Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Category: ରାଜ୍ୟ

ଆକ୍ସନ୍ ମୋଡ୍‌ରେ ଅନୁଗୁଳ ପୁଲିସ, ୬୦ କେଜି ବମ ସହ ବିସ୍ଫୋରକ ସାମଗ୍ରୀ ଜବତ

Posted on January 18, 2026

ବମ ଖାଇ ହାତୀ ମୁତ୍ୟୁ ଘଟଣା ପରେ ପୁଲିସର କଡା ଆକ୍ସନ। ୬୦ କେଜି ଓଜନର ବମ ସହ ବିସ୍ଫୋରକ ସାମଗ୍ରୀ ଜବତ କଲା ଅନୁଗୁଳ ପୁଲିସ। ଅନୁଗୁଳ ଜିଲ୍ଲାରେ ବେଆଇନ ବାଣ ଦୋକାନ ଉପରେ ଚଢ଼ାଉ କରିଛି ପୁଲିସ। ବହୁ ପରିମାଣର ବିସ୍ଫୋରଣ ସାମଗ୍ରୀ…

୨୫ରେ ମାଘ ସପ୍ତମୀ ବୁଡ଼: ଅର୍କକ୍ଷେତ୍ରକୁ ଛୁଟି ଆସିବେ ଶ୍ରଦ୍ଧାଳୁ, ଜଗିବେ ୩୪ ପ୍ଲାଟୁନ୍‌ ଫୋର୍ସ

Posted on January 18, 2026

ଆସନ୍ତା ୨୫ରେ ପବିତ୍ର ମାଘ ସପ୍ତମୀ ବୁଡ଼ । ରାଜ୍ୟ ଓ ରାଜ୍ୟ ବାହାରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଛୁଟି ଆସିବେ ଅର୍କକ୍ଷେତ୍ର କୋଣାର୍କକୁ । ଏଥିନିମନ୍ତେ ପ୍ରଶାସନ ପକ୍ଷରୁ ସମସ୍ତ କାର୍ଯ୍ୟ ଆଗେଇ ଚାଲିଛି । ମେଳା ପଡ଼ିଆରେ ସଫେଇ, ପାଚେରି ରଙ୍ଗ, ବ୍ୟାରିକେଡ୍…

ବାଇକ୍‌କୁ ଧକ୍କା ଦେଲା ଅଜଣା ଗାଡ଼ି, ଆଖିବୁଜିଲେ ଦୁଇ ସାଙ୍ଗ

Posted on January 18, 2026

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଆଖିବୁଜିଲେ ଦୁଇ ସାଙ୍ଗ। ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଜୀବନ। ଦୁର୍ଘଟଣା ଘଟାଇ ଘଟଣାସ୍ଥଳରୁ ଚମ୍ପଟ୍ ମାରିଲା ଅଜଣା ଗାଡ଼ି ଚାଳକ। ଏଭଳି ଅଭାବନୀୟ ଘଟଣା ଜଳେଶ୍ୱର ଥାନା ୫୭ ରାଜ୍ୟ ରାଜପଥ ନାମ୍ପ ନିକଟରେ ଘଟିଛି। ସୂଚନା ଅନୁଯାୟୀ, କୌଣସି…

ଘରେ ପଶି ମା’ ଓ ଦୁଇ ଝିଅଙ୍କୁ ଖଣ୍ଡାରେ ହାଣିଲା ଯୁବକ

Posted on January 18, 2026

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ଚାଞ୍ଚଲ୍ୟ ଖେଳିଯାଇଛି । ଘରେ ପଶି ୩ ଜଣଙ୍କୁ ଅତର୍କିତ ଆକ୍ରମଣ କରିଛି ଜଣେ ଯୁବକ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଘରେ ପଶି ମା’ ଓ ଦୁଇ ଝିଅଙ୍କୁ ଖଣ୍ଡାରେ ହାଣିଲା ଯୁବକ । ବି.ତୁରୁବୁଡ଼ି କାଣ୍ଡସ୍ୱର…

ଖଣ୍ଡଗିରି ମେଳା ପାଇଁ କମିଶନରେଟ୍‌ ପୁଲିସ ପ୍ରସ୍ତୁତ: ମୁତୟନ ହେବେ ୭ ପ୍ଲାଟୁନ୍‌ ପୁଲିସ ଫୋର୍ସ

Posted on January 18, 2026

ଖଣ୍ଡଗିରି ମେଳାକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବା ପାଇଁ କମିଶନରେଟ୍ ପୁଲିସ ସମ୍ପୂର୍ଣ୍ଣ ତୟାର ରହିଛି । ପୁଲିସ ପକ୍ଷରୁ ଖଣ୍ଡଗିରି ମୁଣ୍ଡିଆ ରାସ୍ତାରେ ଏକ ଅସ୍ଥାୟୀ ପୁଲିସ କଣ୍ଟ୍ରୋଲ୍ ରୁମ୍ ଖୋଲାଯିବ । ମେଳା ଭିଡ଼କୁ ନଜର ରଖିବ ସିସି କ୍ୟାମେରା…

ଓଭର ବ୍ରିଜରେ ଟ୍ରକ୍‌କୁ ପିଟିଲା କାର୍, ଚାଲିଗଲା ଡ୍ରାଇଭରଙ୍କ ଜୀବନ

Posted on January 18, 2026

   ବାଣୀବିହାର ଓଭର ବ୍ରିଜରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରକ୍‌କୁ ପଛ ପଟୁ ପିଟଲା କାର୍। ଟ୍ରକ୍‌କୁ ଧକ୍କା ଦେବା ପରେ ସମ୍ପୂର୍ଣ୍ଣ ଚୁର୍‌ମାର୍  ହୋଇଗଲା କାର୍। କାର ଭିତରେ ଚାପି ହୋଇ ଚାଲିଗଲା ଆରୋହୀଙ୍କ ଜୀବନ। ଘଟଣାସ୍ଥଳରେ ଶହୀଦ ନଗର ପୁଲିସ କାର୍ ଭିତରୁ ମୃତଦେହ ଉଦ୍ଧାର କରିଥିଲା…

ଆରମ୍ଭ ହେଲା ପକ୍ଷୀ ଗଣନା, ୫ଟି ରେଞ୍ଜରେ ମୋଟ ୨୨ଟି ଗଣନାକାରୀ ଟିମ୍ ସାମିଲ

Posted on January 18, 2026

ଚିଲିକାରେ ଆରମ୍ଭ ହେଲା ପକ୍ଷୀ ଗଣନା। ଚିଲିକା ବନାଞ୍ଚଳ ବନ୍ୟପ୍ରାଣୀ ବନଖଣ୍ଡ ଅଧିକ୍ଷକ ଅମ୍ଳାନ ନାୟକଙ୍କ ନେତୃତ୍ବରେ ୫ ଟି ରେଞ୍ଜ ଅଧିନସ୍ଥ ପକ୍ଷୀ ଗଣନା ଚାଲିଛି। ଚିଲିକା ଡିଭିଜନ ଅଧିନସ୍ଥ ବାଲୁଗାଁ ରେଞ୍ଜ ଅଧିନ ନଳବଣ ୪ ଟି ଓ ପାରିକୁଦ ଗଡ଼…

କମିବ ଶୀତ,କଲବଲ କରିବ କୁହୁଡ଼ି

Posted on January 18, 2026

ଆଜି ରାତିରୁ ଶୀତ କମିବ । ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ ବଢ଼ିଯିବ । ଏଥିପାଇଁ ପାରଦ ଉପରମୁହାଁ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ରବିବାର ରାତିରେ ଉପକୂଳ ଓଡ଼ିଶାର…

ନିଲମ୍ବନ ପଛର ଅସଲ ଗୁମର: ବିଜେପିକୁ ବାଟ ସୁଗମ କରୁଛି କି ବିଜେଡି?

Posted on January 18, 2026

୨୦୨୪ ସାଧାରଣ ନିର୍ବାଚନରେ ପରାଜୟ ପରେ ଦୀର୍ଘ ଦିନ ଧରି ନୀରବ ରହିଥିବା ବିଜେଡି ସଭାପତି ନବୀନ ପଟ୍ଟନାୟକ ଏବେ ହଠାତ୍ କ୍ରିୟାଶୀଳ ହେବା ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି। ବିଶେଷ କରି ଦଳୀୟ ଶୃଙ୍ଖଳା ରକ୍ଷା ନାଁରେ ଦୁଇଜଣ ବିଧାୟକଙ୍କୁ ବହିଷ୍କାର…

କମିଲା ଭକ୍ତ ନିବାସର ପାର୍କିଂ ଫି, ଆଜିଠୁ ନୂଆ ନିୟମ ଲାଗୁ

Posted on January 18, 2026

ଶ୍ରୀକ୍ଷେତ୍ରକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ପରିଚାଳିତ ଭକ୍ତ ନିବାସଗୁଡ଼ିକରେ ଚାରି ଚକିଆ ଯାନ ପାଇଁ ଧାର୍ଯ୍ୟ ହୋଇଥିବା ପାର୍କିଂ ଶୁଳ୍କକୁ କମାଇ ଦିଆଯାଇଛି। ପୂର୍ବରୁ ଥିବା ୫୦୦ ଟଙ୍କା ପରିବର୍ତ୍ତେ ଏବେ ଭକ୍ତଙ୍କୁ…

Posts pagination

Previous 1 … 16 17 18 … 168 Next

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme