ଭୀଷଣ ଥଣ୍ଡାରେ ଥରୁଛି ଉତ୍ତର ଭାରତ । ପାରଦ ଖସିବା ସହ ଘନ କୁହୁଡ଼ି କଲବଲ କରୁଛି । ପୂରା ଉତ୍ତର ଭାରତରେ ଜନଜୀବନ ପ୍ରଭାବିତ । ଦିଲ୍ଲୀରେ ଶୀତ ଲହରୀ ସାଙ୍ଗକୁ ବାୟୁ ପ୍ରଦୂଷଣ ଯନ୍ତ୍ରଣା ବଢ଼ାଇଛି । ଗତ କିଛି ଦିନ…
Category: ଦେଶ ବିଦେଶ
ଦକ୍ଷିଣ ଆଫ୍ରିକା ଜୋହାନ୍ସବର୍ଗରେ ଆଖିବୁଜା ଗୁଳିମାଡ଼
ଦକ୍ଷିଣ ଆଫ୍ରିକା ଜୋହାନ୍ସବର୍ଗରେ ଆଖିବୁଜା ଗୁଳିମାଡ଼ । ଏହି ଗୁଳିକାଣ୍ଡରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ ଜଣ ଆହତ ହୋଇଛନ୍ତି । ଆକ୍ରମଣକାରୀଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସୂଚନାନୁଯାୟୀ, ଦକ୍ଷିଣ ଆଫ୍ରିକାର ବେକର୍ସଡାଲର ଏକ ବାର୍ ନିକଟରେ ଗୁଳିଚାଳନା ହୋଇଥିଲା…
ବର୍ବରତା, ୭ ବର୍ଷର ଝିଅକୁ ଜୀଅନ୍ତା ଜାଳିଦେଲେ
ଛାତ୍ର ନେତା ସରିଫ ଓସମାନ ହାଦିଙ୍କ ମୃତ୍ୟୁ ପରେ ବାଂଲାଦେଶରେ ଘଟିଥିବା ବ୍ୟାପକ ହିଂସା ସମୟରେ ଜଣେ ନିର୍ଦ୍ଦୋଷ ଝିଅକୁ ଜୀବନ୍ତ ଜାଳି ଦିଆଯିବାର ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶନିବାର ଲକ୍ଷ୍ମୀପୁର ସଦର ଉପଜିଲାରେ ଥିବା…
୧୧ ବିମାନବନ୍ଦର ଲିଜ୍ରେ ନେବ ଆଦାନୀ
କେନ୍ଦ୍ର ସରକାର ଦେଶର କେତେକ ସରକାରୀ ବିମାନବନ୍ଦରକୁ ଘରୋଇ କମ୍ପାନୀକୁ ଲିଜ୍ ଦେବା ପାଇଁ ଯୋଜନା କରୁଥିବାବେଳେ ଆଦାନୀ ଏଣ୍ଟରପ୍ରାଇଜେସ୍ ୧୧ଟି ଏୟାରପୋର୍ଟ ପାଇଁ ବିଡ୍ ଦାଖଲ କରିବାକୁ ଯାଉଛି। ସେହି ଏୟାରପୋର୍ଟ ମଧ୍ୟରେ ଅମୃତସର ଏବଂ ବାରାଣସୀ ରହିିଛି। ସମ୍ପ୍ରତି ଆଦାନୀ ଏଣ୍ଟରପ୍ରାଇଜେସ୍…
କୁହୁଡି ପାଇଁ ଅବତରଣ କରିପାରିଲାନି ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର…
ପଶ୍ଚିମବଙ୍ଗର ତହେରପୁରରେ କୁହୁଡି ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ହେଲିକପ୍ଟର ଅବତରଣ କରିପାରିଲାନି। ଘନ କୁହୁଡ଼ି ପାଇଁ ଏଭଳି ହୋଇଥିବା କୁହାଯାଉଛି। ହେଲିକପ୍ଟରଟି ଉଡ଼ାଣ କରିଥିଲେ ବି ଦୃଶ୍ୟମାନ କ୍ଷମତା କମ ହୋଇଯିବାରୁ ହେଲିକପ୍ଟରଟି ନିରାପଦରେ କୋଲକାତା ବିମାନବନ୍ଦରକୁ ଫେରି ଆସିଛି। ହେଲିକପ୍ଟରରେ ଯିବା ସମ୍ଭବ…
ରାଜଧାନୀରେ ରେଡ୍ ଆଲର୍ଟ; ୧୨୯ ବିମାନ ବାତିଲ
ଦିଲ୍ଲୀ ପୁଣି ଥରେ ଘନ କୁହୁଡ଼ି ଏବଂ ବିପଦଜନକ ପ୍ରଦୂଷଣରେ ଆଚ୍ଛାଦିତ ହୋଇଛି । ଶନିବାର ସକାଳେ ଅନେକ ଅଞ୍ଚଳରେ ରାସ୍ତା ସ୍ପଷ୍ଟ ଦେଖାଯାଉନଥିବାରୁ ସଡ଼କ ପରିବହନଠୁ ଆରମ୍ଭ କରି ବିମାନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି । ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର…
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କୁ ଜେଲ୍ ଦଣ୍ଡାଦେଶ…
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କୁ ଜେଲ୍ ଦଣ୍ଡାଦେଶ ହୋଇଛି। ପତ୍ନୀ ବୁଶରା ବିବିଙ୍କ ସହ ଇମ୍ରାନଙ୍କୁ ଆଜି ପାକିସ୍ତାନର ସ୍ଵତନ୍ତ୍ର କୋର୍ଟ ୧୭ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ଉଭୟଙ୍କୁ ୧ କୋଟି ଟଙ୍କାର ଜରିମାନା ସହ ୧୭ ବର୍ଷ ଲାଗି ଜେଲ…
ବାଂଲାଦେଶରେ ପୁଣିଥରେ ତେଜିଛି ଭାରତ ବିରୋଧୀ ହିଂସା…
ବାଂଲାଦେଶରେ ପୁଣିଥରେ ତେଜିଛି ଭାରତ ବିରୋଧୀ ହିଂସା । ସରିଫ ଓସ୍ମାନ ହାଦି ହତ୍ୟାକୁ ନେଇ ଶୁକ୍ରବାର ଢାକା ଓ ଅନ୍ୟାନ୍ୟ ସହରରେ ହଜାର ହଜାର ଲୋକ ହିଂସାତ୍ମକ ବିକ୍ଷୋଭ କରିଛନ୍ତି । ୩୨ ବର୍ଷୀୟ ହାଦି ଗତ ଡିସେମ୍ବର ୧୨ ତାରିଖରେ ନିର୍ବାଚନ…
୮୭ ବର୍ଷରେ ବାପା ହେଲେ ପ୍ରସିଦ୍ଧ କଳାକାର
ଚୀନର ଅନ୍ୟତମ ସବୁଠୁ ସମ୍ମାନିତ ସମସାମୟିକ ଚିତ୍ରକର ଫାନ୍ ଜେଙ୍ଗ୍ଙ୍କ ନେଇ ଏବେ ଚର୍ଚ୍ଚା । ୮୭ ବର୍ଷ ବୟସରେ ପୁତ୍ର ସନ୍ତାନ ଲାଭ କରିଥିବା ସେ ଘୋଷଣା କରିଛନ୍ତି । ନିଜର ଅନ୍ୟ ପିଲାଙ୍କ ସହିତ ସମ୍ପର୍କ ଛିନ୍ନ କରିବା ବିଷୟରେ ମଧ୍ୟ ଘୋଷଣା କରିଛନ୍ତି…
ଅନ୍ଲାଇନ ବେଟିଂ ଆପ୍ ମାମଲା,୭.୯୩ କୋଟିର ସମ୍ପତ୍ତି ଜବତ କଲା ଇଡି
ଅନଲାଇନ ବେଟିଂ ଆପ୍ ମାମଲାରେ ଇଡିର ବଡ କାର୍ଯ୍ୟାନୁଷ୍ଠାନ । ଏହି ବେଟିଂ ଆପ ପ୍ରଚାରପ୍ରସାର କରିଥିବା ଅନେକ ଫିଲ୍ମ କଳାକାର ଓ କ୍ରିକେଟ ଖେଳାଳିଙ୍କ ୭.୯୩ କୋଟିର ସମ୍ପତ୍ତିକୁ ଇଡି ଜବତ କରିଛି। ସେମାନଙ୍କ ମଧ୍ୟରେ ଅଛନ୍ତି ଉର୍ବଶୀ ରୌତେଲା, ସୋନୁ ସୁଦ, ଅଙ୍କୁଶ…
