ଜଳବାୟୁ ପରିବର୍ତ୍ତନ ଯୋଗୁ ଉତ୍ତାପ ଏବଂ ଆର୍ଦ୍ରତା ବଢ଼ୁଥିବାବେଳେ ଏହା ଦକ୍ଷିଣ ଏସୀୟ ପିଲାମାନଙ୍କ ଉପଯୁକ୍ତ ବିକାଶକୁ ପ୍ରଭାବିତ କରୁଛି। ୨୦୫୦ ସୁଦ୍ଧା ଉପଯୁକ୍ତ ବିକଶିତ ହୋଇ ନ ଥିବା ପିଲାଙ୍କ ସଂଖ୍ୟା ୩ ନିୟୁତ ଟପିପାରେ ବୋଲି ଏକ ଅଧ୍ୟୟନରେ ଆକଳନ କରାଯାଇଛି।…
Category: ଦେଶ ବିଦେଶ
ଦୁନିଆ ପାଇଁ ବିପଦ ମେଡ-ଇନ୍-ଚାଇନା
ଜର୍ମାନୀ ଗସ୍ତରେ ଅଛନ୍ତି କଂଗ୍ରେସ ନେତା ତଥା ଲୋକସଭା ସାଂସଦ ରାହୁଲ ଗାନ୍ଧୀ । ସେଠାରେ ଏକ କାର୍ଯ୍ୟକ୍ରମରେ ଭାଷଣ ଦେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦାବି କରିଛନ୍ତି ଯେ, ଭାରତ ଏବଂ ପଶ୍ଚିମ ଦେଶମାନେ ସାମଗ୍ରୀ ଉତ୍ପାଦନ ଦାୟିତ୍ୱ ଚୀନକୁ ଦେଇଛନ୍ତି…
କୁହୁଡି ଯୋଗୁଁ ବିମାନ ଚଳାଚଳ ବାଧାପ୍ରାପ୍ତ, ଯାତ୍ରୀଙ୍କୁ ଆଲର୍ଟ
ଭାରତର ଉତ୍ତର ଭାଗରେ ପ୍ରବଳ ଶୀତ ସହ ଘନ କୁହୁଡି ଦେଖିବାକୁ ମିଳିଛି । ପ୍ରବଳ ଶୀତ ଓ କୁହୁଡି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । କୁହୁଡି ସହ ବିଷାକ୍ତ ସ୍ମଗ୍ କାରଣରୁ ବିମାନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି । ଦିଲ୍ଲୀରେ…
ସୋନିଆ, ରାହୁଲଙ୍କୁ ହାଇକୋର୍ଟ ନୋଟିସ୍
ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ଆଇନଗତ ସମସ୍ୟା ଦୂର ହୋଇଥିବା ପରି ମନେହେଉ ନାହିଁ। ଦିଲ୍ଲୀ ହାଇକୋର୍ଟ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କୁ ନୋଟିସ ଜାରିଛନ୍ତି ।…
ପୁଟିନଙ୍କୁ ଲାଗିଲା ବଡ ଝଟକା! ବିସ୍ଫୋରଣରେ ବରିଷ୍ଠ ସେନା ଅଧିକାରୀ ମୃତ
ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଏକ ବଡ଼ ଝଟକା ଲାଗିଛି। ଭ୍ଲାଦିମିର ପୁଟିନଙ୍କ ସେନାର ଅପରେସନାଲ୍ ଟ୍ରେନିଂ ବିଭାଗର ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଫାନିଲ୍ ସର୍ଭାରୋଭ ମସ୍କୋରେ ଏକ ସନ୍ଦିଗ୍ଧ କାର୍ ବୋମା ବିସ୍ଫୋରଣରେ ପ୍ରାଣ ହରାଇଛନ୍ତି। ଲେଫ୍ଟନାଣ୍ଟ ଜେନେରାଲ ଫାନିଲ୍ ସର୍ଭାରୋଭ ରୁଷ…
ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ବଡ଼ ବୟାନ
ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ବଡ଼ ବୟାନ । ଭାରତ-ବିରୋଧୀ ମନୋଭାବ ପଛରେ ଉଗ୍ରବାଦୀଙ୍କ ହାତ। ୟୁନୁସ୍ ସରକାର ଅପରାଧୀଙ୍କୁ ପ୍ରଶ୍ରୟ ଦେଉଛନ୍ତି । ଉଗ୍ରବାଦୀଙ୍କୁ ଉତ୍ସାହିତ କରୁଥିବା ହସିନା ଅଭିଯୋଗ କରିଛନ୍ତି । ଯେଉଁମାନେ ମୋତେ ଦେଶ ଛାଡ଼ିବାକୁ ବାଧ୍ୟ କଲେ,…
KLM ଫ୍ଲାଇଟକୁ ବୋମା ଧମକ…
ଆମଷ୍ଟରଡାମରୁ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆସୁଥିବା KLM ଏୟାରଲାଇନ୍ସର ଏକ ବିମାନକୁ ବୋମା ଧମକ । ଧମକ ଆସିବା ପରେ ହଇଚଇ ସୃଷ୍ଟି କରିଛି । ବିଳମ୍ବିତ ରାତିରେ ମେଲ୍ ଆସିବା ପରେ ସୁରକ୍ଷା ଏଜେନ୍ସିଗୁଡିକୁ ସତର୍କ କରାଯାଇଛି । ସୂଚନାନୁଯାୟୀ,…
ଏବେ ଚୀନ୍ ଭିସା ପାଇଁ ଅନଲାଇନରେ ଆବେଦନ କରିପାରିବେ, ଆଜି ଖୋଲିବ ୱିଣ୍ଡୋ
ଆଜିଠାରୁ ଭାରତୀୟମାନେ ଚୀନ୍ ଭିସା ପାଇଁ ଅନଲାଇନରେ ଆବେଦନ କରିପାରିବେ। ଦିଲ୍ଲୀରେ ଥିବା ଚୀନ୍ ଦୂତାବାସ ଏକ ଅନଲାଇନ୍ ଭିସା ୱିଣ୍ଡୋ ଆରମ୍ଭ କରୁଛି। ଏହା ଉଲ୍ଲେଖନୀୟ ଯେ ଗାଲୱାନ୍ ଉପତ୍ୟକା ହିଂସା ପରେ ଭାରତ ଚୀନ୍ ସହିତ ସମ୍ପର୍କ ଛିନ୍ନ କରି ଭିସା…
୨୬ରୁ ବଢ଼ିବ ରେଳ ଭଡ଼ା
ଭାରତୀୟ ରେଳବାଇ ଚଳିତ ଆର୍ଥିକବର୍ଷରେ ଦ୍ବିତୀୟ ଥର ପାଇଁ ଯାତ୍ରୀଭଡ଼ା ବୃଦ୍ଧି ଘୋଷଣା କରିଛି। ଆସନ୍ତା ୨୬ ତାରିଖରୁ ଏହା କାର୍ଯ୍ୟକାରୀ ହେବ। ନୂଆ ବ୍ୟବସ୍ଥା ଅନୁଯାୟୀ, ସାଧାରଣ ଶ୍ରେଣୀରେ ୨୧୫ କିମି ପର୍ଯ୍ୟନ୍ତ ଯାତ୍ରୀଭଡ଼ାରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ସେହିଭଳି ସହରତଳି ଓ ଏମ୍ଏସ୍ଟି…
ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଲା ବସ୍, ଚାଲିଗଲା ୧୫ ଜୀବନ
ଇଣ୍ଡୋନେସିଆରେ ଏକ ବଡ଼ ସଡ଼କ ଦୁର୍ଘଟଣାରେ ୧୫ ଜଣଙ୍କର ମୃତ୍ୟୁ ହୋଇଛି । ଏକ ଅନିୟନ୍ତ୍ରିତ ବସ୍ ଓଲଟି ପଡ଼ିବାରୁ ଏଭଳି ଦୁର୍ଘଟଣା ଘଟିଥିବା ବେଳେ ଅନେକ ଯାତ୍ରୀ ଆହତ ହୋଇଛନ୍ତି । ଇଣ୍ଡୋନେସିଆର ମୁଖ୍ୟ ଜାଭା ଦ୍ୱୀପରେ ରବିବାର ବିଳମ୍ୱିତ ରାତିରେ ଏହି…
