ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ ପ୍ରତିବାଦରେ ବିଜେଡିର ବିଧାନସଭା ଘେରାଉ। ଗାନ୍ଧୀ ମାର୍ଗରେ ଗର୍ଜିଲା ବିଜେଡି। ରଣକ୍ଷେତ୍ର ପାଲଟିଲା ଲୋୟର ପିଏମଜି। ପୁଲିସ-ବିଜେଡି କର୍ମୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ। ୨ଟି ବ୍ୟାରିକେଡ୍ ଭାଙ୍ଗିଲେ ବିଜେଡି କର୍ମୀ। ବିଧାନସଭା ଆଡ଼କୁ ଅଗ୍ରସର ବେଳେ ବିକ୍ଷୋଭକାରୀଙ୍କୁ ଉଠାଇନେଲା ପୁଲିସ।ପଞ୍ଚାୟତ…
Category: ରାଜ୍ୟ
ରାଜଧାନୀର ମେଟ୍ରୋ ସ୍ୱପ୍ନକୁ ପୁଣି ଆଶାର ଆଲୋକ
ଭୁବନେଶ୍ୱର-କଟକ ମେଟ୍ରୋ ପ୍ରକଳ୍ପକୁ ନେଇ ରାଜଧାନୀବାସୀଙ୍କ ମନରେ ନୂଆ ଆଶା ଜାଗ୍ରୁତ ହୋଇଛି। ବିଧାନସଭାରେ ଏକ ଲିଖିତ ପ୍ରଶ୍ନରେ ଉତ୍ତର ଦେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସ୍ପଷ୍ଟ କରିଛନ୍ତି ଯେ, କଟକ-ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ରଦ୍ଦ ହୋଇନାହିଁ। ସେ କହିଛନ୍ତି, ପ୍ରକଳ୍ପଟି…
ନିଶା କାରବାରକୁ ନେଇ ପୋଲିସର ରେଡ୍
ସମ୍ବଲପୁର ଜିଲ୍ଲାର ସୁନାପାଲି ଅଞ୍ଚଳରେ ପୋଲିସ ବ୍ୟାପକ ରେଡ୍ କରିଛି । ଅଞ୍ଚଳରେ ନିଶା କାରବାର ବିସ୍ତାର ପାଇଥିବା ସୂଚନା ମିଳିଥିଲାପରେ ସମ୍ବଲପୁର ପୋଲିସ ଏହି ଅଭିଯାନ ଆରମ୍ଭ କରିଛି । ଥାନା ମାଧ୍ୟମରେ ମିଳିଥିବା ଅଭିଯୋଗ ଅନୁଯାୟୀ, ସୁନାପାଲିରୁ ଡ୍ରଗସ୍, ଗଞ୍ଜେଇ ଏବଂ…
ପୁରୁଣାକଟକରେ ଚାଲିଛି ରେଡ୍
ବୌଦ୍ଧ ଜିଲ୍ଲା ପୁରୁଣାକଟକରେ ବାଣ ବିସ୍ଫୋରଣ ଘଟଣାକୁ କେନ୍ଦ୍ର କରି ପୋଲିସଙ୍କ ରେଡ୍ ତୃତୀୟ ଦିନରେ ମଧ୍ୟ ଜାରି ରହିଛି । ପୁରୁଣାକଟକ ସ୍ଥିତ ଅଠରନଳା ଓ ଜେନାସାହିର କିଛି ଗୋଦାମରେ ଅଚମ୍କା ଚଢ଼ାଉ କରି ପୋଲିସ ବିପୁଳ ପରିମାଣର ବେଆଇନ ବାଣ ଜବତ…
ଚିକିତ୍ସା ଅବହେଳାରୁ ଆଖି ବୁଜିଲା ଶିଶୁ
ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା । ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ । ଭୁଲ ଇଞ୍ଜେକସନ ଯୋଗୁ ୧୩ମାସର ଛୁଆର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଶିଶୁର ଦେହ ଖରାପ ଥିବାରୁ ସାଲିଆସାହିରୁ ଆସିଥିବା ପରିବାରଲୋକେ ତାକୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି…

