ପାନ-ଗୁଟ୍ଖା ଖାଇ ସାର୍ବଜନୀନ ସ୍ଥାନରେ ଛେପ ପକାଇବା ସମଗ୍ର ଦକ୍ଷିଣ ଏସିଆରେ ସାଧାରଣ କଥା । ରାସ୍ତାଠୁ ସିଡ଼ି, ଏମିତି କୌଣସି ସର୍ବସାଧାରଣ ସ୍ଥାନ ନାହିଁ, ଯେଉଁଠି ପାନ-ଗୁଟ୍ଖା ଛେପର ଚିହ୍ନ ନାହିଁ । ଯେତେ ଖରାପ, ଅସ୍ୱଚ୍ଛ ଓ ଅପ୍ରୀତିକର ମନେହେଲେ ବି…
Category: ଦେଶ ବିଦେଶ
ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ; ହୁତୁ ହୁତୁ ହୋଇ ଜଳିଲା ୪ ମହଲା କୋଠା
ରାଜଧାନୀରେ ଭୟାବହ ଅଗ୍ନିକାଣ୍ଡ । ଦିଲ୍ଲୀ ସଙ୍ଗମ ବିହାର ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ । ହୁତୁ ହୁତୁ ହୋଇ ଜଳିଲା ୪ ମହଲା କୋଠା। ଫଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମ…
ମାଡି ଆସୁଛି ବାତ୍ୟା, ରେଡ୍ ଆଲର୍ଟରେ ତାମିଲନାଡୁ ସମେତ ୩ ରାଜ୍ୟ
ଶ୍ରୀଲଙ୍କାରେ ଧ୍ୱଂସର ତାଣ୍ଡବ ରଚିଛି ଘୂର୍ଣ୍ଣିଝଡ଼ ‘ଦିତୱା’ । ବାତ୍ୟାରେ ପଡୋଶୀ ଦେଶ ଶ୍ରୀଲଙ୍କାରେ ପ୍ରବଳ ବର୍ଷା-ବନ୍ୟା ଏବଂ ଭୂସ୍ଖଳନରେ ପ୍ରାୟ ୧୫୩ ଜଣଙ୍କର ମୃତ୍ୟୁ ହୋଇଛି । ୨୦୦ରୁ ଅଧିକ ନିଖୋଜ ଅଛନ୍ତି । ଏବେ ବାତ୍ୟା ‘ଦିତୱା’ ଭାରତ ମୁହାଁ ହୋଇଛି…
୬୨ ବର୍ଷ ବୟସରେ ବିବାହ କଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ
ବାହା ହେଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ। ପଦବୀରେ ଥାଇ ବିବାହ କରିବାରେ ପ୍ରଥମ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ । ଆନ୍ଥୋନୀ ଆଲବାନିଜ ୬୨ ବର୍ଷ ବୟସରେ ବିବାହ କରିଛନ୍ତି । ତାଙ୍କ ଦୀର୍ଘ ଦିନର ବାନ୍ଧବୀ ୪୫ ବର୍ଷିୟା ଜୋଡି ହେଡନ ଙ୍କ ସହ…
ଆମେରିକାରେ ଭୂକମ୍ପ ଅନୁଭୂତ , ତୀବ୍ରତା ୬.୦
ଆମେରିକାରେ ଭୟଙ୍କର ଭୂକମ୍ପ ଅନୁଭୂତ ହୋଇଛି । ଯାହାର ତୀବ୍ରତା ୬.୦ ବୋଲି ଜଣାପଡିଛି । ଏହି ଭୂମିକମ୍ପ ଆଲାସ୍କାର ଆଙ୍କୋରେଜ୍ ମେଟ୍ରୋପଲିଟାନ୍ ଅଞ୍ଚଳରେ ଘଟିଛି ବୋଲି ସୂଚନା ମିଳିଛି । ସୂଚନାନୁଯାୟୀ, ଭୂକମ୍ପର କେନ୍ଦ୍ରସ୍ଥଳ ଆଲାସ୍କାର ସୁସିଟନାର ପଶ୍ଚିମ-ଉତ୍ତରପଶ୍ଚିମରେ ୧୨ କିଲୋମିଟର ଦୂରରେ,…
ଶ୍ରୀଲଙ୍କାରେ ତାଣ୍ଡବ, ୪୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ ନିଖୋଜ
ଶ୍ରୀଲଙ୍କାରେ ଦ୍ବିତାର ତାଣ୍ଡବ । ବାତ୍ୟା ଦିତ୍ବା ଶ୍ରୀଲଙ୍କାରେ ଧ୍ବଂସ ଲୀଳା ଜାରି ରଖିଛି । ବାତ୍ୟା ପ୍ରଭାବରେ ହୋଇଥିବା ଭୂସ୍ଖଳନ ଓ ବନ୍ୟାରେ ୪୭ ଜଣ ମୃତ୍ୟୁ ହୋଇଥିବା ବେଳେ ୨୫ରୁ ଅଧିକ ନିଖୋଜ ଅଛନ୍ତି । ଗତକାଲି ସାମୁଦ୍ରିକ ଝଡ଼ ଦିତ୍ବା…
ସୋସିଆଲ ମିଡିଆ ଇନଫ୍ଲୁଏନସର୍ ଶୁଭଙ୍କର ମିଶ୍ରଙ୍କ ଟିପ୍ପଣୀକୁ ନେଇ ବଡ଼ ବିବାଦ
ସୋସିଆଲ ମିଡିଆ ଇନଫ୍ଲୁଏନସର୍ ଶୁଭଙ୍କର ମିଶ୍ର ଶ୍ରୀମନ୍ଦିର ପ୍ରସଙ୍ଗରେ ଦେଇଥିବା ଏକ ଟିପ୍ପଣୀକୁ ନେଇ ବର୍ତ୍ତମାନ ତୀବ୍ର ବିବାଦ ସୃଷ୍ଟି ହୋଇଛି। ତାଙ୍କର ଏହି ମନ୍ତବ୍ୟକୁ ବିଭିନ୍ନ ମହଲରେ ଅସନ୍ତୋଷ ଏବଂ ତୀବ୍ର ବିରୋଧ କରାଯାଉଛି। ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟ:ଶୁଭଙ୍କର ମିଶ୍ର ସୋସିଆଲ ମିଡିଆରେ…
ଭୂକମ୍ପ ଝଟକାରେ ଦୋହଲିଲା ଇଣ୍ଡୋନେସିଆ, ୬.୪ ତୀବ୍ରତା
ଇଣ୍ଡୋନେସିଆ ସୁମାତ୍ରା ଦ୍ବୀପରେ ୬.୪ ତୀବ୍ରତାର ଭୂକମ୍ପ ଆସିଛି । ଭୂକମ୍ପ ଝଟକା ଆଚେ ପ୍ରାନ୍ତ ପାଖରେ ଅନୁଭୂତ ହୋଇଛି । ଇଣ୍ଡୋନେସିଆ ପାଣିପାଗ, ଜଳବାୟୁ ଏବଂ ଭୂଭୌତିକ ଏଜେନ୍ସୀ ଅନୁସାରେ ଭୂକମ୍ପର କେନ୍ଦ୍ର ୧୦ କିମି ଗଭୀର ରହିଛି । କିନ୍ତୁ ସୁନାମୀ…
ଢାକାରେ ଅଗ୍ନିକାଣ୍ଡ, ୧୫୦୦ରୁ ଅଧିକ ଘର ଭସ୍ମ, ହଜାର ଲୋକ ବାସହରା
ରାଜଧାନୀ ଢାକାର ଏକ ବଡ଼ ବସ୍ତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୧୫୦୦ରୁ ଅଧିକ ଘର ଜଳିଭସ୍ମ ହୋଇଯାଇଛି। ଏହି ଦୁର୍ଘଟଣାରେ ହଜାର ହଜାର ଲୋକ ବାସହରା ହୋଇପଡ଼ିଛନ୍ତି। ଭାଗ୍ୟକ୍ରମେ କୌଣସି ଜନହାନୀ ହୋଇନାହିଁ। ଫାୟାର ସର୍ଭିସ ଡାଇରେକ୍ଟର ଲେଫଟେନାଣ୍ଟ କର୍ନଲ ମହମ୍ମଦ ତାଜୁଲ ଇସ୍ଲାମଙ୍କ…
ହଂକଂ ତାଇ-ପୋର ଏକ ରେସିଡେନ୍ସିଆଲ କମ୍ପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡ, ୪୪ ମୃତ
ହଂକଂ ତାଇ-ପୋର ଏକ ରେସିଡେନ୍ସିଆଲ କମ୍ପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡ । ୪୪ଜଣ ଜୀଅନ୍ତା ଜଳିଯାଇଥିବା ବେଳେ ୩୦୦ଶହରୁ ଅଧିକ ନିଖୋଜ ଅଛନ୍ତି । ନିଆଁ ଲିଭାଇବାକୁ ୧୪୦ ଅଗ୍ନିଶମ ଗାଡ଼ି ଲାଗିଥିବା ବେଳେ, ୬୦ରୁ ଅଧିକ ଆମ୍ବୁଲାନ୍ସ ମୁତୟନ ହୋଇଛନ୍ତି । ପ୍ରାୟ ୯ଶହ…
