ମଧ୍ୟପ୍ରଦେଶର ଗ୍ୱାଲିୟରରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟି ଅଞ୍ଚଳରେ ତିବ୍ର ଆତଙ୍କ ସୃଷ୍ଟି ହୋଇଛି । ଏହି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମହାରାଜପୁରା ଅଞ୍ଚଳରେ ଏକ ଅନିୟନ୍ତ୍ରିତ ଫର୍ଚ୍ୟୁନର କାର୍, ବାଲି ବୋଝେଇ ଟ୍ରାକ୍ଟର ଏବଂ ଟ୍ରଲି…
Category: ଦେଶ ବିଦେଶ
ନଭେମ୍ବର ୧୬ ତାରିଖ ଜାତୀୟ ପ୍ରେସ ଦିବସ
ନଭେମ୍ବର ୧୬ ତାରିଖ ଜାତୀୟ ପ୍ରେସ ଦିବସ । ଏହି ଦିନ ଗଣମାଧ୍ୟମର ସ୍ବାଧୀନତା ଏବଂ ସମାଜ ପ୍ରତି ଦାୟିତ୍ୱର ପ୍ରତୀକ । ଆଜିର ଦିନରେ ପ୍ରେସ୍ କାଉନସିଲ ଅଫ୍ ଇଣ୍ଡିଆ କାର୍ଯ୍ୟ ଆରମ୍ଭ କରିଥିଲା। ପ୍ରଥମ ପ୍ରେସ୍ କମିଶନ ଭାରତରେ ଖବରଦାତାଙ୍କ ସ୍ବାଧୀନତାକୁ…
ନିଜ ନିଷ୍ପତ୍ତିରୁ ୟୁ-ଟର୍ଣ୍ଣ ମାରିଲେ ଆମେରିକା ରାଷ୍ଟ୍ରପତି, ଅନେକ ସାମଗ୍ରୀରୁ ଟାରିଫ୍ ହ୍ରାସ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ନିଜ ନିଷ୍ପତ୍ତିରେ ୟୁ-ଟର୍ଣ୍ଣ ମାରିଛନ୍ତି । ଟ୍ରମ୍ପ ଦୈନିକ ବ୍ୟବହାର୍ଯ୍ୟ ସାମଗ୍ରୀ ଉପରେ ଶୁଳ୍କ ହ୍ରାସ କରିଛନ୍ତି । ଆମେରିକାରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଆକାଶଛୁଆଁ ହୋଇଥିବା ବେଳେ ଆମେରିକା ଏହି ନିଷ୍ପତ୍ତି ନେଇଛି । ବର୍ତ୍ତମାନ…
ପୁଟିନ୍ଙ୍କ ଭାରତ ଗସ୍ତ ତାରିଖ ଫାଇନାଲ୍; ପ୍ରତିରକ୍ଷା-ତେଲ ଉପରେ ହେବ ଚର୍ଚ୍ଚା
ସୋମବାର ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର ମସ୍କୋ ଗସ୍ତ କରିବେ । ଅଧିକାରୀକ ଭାବରେ ସଂଘାଇ ସହଯୋଗ ସଂଗଠନ ବୈଠକରେ ସାମିଲ ହେବେ । ବୈଦେଶିକ ମନ୍ତ୍ରୀଙ୍କ ଏହି ଗସ୍ତ ସହ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କ ଭାରତ ଯାତ୍ରାକୁ ଯୋଡ଼ା ଯାଉଛି । ଡିସେମ୍ବର…
ଉତ୍ତରପ୍ରଦେଶ: ପଥର ଖାଦନରେ ଫସିଛନ୍ତି ଶ୍ରମିକ, ଜଣେ ମୃତ
ଧସିଲା ପଥର ଖାଦାନ। ଜଣେ ଶ୍ରମିକଙ୍କ ମୃତ୍ୟୁ । ଫସିଛନ୍ତି ୧୫ରୁ ଅଧିକ ଶ୍ରମିକ। ଉତ୍ତରପ୍ରଦେଶ ସୋନଭଦ୍ର ଅଞ୍ଚଳରେ ଏକ ପଥର ଖାଦାନରେ ୧୫ରୁ ଅଧିକ ଶ୍ରମିକ ଫସିଛନ୍ତି। ଶ୍ରମିକଙ୍କ ଉଦ୍ଧାର ପାଇଁ ପ୍ରୟାସ ଆରମ୍ଭ ହୋଇଛି।NDRF ଓ SDRF ଟିମ୍ ପହଂଚି ଉଦ୍ଧାର…
ରାଜନୀତି ଛାଡ଼ିଲେ ରୋହିଣୀ ଆଚାର୍ଯ୍ୟ, ପରିବାର ସହ ବିଛିନ୍ନ କଲେ ସମସ୍ତ ସମ୍ପର୍କ
ବିହାର ବିଧାନସଭା ନିର୍ବାଚନ ହାରିବା ପରେ ଲାଲୁ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି । ଏଥିସହିତ ସେ ତାଙ୍କ ପରିବାର ସହିତ ମଧ୍ୟ ସମସ୍ତ ପ୍ରକାର ସମ୍ପର୍କ ତୁଟାଇଛନ୍ତି । ଏନେଇ ରୋହିଣୀ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି…
କୋଲକତାରେ ଭୟାବହ ଅଗ୍ନିକାଣ୍ଡ, ଅସ୍ପଷ୍ଟ କାରଣ
କୋଲକତାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ବଡ଼ବଜାର ଏଜରା ଷ୍ଟ୍ରିଟର ଏକ ଇଲୋକ୍ଟ୍ରୋନିକ ଗୋଦାମରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଅଗ୍ନିକାଣ୍ଡ ହେବା ଯୋଗୁଁ ବ୍ୟାପକ କ୍ଷୟକ୍ଷତିର ସୂଚନା ମଳିଛି । ବିଦ୍ୟୁତ୍ ସର୍ଟସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । କିନ୍ତୁ…
ଥାନାରେ ଭୟଙ୍କର ବିସ୍ଫୋରଣ ; ୯ ପୁଲିସକର୍ମୀ ମୃତ
ଜାମ୍ମୁକାଶ୍ମୀର ଶ୍ରୀନଗର ସ୍ଥିତ ନୌଗାମ ଥାନାରେ ବଡ଼ ବିସ୍ଫୋରଣ ହୋଇଛି । ବ୍ଲାଷ୍ଟ ଏତେ ଭୟଙ୍କର ଥିଲା ଯେ ଥାନା ଉଡ଼ି ଯାଇଛି । ଏଥିରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୭ରୁ ଅଧିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି…
ରାଜଧାନୀରେ ଏକ୍ୟୁଆଇ ୪୦୦ ପାର୍, ରେଡ୍ ଜୋନରେ ୩୪ ଅଞ୍ଚଳ
ଥଣ୍ଡା ସହିତ ଦିଲ୍ଲୀରେ ପ୍ରଦୂଷଣ ମଧ୍ୟ ବୃଦ୍ଧି ପାଉଛି। ଆଉ ବର୍ଦ୍ଧିତ ପ୍ରଦୂଷଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ସୃଷ୍ଟି କରୁଛି। ଲୋକମାନେ ଆଖି ଜ୍ୱଳନ ଏବଂ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି। ଆଜି ମଧ୍ୟ, ଦିଲ୍ଲୀର ଅନେକ ଅଞ୍ଚଳରେ ଏକ୍ୟୁଆଇ…
ଝାଡ଼ଖଣ୍ଡ ରାଞ୍ଚିରେ ହୃଦୟ ବିଦାରକ ଘଟଣା, ଡ୍ୟାମରେ ବୁଡ଼ି ୪ ପୋଲିସକର୍ମୀଙ୍କ ମୃତ୍ୟୁ
ଝାଡ଼ଖଣ୍ଡ ରାଞ୍ଚିରେ ହୃଦୟ ବିଦାରକ ଘଟଣା । ହାଟିଆ ଡ୍ୟାମରେ ବୁଡ଼ି ୪ ପୋଲିସକର୍ମୀଙ୍କ ପ୍ରାଣ ଚାଲିଯାଇଛି । ଘଟଣା ସ୍ଥଳରୁ ୩ଟି ମୃତଦେହ ଜବତ କରାଯାଇଥିବା ବେଳେ ଜଣେ ନିଖୋଜ ରହିଛନ୍ତି । ଖବର ମୁତାବକ, ପୋଲିସକର୍ମୀମାନେ କାର୍ ଯୋଗେ କୌଣସି ସ୍ଥାନକୁ…
