Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Category: ଦେଶ ବିଦେଶ

ହାତୀପଲକୁ ଧକ୍କା ଦେଲା ରାଜଧାନୀ ଏକ୍ସପ୍ରେସ: ୮ ମୃତ

Posted on December 20, 2025

ଆସାମର ହୋଜାଇ ଜିଲ୍ଲାରେ ଏକ ବଡ଼ଧରଣର ରେଳ ଦୁର୍ଘଟଣା ଘଟିଛି। ବିଳମ୍ବିତ ରାତିରେ ସାଇରାଙ୍ଗ-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ଏକ ହାତୀପଲକୁ ଧକ୍କା ଦେବା ଫଳରେ ୮ଟି ହାତୀଙ୍କର ମୃତ୍ୟୁ ଘଟିଛି। ଏହି ଭୟଙ୍କର ସଂଘର୍ଷ ଯୋଗୁଁ ଟ୍ରେନର ଇଞ୍ଜିନ ସମେତ ୫ଟି କୋଚ୍ ରେଳ…

୪୧ ନକ୍ସଲଙ୍କ ଆତ୍ମସମର୍ପଣ, ମୁଣ୍ଡ ଉପରେ ଥିଲା ୧.୪୬ କୋଟି ଟଙ୍କାର ପୁରସ୍କାର

Posted on December 20, 2025

ତେଲଙ୍ଗାନାରେ ମାଓ ସଙ୍ଗଠନକୁ ଝଟ୍‌କା ଲାଗିଛି । ସିପିଆଇ ସଂଗଠନର ୪୧ ଜଣ ନକ୍ସଲ ଶୁକ୍ରବାର ହାଇଦ୍ରାବାଦ ପୁଲିସ ସାମ୍ନାରେ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ମଧ୍ୟରେ ୬ ଜଣ ବରିଷ୍ଠ କ୍ୟାଡର ନକ୍ସଲ ରହିଛନ୍ତି । ଡିଜିପି କହିଛନ୍ତି, ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ମଧ୍ୟରେ…

ଦିଲ୍ଲୀ NCRରେ ଘନ କୁହୁଡ଼ି, ଯାତ୍ରୀଙ୍କ ପାଇଁ ଆଡଭାଇଜରୀ ଜାରି

Posted on December 20, 2025

ଆଜି ସକାଳୁ ଦିଲ୍ଲୀ NCRରେ ଘନ କୁହୁଡ଼ି ଲାଗି ରହିଛି । ଘନ କୁହୁଡ଼ି ଯୋଗୁଁ ଭିଜିବିଲିଟି ସଠିକ୍ ହୋଇପାରୁନାହିଁ । ଯାହାଫଳରେ ଯାନବାହାନ ଧୀରେ ଧୀରେ ଚଳାଚଳ କରୁଛି । କିନ୍ତୁ କୁହୁଡ଼ି ଯୋଗୁଁ ବିମାନ ଚଳାଚଳ ପ୍ରଭାବିତ ହୋଇଛି । ତେଣୁ…

ଜାଣନ୍ତୁ ଆଜି ଭୁବନେଶ୍ୱରରେ କେତେ ରହିଛି ପେଟ୍ରୋଲ ଓ ଡିଜେଲ ଦର

Posted on December 19, 2025

ଗାଡ଼ିରେ ପେଟ୍ରୋଲ କିମ୍ବା ଡିଜେଲ ପକାଇବା ପୂର୍ବରୁ ଜାଣି ନିଅନ୍ତୁ ଦର । ପ୍ରତିଦିନ ତେଲର ନୂଆ ଦର ନିର୍ଦ୍ଧାରଣ କରାଯାଇଥାଏ । ଆଜି ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୧.୧୯ ଟଙ୍କା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୨.୬୭ ପଇସା…

ରାଜ୍ୟସଭାରେ ପାରିତ ହେଲା ‘ଭିବିଜୀ ରାମ ଜୀ ବିଲ୍’…

Posted on December 19, 2025

ଲୋକସଭା ପରେ ରାଜ୍ୟ ସଭାରେ ମଧ୍ୟ ପାରିତ ହେଲା ଭିବିଜୀ ରାମ ଜୀ ବିଲ୍ । ତେବେ ଲୋକସଭା ପରି ରାଜ୍ୟସଭାରେ ମଧ୍ୟ ବିଲକୁ ନେଇ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ଦୀର୍ଘ ୬ ଘଣ୍ଟାର ଆଲୋଚନା ବିରୋଧୀଙ୍କ ହଟ୍ଟଗୋଳ ଓ…

ବିହାରର ଛପରାରେ ଡିସେମ୍ବର ୨୧ ଯାଏଁ ସ୍କୁଲ ଛୁଟି

Posted on December 19, 2025

ବିହାରରର ଛପରା ଜିଲ୍ଲାରେ ପ୍ରବଳ ଥଣ୍ଡା ଏବଂ ଶୀତଳ ଲହରୀ ଯୋଗୁଁ ପିଲାମାନଙ୍କ ସ୍ୱାସ୍ଥ୍ୟ ଏବଂ ଜୀବନ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବାକୁ ଦେଖି ଜିଲ୍ଲା ପ୍ରଶାସନ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଜିଲ୍ଲା ମାଜିଷ୍ଟ୍ରେଟ୍ ବୈଭବ ଶ୍ରୀବାସ୍ତବ ଭାରତୀୟ ନାଗରିକ ସୁରକ୍ଷା ସଂହିତା-୨୦୨୩…

ଦିଲ୍ଲୀରେ କୁହୁଡ଼ି: ବିମାନ ଚଳାଚଳ ପ୍ରଭାବିତ

Posted on December 19, 2025

ଦିଲ୍ଲୀ-ଏନସିଆରରେ ଶୁକ୍ରବାର ସକାଳେ ଘନ କୁହୁଡ଼ି ଘୋଡ଼ାଇ ଦେଇଥିଲା, ଯାହା ଫଳରେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଦୃଶ୍ୟମାନତା ହ୍ରାସ ପାଇଥିଲା। CAT III କାର୍ଯ୍ୟାନ୍ୱୟନକୁ ବାଧ୍ୟତାମୂଳକ କରାଯାଇଥିଲା ଏବଂ ଅନେକ ବିମାନରେ ବିଳମ୍ବ ଏବଂ ବାଧା ସୃଷ୍ଟି ହୋଇଥିଲା। ଏପର୍ଯ୍ୟନ୍ତ ପ୍ରାୟ ୧୨୫ଟି…

ହୁହୁ ହୋଇ ବଢ଼ୁଛି ଜନସଂଖ୍ୟା, କଣ୍ଡୋମ ଶସ୍ତା କରାଇ ପାରିଲେନି ଶାହବାଜ

Posted on December 19, 2025

ପଡ଼ୋଶୀ ପାକିସ୍ତାନରେ ହୁହୁ ହୋଇ ବଢ଼ୁଛି ଜନସଂଖ୍ୟା । ଅର୍ଥ ବ୍ୟବସ୍ଥା ହ୍ୱିଲ୍ ଚେୟାରରେ ବସିଛି । କଣ୍ଡୋମ ଶସ୍ତା କରିବାକୁ ବି ଆଇଏମଏଫକୁ ପଚାରିବାକୁ ପଡୁଛି । ଗଣତନ୍ତ୍ର ଇଏମଆଇରେ ଚାଲୁଛି । ପାକିସ୍ତାନ ଯାହାର ୫୬ ହଜାର ଭିକାରିଙ୍କୁ ତଡ଼ଛି ସାଉଦି ଆରବ…

ଏଣ୍ଟ୍ରାନ୍ସ ଫି ହ୍ରାସ କଲା NIFT 

Posted on December 19, 2025

ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାଶନ୍ ଟେକ୍ନୋଲୋଜି ୨୦୨୬-୨୭ ବ୍ୟାଚ୍ ପାଇଁ ବିଭିନ୍ନ ବର୍ଗର ପ୍ରବେଶିକା ପରୀକ୍ଷା ଆବେଦନ ଫି ହ୍ରାସ କରିଛି। ଜେନେରାଲ୍, OBC ଏବଂ EWS ବର୍ଗର ଛାତ୍ରଛାତ୍ରୀଙ୍କ ଫି ୩ ହଜାର ଟଙ୍କାରୁ ୨ ହଜାର ଟଙ୍କାକୁ ହ୍ରାସ କରାଯାଇଛି। ସେହିପରି…

ନୂଆବର୍ଷ ପାଇଁ ଚାଲିବ ଅଧିକ ଟ୍ରେନ୍, ବନ୍ଦେ ଭାରତରେ ମିଳିବ ସ୍ଥାନୀୟ ଖାଦ୍ୟ

Posted on December 19, 2025

ଖ୍ରୀଷ୍ଟ ମାସ ଏବଂ ନୂଆ ବର୍ଷ ପାଇଁ ଚାଲିବ ଅଧିକ ଟ୍ରେନ୍। ନୂଆ ବର୍ଷକୁ ଧ୍ୟାନରେ ରଖି ଭାରତୀୟ ରେଲୱେ ଅଧିକ ଟ୍ରେନ ଚଳାଇବା ଯୋଜନା ରଖିଛି । ୮ ଜୋନରେ ଏହି ଟ୍ରେନ ଗୁଡ଼ିକ ଚଳାଚଳ କରିବ । ଅଦ୍ୟାବଧି ୨୪୪ ଟ୍ରେନ…

Posts pagination

Previous 1 … 12 13 14 … 51 Next

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme