ପତ୍ର ତୋଳିବାକୁ ଯିବା ବେଳେ ଆକ୍ରମଣ କଲା ଭାଲୁ। ଚାଲିଗଲା ବୃଦ୍ଧାଙ୍କ ଜୀବନ। କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ମୁଣ୍ଡାଗୁଡା ଗ୍ରାମରେ ଏଭଳି ଘଟଣା ଘଟିଛି। ମୃତକ ଜଣଙ୍କ ମୁଣ୍ଡାଗୁଡା ଗ୍ରାମର ମିଟିକି ଅମନାତ୍ୟ ବୋଲି ଜଣାପଡ଼ିଛି। ସୂଚନାନୁଯାୟୀ, ବୋରିଗୁମ୍ମା ବ୍ଲକ ମୁଣ୍ଡାଗୁଡା ଗ୍ରାମର…
Category: ରାଜ୍ୟ
ଯୁବକଙ୍କୁ ନିର୍ମମ ଭାବେ ହତ୍ୟା, ବିଚ୍ ରାସ୍ତାରେ ପଡ଼ିଛି ମୃତଦେହ
ରାତି ଅଧରେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା ଅଭିଯୋଗ। ବିଚ୍ ରାସ୍ତାରେ ପଡ଼ିଛି ମୃତଦେହ। ମଙ୍ଗଳବାର ସକାଳେ ବରଗଡ଼ ସହର ଉପକଣ୍ଠ ପାଣିଛତ୍ର-ଜମୁର୍ଡା ରାସ୍ତାରେ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନାନୁଯାୟୀ, ମଙ୍ଗଳବାର…
ନୂଆପଡ଼ା ଉପ ନିର୍ବାଚନ ପାଇଁ ମନୋଜ ମିଶ୍ର ହେବେ କି ବିଜେଡି ପ୍ରାର୍ଥୀ ?
ନୂଆପଡ଼ା ଉପ ନିର୍ବାଚନ ପାଇଁ ବିଜେଡିରୁ କିଏ ହେବେ ପ୍ରାର୍ଥୀ । ୪ରୁ ୫ ଜଣଙ୍କ ନାଁ ତାଲିକାଭୁକ୍ତ ହୋଇଥିବା ଜଣାପଡିଛି । ମନୋଜ ମିଶ୍ର ପ୍ରାର୍ଥୀ ହେବା ନେଇ କଳ୍ପନାଜଳ୍ପନା ଲାଗି ରହିଛି । ତେବେ ବର୍ତ୍ତମାନ ସୁଦ୍ଧା ବିଜେଡି କୌଣସି ନିଷ୍ପତ୍ତି…
ଟାୱାର ଉଡ଼ାଇଦେଲେ ମାଓବାଦୀ, ଲଗାଇଲେ ଧମକପୂର୍ଣ୍ଣ ପୋଷ୍ଟର
ରାଉରକେଲାରେ ଉପସ୍ଥିତି ଜାହିର କଲେ ମାଓବାଦୀ। ଛୋଟାନାଗରା ଥାନା ଅନ୍ତର୍ଗତ ବହଦା ଗ୍ରାମରେ ଉଡ଼ାଇଦେଲେ ଏୟାରଟେଲ୍ ଟାୱାର। ଲଗାଇଲେ ମାଓ ପୋଷ୍ଟର। ଗତ ୨ ଦିନ ତଳେ ମାଓବାଦୀମାନେ ଜରେଇକେଲା ଥାନା ଅନ୍ତର୍ଗତ କୋଲବଙ୍ଗାରେ ଏକ ମୋବାଇଲ ଟାୱାର ଉଡ଼ାଇ ଦେଇଥିଲେ। ଏହି ଘଟଣାର…
ଆସନ୍ତା ୨ରୁ ୩ ଦିନରେ ସମ୍ପୂର୍ଣ୍ଣ ବିଦାୟ ନେବ ମୌସୁମୀ, ବୁଧବାର ଯାଏ ବର୍ଷା ଆଲର୍ଟ
ଫେରୁଛି ମୌସୁମୀ । ରାଜ୍ୟରୁ ଦକ୍ଷିଣ- ପଶ୍ଚିମ ମୌସୁମୀ ଫେରିଯିବା ପାଇଁ ପାଗ ଅନୁକୂଳ ରହିଛି । ଏ ସମୟରେ ଗଞ୍ଜାମରେ ଚାଲିଛି ବର୍ଷା । ଆସନ୍ତା ୨ ଦିନ ପର୍ଯ୍ୟନ୍ତ କିଛି ଜିଲ୍ଲାରେ ମେଘୁଆ ପାଗ, ଘଡ଼ଘଡ଼ି, ବିଜୁକି ସହ ବର୍ଷା ହେବାର…
ନୂଆପଡ଼ା ଉପନିର୍ବାଚନ ବିଜ୍ଞପ୍ତି ଆଜି, ନଭେମ୍ବର ୧୧ରେ ଭୋଟ
ନୂଆପଡ଼ା ଉପନିର୍ବାଚନ ପାଇଁ ଆଜି ବିଧିବଦ୍ଧ ଭାବେ ନିର୍ବାଚନ କମିଶନ ବିଜ୍ଞପ୍ତି ପ୍ରକାଶ କରିବ। ଏହା ପରେ ଆରମ୍ଭ ହେବ ନାମାଙ୍କନ ପ୍ରକ୍ରିୟା, ଯାହା ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ୨୧ ତାରିଖରେ ନାମାଙ୍କନ ଯାଞ୍ଚ ଏବଂ ୨୩ ତାରିଖ ସୁଦ୍ଧା ପ୍ରତ୍ୟାହାର…
ଗୁଣପୁରର ସାର୍ବଜନୀନ ସ୍ଥାନରେ ମଦ୍ୟପାନ ନେଇ ଉପଜିଲ୍ଲାପାଳଙ୍କ ଦୃଢ କାର୍ଯ୍ୟାନୁଷ୍ଠାନ
ଗୁଣପୁର ସବଡିଭିଜନର ସେଫାଳି ପାହାଡ଼ କେନ୍ଦୁଗୁଡ଼ା ଡ୍ୟାମ୍, ବ୍ଲକ କଲୋନି, ମା ମାଣିକେଶ୍ୱରୀ ମନ୍ଦିର ଓ ଆଖପାଖ ଅଞ୍ଚଳରେ ମଦ୍ୟପାନ ଏବଂ ଅନ୍ୟାନ୍ୟ ନିଶାଦ୍ରବ୍ୟ ସେବନ ଓ ଅଶାନ୍ତିଜନକ ଆଚରଣ ହେଉଥିବା ଅଭିଯୋଗ ପରେ ଗୁଣପୁର ଉପଜିଲ୍ଲାପାଳ ଅଭିଷେକ ଦୁଧାଲ ଦୃଢ କାର୍ଯ୍ୟାନୁଷ୍ଠାନ ପଦକ୍ଷେପ…
ପୀତବାସ ପଣ୍ଡା ମର୍ଡର ମିଷ୍ଟ୍ରି ;ଏବେବି ଅପରାଧୀଙ୍କ ନିକଟରେ ପହଞ୍ଚିପାରିନି ପୋଲିସ
ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାକୁ ୮ ଦିନ ହେଲେ ମଧ୍ୟ ଅଭିଯୁକ୍ତ ଧରାପଡିନାହାନ୍ତି। ପୋଲିସର ତିନୋଟି ଟିମ ଖଲ୍ଲିକୋଟ, ପୋଲସରା, ପାଟପୁର ଓ କବିସୂର୍ଯ୍ୟନଗର ଅଞ୍ଚଳରେ ଚଢ଼ାଉ କରିଛି। ପାଟପୁର ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ ହେଉଛି ଓ ଅନେକ ଜଣଙ୍କୁ…
ବାଇକ୍କୁ ଧକ୍କା ଦେଲା ତେଲ ବୋଝେଇ ଟ୍ୟାଙ୍କର; ଯୁବକଙ୍କ ମୃତ୍ୟୁ
ତେଲ ବୋଝେଇ ଟ୍ୟାଙ୍କର ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ତାରା ସିଂ ଥାନା ଗାଲେରୀ ନିକଟ ରଙ୍ଗା ମେରୁ ବ୍ରିଜ୍ ନିକଟରେ ଏହି ଦୁର୍ଘଟଣା ଘଟିଛି। ସୋମବାର ସକାଳ ପ୍ରାୟ ୧୦ଟାରେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ମୃତକ…
ଶରୀରରେ ଷ୍ଟିକର ମାରି ନେଉଥିଲେ ଗଞ୍ଜେଇ, ମାଡ଼ି ବସିଲା ପୁଲିସ
ନୂଆ ଷ୍ଟାଇଲରେ ଗଞ୍ଜେଇ ଚାଲାଣ । ଦେହ ସାରା ଷ୍ଟିକର ମାରି କରୁଥିଲେ ଗଞ୍ଜେଇ ଚାଲାଣ । ଖବର ପାଇ ମାଡ଼ି ବସିଲା ପୁଲିସ । ଏହି ଘଟଣାରେ ୬ଜଣଙ୍କୁ ଗିରଫ କରାଯାଇଛି । ସେମାନେ ହେଉଛନ୍ତି ଆରିପିଏଫ ମଧ୍ୟପ୍ରଦେଶର ଗଜାନନ ବହଲେରାଓ, ସଞ୍ଜୁ ଶର୍ମା, ରାହୁଲ…
