ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୩୦ରୁ ଅଧିକ ଦେଶ ଉପରେ ଯାତ୍ରା ପ୍ରତିବନ୍ଧକ ବୃଦ୍ଧି କରିଛନ୍ତି। ଥାଙ୍କସଗିଭିଂ ସପ୍ତାହାନ୍ତରେ ଦୁଇ ନ୍ୟାସନାଲ ଗାର୍ଡ ସୈନିକଙ୍କ ଗୁଳିମାଡ଼ ଘଟଣାରେ ଜଣେ ଆଫଗାନ ନାଗରିକ ସନ୍ଦିଗ୍ଧଙ୍କୁ ଗିରଫ କରାଯିବା ପରେ ଚାଲିଥିବା ପ୍ରବାସୀ କାର୍ଯ୍ୟାନୁଷ୍ଠାନର ଅଂଶ ଭାବରେ…
Category: ଦେଶ ବିଦେଶ
ହସୁଛି ଡଲାର ଖସୁଛି ଟଙ୍କା; ଡଲାର ତୁଳନାରେ ଦୁର୍ବଳ ହେଉଛି ଟଙ୍କା
ଖସୁଛି ଟଙ୍କା । ହସୁଛି ଡଲାର । ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି ଟଙ୍କାର ମୂଲ୍ୟ । ଆମେରିକୀୟ ଡଲାର ଆଗରେ ଏହା ନିଜର ଚମକ ହରାଇବାକୁ ବସିଲାଣି । ଦିନକୁ ଦିନ ଅଧିକ ଦୁର୍ବଳ ହୋଇଚାଲିଛି ଟଙ୍କା । ମଙ୍ଗଳବାର ଆମେରିକୀୟ…
ସମୁଦ୍ର ପାଣିରୁ ଚୀନ୍ ତିଆରି କରିବ ପେଟ୍ରୋଲ
ଚୀନ୍ ସମୁଦ୍ର ପାଣିରୁ ଭବିଷ୍ୟତର ଇନ୍ଧନ ତିଆରି କରି ବୈଜ୍ଞାନିକ ଓ ଅର୍ଥଶାସ୍ତ୍ରୀ ସମସ୍ତଙ୍କୁ ଚକିତ କରିଛି। ଚୀନ୍ ଶେନଡୋଙ୍ଗ ପ୍ରଦେଶରରେ ଏଭଳି ଏକ ଫ୍ୟାକ୍ଟ୍ରି ତିଆରି ହୋଇଛି, ଯାହାକି ସମୁଦ୍ର ପାଣିରୁ ଭବିଷ୍ୟତର ପେଟ୍ରୋଲ ଅର୍ଥାତ ‘ଗ୍ରୀନ୍ ହାଇଡ୍ରୋଜେନ୍’ ପ୍ରସ୍ତୁତ କରିଥାଏ। କେବଳ…
ସାଂଘାତିକ ସ୍ତରରେ ଦିଲ୍ଲୀ ପ୍ରଦୂଷଣ; ଗୁରୁବାରଠୁ ମିଳିବନି ପେଟ୍ରୋଲ-ଡିଡେଲ୍
ଦିଲ୍ଲୀ ଏନ୍ସିଆରରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ତରରେ ରହିଛି । ପରିବେଶ ସଂପୂର୍ଣ୍ଣ ଧୂଆଁମୟ । ହନ୍ତସନ୍ତ ରାଜଧାନୀବାସୀ । ଦିଲ୍ଲୀରେ ବାୟୁ ଗୁଣବତ୍ତା ମାନ (ଏକ୍ୟୁଆଇ) ସ୍ତର ୩୭୮ ରହିଛି । ଯାହା ଗମ୍ଭୀର ଶ୍ରେଣୀରେ ଯାଉଛି । ତେଣୁ ପ୍ରଦୂଷଣକୁ ରୋକିବା ଲାଗି ଦିଲ୍ଲୀ ସରକାରଙ୍କ…
ଇତିହାସ ରଚିଲେ ଏଲନ୍ ମସ୍କ; ସମ୍ପତ୍ତି ଟପିଲା ୬୦୦ ବିଲିୟନ ଡଲାର
ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ପୁଣି ଥରେ ଇତିହାସ ସୃଷ୍ଟି କରିଛନ୍ତି। ତାଙ୍କର ମୋଟ ସମ୍ପତ୍ତି ପରିମାଣ ୬୦୦ ବିଲିୟନ ଡଲାର ବା ପ୍ରାୟ ୫୪.୫୦ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। ଏତେ ବିପୁଳ ପରିମାଣର ସମ୍ପତ୍ତିର ମାଲିକ ହେବାରେ…
ତୀର୍ଥଯାତ୍ରୀବାହୀ ବସ୍ ଓ ଟ୍ରକ ମୁହାଁମୁହିଁ ଧକ୍କା , ୪ମୃତ ଓ ୧୧ ଆହତ
ପୁଣି ଉତ୍ତରପ୍ରଦେଶ ବସ୍ତିର ନ୍ୟାସନାଲ ହାଇୱେ-୨୮ ରେ ବଡ଼ ଦୁର୍ଘଟଣା ଘଟିଛି । ଏପରି ଘଟଣା ଆଜି ସକାଳୁ ଦେଖିବାକୁ ମିଳିଛି । ଯେଉଁ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ଅନ୍ୟ ୧୧ ଜଣ ଗମ୍ଭୀର ଭାବେ ଆହତ ହୋଇଛନ୍ତି । ତୀର୍ଥଯାତ୍ରୀବାହୀ…
ପାକିସ୍ତାନରେ ପୁଣି ଭୂକମ୍ପ ଝଟକା, ଭୂକମ୍ପର ତିବ୍ରତା ୪.୮
ପାକିସ୍ତାନରେ ପୁଣି ଭୂକମ୍ପର ଝଟକା । ଭୂକମ୍ପର ତିବ୍ରତା ୪.୮ ବୋଲି ଜଣାପଡିଛି । ଯାହାର କେନ୍ଦ୍ରସ୍ଥଳ ୧୦କିଲୋମିଟର ଗଭୀରତାରେ ଥିବା ସୂଚନା ମିଳିଛି । ଭୂକମ୍ପର ଝଟକା ପ୍ରାୟ ୧ଟା ୨୧ ମିନିଟରେ ଅନୁଭବ ହୋଇଥିଲା । ଭୂକମ୍ପ ହେବା ଯୋଗୁଁ ଭୟରେ…
ନ୍ୟାସନାଲ ହେରାଲ୍ଡ ମାମଲାରେ ସୋନିଆ ଏବଂ ରାହୁଲଙ୍କୁ ବଡ ଆଶ୍ଵସ୍ତି
ନ୍ୟାସନାଲ ହେରାଲ୍ଡ ମାମଲାରେ ସୋନିଆ ଏବଂ ରାହୁଲ ଗାନ୍ଧୀଙ୍କୁ ବଡ ଆଶ୍ଵସ୍ତି ମିଳିଛି। ମନି ଲଣ୍ଡ୍ରିଂ ନେଇ ଦିଲ୍ଲୀ କୋର୍ଟ ଇଡି ଚାର୍ଜସିଟ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଇଡି ଚାର୍ଜ ସିଟ୍ ଉପରେ ବିଚାର କରିବାକୁ କୋର୍ଟ ମନା କରିଛନ୍ତି। ବ୍ୟକ୍ତିଗତ ଅଭିଯୋଗ ଆଧାରରେ ମାମଲା…
ମଥୁରାରେ ବଡ଼ ଧରଣର ଦୁର୍ଘଟଣା: ୪ ମୃତ
ଉତ୍ତର ପ୍ରଦେଶର ମଥୁରାରେ ମଙ୍ଗଳବାର ଭୋର ସମୟରେ ଏକ ଧରଣର ସଡ଼କ ବଡ଼ ଦୁର୍ଘଟଣା ଘଟିଛି। ସାତୋଟି ବସ୍ ଏବଂ ତିନୋଟି କାର ଧକ୍କା ଖାଇ ନିଆଁ ଲାଗିଗଲା। ଅଗ୍ନିକାଣ୍ଡ ଯୋଗୁଁ ଘଟଣାସ୍ଥଳରେ ହଇଚଇ ସୃଷ୍ଟି ହୋଇଥିଲା। ସୂଚନା ପାଇବା ପରେ ସ୍ଥାନୀୟ ପୁଲିସ ଏବଂ ଜିଲ୍ଲା ପ୍ରଶାସନ ଘଟଣାସ୍ଥଳରେ…
ଇତିହାସ ରଚିଲେ କବିତା ଚାନ୍ଦ, ଭାରତ ପାଇଁ ଆଣିଲେ ଗୌରବ
ଉତ୍ତରାଖଣ୍ଡର ଅଲମୋରା ବାସିନ୍ଦା କବିତା ଚାନ୍ଦ ଭାରତର ପର୍ବତାରୋହଣ ରେକର୍ଡରେ ସଫଳତାପୂର୍ବକ ନିଜ ନାଁ ସାମିଲ କରିଛନ୍ତି । କବିତା ଗତ ୧୨ ତାରିଖ ସ୍ଥାନୀୟ ସମୟ ରାତି ୮.୩୦ରେ ଆଣ୍ଟାର୍କଟିକାର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ୍ ଭିନସନ ଆରୋହଣ କରିଛନ୍ତି । ୪,୮୯୨ ମିଟର…
