Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Category: ଦେଶ ବିଦେଶ

ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଫାଇନାଲ, ଟ୍ରମ୍ପ କ’ଣ ଦେଲେ ସଙ୍କେତ?

Posted on November 11, 2025

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସହିତ ହେବାକୁ ଥିବା ଏକ ବାଣିଜ୍ୟ ଚୁକ୍ତି ନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, କୌଣସି ବି ସମୟରେ ଆମେରିକା ଭାରତ ଉପରେ ଶୁଳ୍କ ହ୍ରାସ କରିପାରେ। ଭାରତରେ ରାଷ୍ଟ୍ରଦୂତ ଭାବରେ ସର୍ଗିଓ ଗୋରଙ୍କ ଶପଥ ଗ୍ରହଣ…

ହାର୍ଦ୍ଦିକଙ୍କ ଷ୍ଟାଇଲ୍ କପି କରି ଭାଇରଲ ପାକିସ୍ତାନୀ ଖେଳାଳି

Posted on November 10, 2025

ହଂକଂ ସିକ୍ସେସ୍ ଟୁର୍ଣ୍ଣାମେଣ୍ଟ ୨୦୨୫ରେ ବିଜୟ ହାସଲ କରିଥିବା ପାକିସ୍ତାନ ଟିମ୍ ପୁଣି ଚର୍ଚ୍ଚାରେ ଆସିଛି — ଏଥର ଖେଳ ପାଇଁ ନୁହେଁ, ବରଂ ଷ୍ଟାଇଲ୍ ପାଇଁ। କୁଏତକୁ ୪୩ ରନରେ ହରାଇ ପାକିସ୍ତାନ ଷଷ୍ଠ ଥର ପାଇଁ ଚାମ୍ପିଅନ ହୋଇଥିଲା, କିନ୍ତୁ ବିଜୟ…

ପ୍ରତି ଆମେରିକୀୟଙ୍କୁ ୨୦୦୦ ଡଲାର

Posted on November 10, 2025

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ତାଙ୍କ ଟାରିଫ୍ ନୀତି ସମ୍ପର୍କରେ ଏକ ପ୍ରମୁଖ ବୟାନ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି ଯେ ଖୁବ୍ ଶୀଘ୍ର ପ୍ରତ୍ୟେକ ଆମେରିକୀୟ ନାଗରିକଙ୍କୁ ୨୦୦୦ ଟଙ୍କା ପ୍ରଦାନ କରାଯିବ । ଏହି ପରିମାଣ ତାଙ୍କ ପ୍ରଶାସନ ଦ୍ୱାରା…

ଫରିଦାବାଦରୁ ୩୦୦ କେଜି RDX ଜବତ, ଦୁଇ କାଶ୍ମୀରୀ ଡାକ୍ତର ଗିରଫ

Posted on November 10, 2025

ହରିଆନାର ଫରିଦାବାଦରୁ ଜମ୍ମୁ-କାଶ୍ମୀର ପୋଲିସ ଓ ହରିଆନା ପୋଲିସ ମିଳିତ ଅଭିଯାନରେ ୩୦୦ କେଜି RDX, ୨ଟି AK-47 ବନ୍ଧୁକ ଓ ବିପୁଳ ପରିମାଣର ଗୁଳିଗୋଳା ଜବତ ହୋଇଛି। ଏହି ଅଭିଯାନ ଆତଙ୍କୀ ଯୋଗସଜାଗ ଅଭିଯୋଗରେ ହୋଇଥିଲା। ପୋଲିସ ଏହି ମାମଲାରେ ଦୁଇଜଣ କାଶ୍ମୀରୀ…

ପ୍ରେମରେ ପଡି ୫ ମାସର ଶିଶୁପୁତ୍ରର ତଣ୍ଟି ଚିପିଲା ମା’

Posted on November 10, 2025

ତାମିଲନାଡୁର କୃଷ୍ଣଗିରିରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ଜଣେ ମହିଳା ତାଙ୍କ ସମଲିଙ୍ଗୀ ସାଥୀଙ୍କ ସହିତ ମିଶି ନିଜ ୫ ମାସର ଶିଶୁ ପୁତ୍ରକୁ ହତ୍ୟା କରିଛନ୍ତି । ଅପରାଧକୁ ଲୁଚାଇବା ପାଇଁ, ମହିଳା ଜଣକ ତାଙ୍କ ପରିବାରକୁ କହିଥିଲେ ଯେ,…

ହେଲମେଟ୍‌ ନ ପିନ୍ଧିବା ପଡ଼ିଲା ମହଙ୍ଗା: ସ୍କୁଟି ଦାମ୍‌ଠୁ ୨୦ ଗୁଣ ଅଧିକ ଜରିମାନ

Posted on November 10, 2025

ଉତ୍ତରପ୍ରଦେଶର ମୁଜାଫରନଗର ଜିଲ୍ଲାରେ ଜଣେ ସ୍କୁଟି ଚାଳକଙ୍କୁ ହେଲମେଟ୍‌ ନ ପିନ୍ଧିବାରୁ ୨୧ ଲକ୍ଷ ଟଙ୍କା ଜରିମାନା ହୋଇଛି । ତାହା ତାଙ୍କ ସ୍କୁଟି ଦାମ୍‌ର ୨୦ ଗୁଣ ବୋଲି ସେ ପ୍ରକାଶ କରିଛନ୍ତି । ସେହି ଚାଲାଣର ଫଟୋ ଏବେ ସୋସିଆଲ୍‌ ମିଡିଆରେ…

ମଝି ଆକାଶରେ ବିପଦ, ସୁରକ୍ଷିତ ଅବତରଣ କଲା ସ୍ପାଇସ୍‌ଜେଟ୍ ବିମାନ

Posted on November 10, 2025

ମୁମ୍ବାଇରୁ କୋଲକାତା ଆସୁଥିବା ସ୍ପାଇସ୍‌ଜେଟ୍ ବିମାନ ରବିବାର ରାତିରେ ବଡ଼ ଅଘଟଣରୁ ବର୍ତ୍ତିଲା। ମଝି ଆକାଶରେ ବିମାନର ଗୋଟିଏ ଇଞ୍ଜିନ୍‌ ଖରାପ ହେବା ପରେ ପାଇଲଟ୍‌ କୋଲକାତା ଏଟିସିକୁ ସୂଚନା ଦେଇ ଜରୁରୀ ଅବତରଣ ପାଇଁ ଅନୁମତି ମାଗିଥିଲେ। ତୁରନ୍ତ ଅନୁମତି ମିଳିବା ପରେ…

ରୁଷିଆ ଦାଗେସ୍ତାନରେ ହେଲିକପ୍ଟର ଦୁର୍ଘଟଣା, ୫ ମୃତ

Posted on November 9, 2025

ରୁଷିଆର ଦାଗେସ୍ତାନରେ ଏକ ଭୟାବହ ହେଲିକପ୍ଟର ଦୁର୍ଘଟଣା ଘଟିଛି । ଅଚି ସୁ ଗାଁ ନିକଟ କାସ୍ପିଆନ ସାଗର ଅଞ୍ଚଳରେ ଘଟିଥିବା ଏହି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଛି ଓ ୨ ଜଣ ଆହତ ହୋଇଛନ୍ତି । ସୂଚନା ଅନୁସାରେ, ହେଲିକପ୍ଟର ଅଚାନକ…

ବଢିଲା ତେଜ ପ୍ରତାପଙ୍କ ସୁରକ୍ଷା,ତେଜ ପ୍ରତାପ ଯାଦବଙ୍କୁ ୱାଇ ପ୍ଲସ ସୁରକ୍ଷା, କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି

Posted on November 9, 2025

ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ଏବଂ ଜନଶକ୍ତି ଜନତା ଦଳ (ଜେଜେଡି) ନେତା ତେଜ ପ୍ରତାପ ଯାଦବଙ୍କୁ କେନ୍ଦ୍ର ସରକାର ୱାଇ ପ୍ଲସ କ୍ୟାଟେଗୋରୀ ସୁରକ୍ଷା ପ୍ରଦାନ କରିଛନ୍ତି । ଗୃହ ମନ୍ତ୍ରଣାଳୟର ଆଦେଶ ପରେ ସିଆରପିଏଫ ତାଙ୍କ ସୁରକ୍ଷା ବଢ଼ାଇଛି ।…

ରିକ୍ଟର ସ୍କେଲରେ ତୀବ୍ରତା ୬.୭, ସୁନାମି ଆଲର୍ଟ

Posted on November 9, 2025

ଜାପାନରେ ଶକ୍ତିଶାଳୀ ଭୂମିକମ୍ପ । ଜାପାନର ଉତ୍ତର ପ୍ରାନ୍ତରେ ଭୂମିକମ୍ପ ଝଟକା ଲାଗିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୭ ରେକର୍ଡ କରାଯାଇଛି । ଏହାର କେନ୍ଦ୍ରସ୍ଥଳ ସନ୍ରିକୋ ହୋଇଥିବା ବେଳେ ପ୍ରଶାନ୍ତ ମହାସାଗରର ୧୦ କି.ମି. ଗଭୀରତାରେ ରହିଛି । ଭୂକମ୍ପ…

Posts pagination

Previous 1 … 33 34 35 … 51 Next

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

June 2026
M T W T F S S
1234567
891011121314
15161718192021
22232425262728
2930  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme