Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Category: ରାଜ୍ୟ

ମତ୍ସ୍ୟଜୀବୀଙ୍କୁ ନଯିବା ପାଇଁ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ସତର୍କ କଲା ବିଭାଗ

Posted on October 27, 2025

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟାରେ ପରିଣତ ହୋଇଛି। ଏହାର ପ୍ରଭାବରେ ଆଜି ଠାରୁ ସମୁଦ୍ର ଅଶାନ୍ତ ରହିଛି। ତେଣୁ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ରକୁ ମାଛ ଧରିବା ପାଇଁ ନଯିବାକୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ସଚେତନ କରାଯାଇଛି । ବଙ୍ଗୋପସାଗରରେ…

ବିପୁଳ ପରିମାଣର ବିଦେଶୀ ମଦ ଏବଂ ମଦ ତିଆରି ସାମଗ୍ରୀ ସହ ମେସିନ ଜବତ।

Posted on October 27, 2025

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ପରଜଙ୍ଗ ଥାନା କଟରାପଡା ଗାଁରୁ ନକଲି ବିଦେଶୀ ମଦ କାରଖାନା ଠାବ ହୋଇଛି । ପ୍ରାୟ ୩୦ ଲକ୍ଷ ଟଙ୍କାର ମଦ ତିଆରି ମେସିନ, ୩୫୦ ଲିଟର ସ୍ପିରିଟ, ବିଭିନ୍ନ ବ୍ରାଣ୍ଡେଡର ନକଲି ବିଦେଶୀ ମଦ, କାରମେଲ, ଲେବୁଲ…

ବଳାତ୍କାର ଧମକ ଦେଇ ଲୁଟିନେଲେ ୧ କୋଟିରୁ ଊର୍ଦ୍ଧ୍ୱ ସୁନାଗହଣା

Posted on October 27, 2025

ସୁନ୍ଦରଗଡ଼ ଜିଲା ବଣାଇଁ ମୁଖ୍ୟ ସହରରେ ପ୍ରଥମ ଥର ହୋଇଛି ଡକାୟତି। ୪ ଜଣ ସଶସ୍ତ୍ର ମୁଖାଧାରୀ ଡକାୟତ ମାଡ଼ ମାରିବା ସହ ଲୁଟିନେଲେ ଏକ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସୁନାଗହଣା। ବଣାଇଁ ଥାନାଠାରୁ ମାତ୍ର ପାଞ୍ଚ ଶହ ମିଟର ଦୁରରେ ଥିବା ରଶ୍ମି…

ରାତିକ ସୁଦ୍ଧା ଆଳୁ ଓ ପିଆଜ ଦର ୫ଟଙ୍କା ବୃଦ୍ଧି

Posted on October 27, 2025

ରାଜଧାନୀରେ  ପୁଣି ଆଳୁର ଅଭାବ ପଡ଼ିବାର ଆଶଙ୍କା  ଦେଖାଦେଇଛି । ଶନିବାର ସକାଳୁ ନେଇ ଏପର୍ଯ୍ୟନ୍ତ  କୋଲକାତାରୁ ଭୁବନେଶ୍ୱରକୁ କୌଣସି ଆଳୁ ଗାଡ଼ି  ଆସିନାହିଁ । ଫଳରେ ବଜାରକୁ ଆଳୁ କେମିତି  ଯୋଗାଣ କରାଯିବ ତାକୁ ନେଇ ଚିନ୍ତା ଘାରିଛି । ଗୋଟିଏ ପଟେ ବାତ୍ୟା…

କଳିଙ୍ଗା ଘାଟି ତିନି ଦିନ ବନ୍ଦ, କଟକଣା ଜାରି କଲେ ଜିଲ୍ଲାପାଳ

Posted on October 27, 2025

ବାତ୍ୟା ମୋନ୍‌ଥାକୁ ନଜରରେ ରଖି  କଳିଙ୍ଗା ଘାଟିରେ ଯାତାୟାତକୁ  ତିନି ଦିନ ପାଇଁ ସଂପୂର୍ଣ୍ଣ ବନ୍ଦ  ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି  କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ ।  ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ  ଏହି କଟକଣା ଲାଗୁ ରହିବ ।  ସୂଚନାଯୋଗ୍ୟ, ସେପ୍ଟେମ୍ବର ୧୬ରେ ଘାଟିରେ ଭୂସ୍ଖଳନ ହୋଇ …

ସ୍ପିଡ୍ ବଢ଼ାଇ ଦ୍ରୁତ ଗତିରେ ଆଗକୁ ବଢ଼ୁଛି ବାତ୍ୟା ମୋନ୍ଥା

Posted on October 27, 2025

ଆସିଲା ବାତ୍ୟା ମୋନ୍ଥା ନେଇ ତାଜା ଅପଡେଟ୍ । ସମୁଦ୍ର ଭିତରେ ସ୍ପିଡ୍ ବଢ଼ାଇ ଦ୍ରୁତ ଗତିରେ ଆଗକୁ ବଢ଼ୁଛି ବାତ୍ୟା ମୋନ୍ଥା । ମିଳିଥିବା ସୂଚନା ଅନୁସାରେ ପୂର୍ବରୁ ଏହା ଘଣ୍ଟାପ୍ରତି ୧୫ କିମି ବେଗରେ ଆଗକୁ ବଢ଼ୁଥିବାବେଳେ, ଏବେ କିନ୍ତୁ ଘଣ୍ଟା…

ପ୍ରାଇଭେଟ୍ କମ୍ପାନୀ ବିରୋଧରେ ଏକତ୍ର ହେଲେ ତିନି ଗ୍ରାମବାସୀ!

Posted on October 27, 2025

ଘୋରେଇ କମ୍ପାନୀକୁ ଗାଁରେ ପସାଇ ନେଦେବାକୁ ଶପଥ କଲେ ତିନିଖଣ୍ଡ ଗାଁର ଲୋକେ । ଜୀବନ ଚାଲିଯିବ ପଛେ ଘରୋଇ କମ୍ପାନୀକୁ ନିଜ ଜମି ନଦେବାକୁ ନେଲେ ନିଷ୍ପତ୍ତି । ସୂଚନା ଅନୁସାରେ ତାଳଚେର ଧରମପୁର ଏବଂ କଙ୍କିଳି ଗ୍ରାମ ପଞ୍ଚାୟତର ଜାଗାରୁ କୋଇଲା…

୯ ସକାଳେ ଓଡ଼ିଶା ପଶିବ ବାତ୍ୟା ମୋନ୍‌ଥା

Posted on October 27, 2025

ଆନ୍ଧ୍ରପ୍ରଦେଶର  କାକିନାଡ଼ା ଓ ୟାନାମ୍‌ ଦେଇ ସ୍ଥଳଭାଗରେ ପ୍ରବେଶ କରିବା ପରେ ସିଧା ମାଲକାନଗିରି ମୁହାଁ  ହେବ ବାତ୍ୟା ମୋନ୍‌ଥା । ୨୯ ତାରିଖ ଭୋର୍‌ରେ  ବାଲିମେଳା ଜଳଭଣ୍ଡାର ଦେଇ ପ୍ରବେଶ କରିବ । ସେତେବେଳକୁ ପବନର ବେଗ ସାମାନ୍ୟ  କମିଥିବ ସତ, କିନ୍ତୁ ୬୦ରୁ…

ମୃତ୍ୟୁ ସହ ମେଡିକାଲରେ ଯୁବକଙ୍କ ସଂଘର୍ଷ। ଅବ୍ୟବସ୍ଥାକୁ ନେଇ ମୁହଁ ଖୋଲିଲେ ସମ୍ପର୍କୀୟ

Posted on October 25, 2025

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ମେଡିକାଲରେ ମୃତ୍ୟୁ ସହିତ ସଂଘର୍ଷ କରୁଛନ୍ତି ଯୁବକ। ମାତ୍ର ଡ଼ିସଚାର୍ଜ ରିପୋର୍ଟ ଦେଇ କାମ ସାରି ଦେଇଛନ୍ତି ଷ୍ଟାପ। ସେପଟେ ଜୀବନ ମରଣ ସହିତ ୱାର୍ଡ ଭିତରେ ରୋଗୀ ଛଟ ପଟ ହେଉଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ କାମାକ୍ଷାନଗର…

ଗ୍ରୀନ୍ ମଟର, ଦେବ ଅନେକ ସ୍ବାସ୍ଥ୍ୟଗତ ସମସ୍ୟାରୁ ମୁକ୍ତି

Posted on October 25, 2025

ଶୀତଋତୁରେ ବଜାରରେ ବିଭିନ୍ନ ପ୍ରକାରର ତାଜା ସବୁଜ ପନିପରିବା ମିଳିଥାଏ । ସେହି ସବୁ ମଧ୍ୟରୁ ଗ୍ରୀନ୍ ମଟର ଅନ୍ୟତମ । ପ୍ରାୟତଃ ସମସ୍ତଙ୍କୁ ଗ୍ରୀନ୍ ମଟର ଭଲ ଲାଗିଥାଏ । ମୁଖ୍ୟତଃ ଏହି ପରିବାରର ଚାହିଦା ଶୀତଦିନେ ବେଶି ଦେଖିବାକୁ ମିଳିଥାଏ ।…

Posts pagination

Previous 1 … 129 130 131 … 168 Next

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme