କଟକଣା ପାଇଁ ସରକାର ପ୍ରସ୍ତୁତ ହେଉଛନ୍ତି । ସହରର ବିଭିନ୍ନ ସ୍ଥାନରେ ଏକ୍ୟୁଆଇ ୪୦୦ ଟପିଛି…

କାଠମାଣ୍ଡୁରେ ବିମାନ ଚଳାଚଳ ବନ୍ଦ, ରନୱେ ଲାଇଟରେ ସମସ୍ୟା

Posted on November 9, 2025

ନୂଆଦିଲ୍ଲୀରେ ଘଟିଥିବା ଯାନ୍ତ୍ରିକ ସମସ୍ୟା ପରେ ବର୍ତ୍ତମାନ କାଠମାଣ୍ଡୁର ତ୍ରିଭୂବନ ଅନ୍ତର୍ଜାତୀୟ ବିମାନ ବନ୍ଦରର ଉଡାଣ ପ୍ରଭାବିତ ହୋଇଛି। ରନୱେ ଲାଇଟରେ ସମସ୍ୟାରୁ ସବୁ ଘରୋଇ ଓ ଅନ୍ତର୍ଜାତୀୟ ଉଡ଼ାଣ ବନ୍ଦ ରହିଛି। ବର୍ତ୍ତମାନ ୫ଟି ବିମାନ ହୋଲ୍ଡରେ ରହିଛି। ଏୟାରପୋର୍ଟର ଟେକ୍ନିକାଲ ଟିମ୍…

ରିଚା ଘୋଷଙ୍କୁ ବିଶ୍ୱକପ ବିଜୟ ପରେ ବିଶେଷ ସମ୍ମାନ

Posted on November 9, 2025

ଭାରତୀୟ ମହିଳା କ୍ରିକେଟ ଟିମ୍‌ର ବିଶ୍ୱକପ ବିଜୟ ପରେ ୱିକେଟକିପର-ବ୍ୟାଟର ରିଚା ଘୋଷ ସିଲିଗୁଡ଼ିରେ ଜୋରଦାର ସ୍ବାଗତ ପାଇଥିଲେ। ପଶ୍ଚିମବଙ୍ଗ ସରକାର ଏବଂ ବଙ୍ଗଳା କ୍ରିକେଟ ଆସୋସିଏସନ ତାଙ୍କୁ ଡିଏସପି ଭାବେ ନିଯୁକ୍ତ କରି, “ବଙ୍ଗ ଭୂଷଣ” ସମ୍ମାନ ଓ ସୁନାର ଚେନ୍ ପ୍ରଦାନ…

ଡିସେମ୍ବର ୧ରୁ ଶୀତ ଅଧିବେଶନ, ବିହାର ଫଳାଫଳ ଓ ବିଲ ଉପରେ ରହିବ ନଜର

Posted on November 8, 2025

ଡିସେମ୍ବର ୧ରୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହେବ ଓ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ତାରିଖକୁ ଅନୁମୋଦନ କରିଛନ୍ତି ବୋଲି ସଂସଦୀୟ ମନ୍ତ୍ରୀ କିରଣ ରିଜ୍ଜୁ ସୂଚନା ଦେଇଛନ୍ତି । ଏହି ଅଧିବେଶନରେ ବହୁ ଗୁରୁତ୍ତପୂର୍ଣ୍ଣ…

 ପିମ୍ପୁଡ଼ି ଭୟରେ ଜୀବନ ହାରିଲେ ମହିଳା

Posted on November 8, 2025

ପିମ୍ପୁଡ଼ି ଭୟରେ ଜୀବନ ହାରିଲେ ମହିଳା । ତେଲଙ୍ଗାନାର ସାଙ୍ଗାରେଡ୍ଡୀରେ ଘଟିଛି ଏପରି ଅଭାବନୀୟ ଘଟଣା । ପିମ୍ପୁଡି ଭୟରେ ଚରମ ନିଷ୍ପତ୍ତି ନେଇଥିବା ସୁଇସାଇଡ ଲେଟରରେ ଉଲ୍ଲେଖ କରିଛନ୍ତି ଜଣେ ମହିଳା । ମହିଳା ଜଣକ ୨୦୨୨ରେ ବିବାହ କରିଥିବା ବେଳେ, ତାଙ୍କର…

Posts pagination

Previous 1 … 34 35 36 … 51 Next

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

June 2026
M T W T F S S
1234567
891011121314
15161718192021
22232425262728
2930  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme