Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Category: ରାଜ୍ୟ

ନୂଆଦିଲ୍ଲୀ ଯିବେ ପ୍ରଭାତୀ ପରିଡା, ବାଣିଜ୍ୟ ମେଳାରେ ଯୋଗଦେଇ ଓଡ଼ିଶା ପାଭିଲିୟନ ଉଦ୍‌ଘାଟନ କରିବେ

Posted on November 14, 2025

ଶୁକ୍ରାବର ନୂଆଦିଲ୍ଲୀ ଗସ୍ତ ଯିବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ସେଠାରେ ସେ ୪୪ତମ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଯୋଗଦେଇ ଓଡ଼ିଶା ପାଭିଲିୟନକୁ ଉଦ୍‌ଘାଟନ କରିବେ । ଭାରତ ମଣ୍ଡପମ୍‌ରେ ଆୟୋଜିତ ଏହି ମେଳାରେ ଓଡ଼ିଶା ପ୍ରତ୍ୟେକ ବର୍ଷ ଏକ ପ୍ରମୁଖ ରାଜ୍ୟ ଭାବେ…

କ୍ୟାପିଟାଲ ହସ୍ପିଟାଲ ସଚିବାଳୟ ପାଇଁ ଫିଟିବ ଭୂତଳ ରାସ୍ତା

Posted on November 14, 2025

ସଚିବାଳୟ ପଛକୁ ଯିବ। ଏବେ ଯେଉଁଠି ପାଚେରି ଅଛି, ତାହା ପାଖାପାଖି ୨୦ରୁ ୩୦ ମିଟର ପଛକୁ ଘୁଞ୍ଚିଯିବ । ଚଉଡ଼ା ହେବ ସଚିବାଳୟ ମାର୍ଗ । ଏହାପରେ କ୍ୟାପିଟାଲ ହସ୍ପିଟାଲ-ଏଜି ଛକ ରାସ୍ତାର ନବକଳେବର କରାଯିବ । ଦୁଇ ଥାକିଆ ରାସ୍ତା ନିର୍ମାଣ…

ଶୀତରେ ଥରୁଛି ଜି.ଉଦୟଗିରି,ସର୍ବନିମ୍ନ ତାପମାତ୍ରା ୭.୬ ଡିଗ୍ରୀ ସେଲସିୟସ୍ ରେକର୍ଡ

Posted on November 14, 2025

ହାଡ଼ଭଙ୍ଗା ଶୀତରେ ଥରୁଛି ଜି.ଉଦୟଗିରି ଓ ଦାରିଙ୍ଗିବାଡ଼ି । ସର୍ବନିମ୍ନ ତାପମାତ୍ରା ୭.୬ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ପ୍ରବଳ ଶୀତ ଯୋଗୁ ଜନଜୀବନ ପ୍ରଭାବିତ ହେଉଛି । ରାସ୍ତା କଡ଼ରେ ବସୁଥିବା ଛୋଟ ବ୍ୟବସାୟୀମାନେ ଅଧିକ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଶୀତ…

ପରଜଙ୍ଗଠାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ।

Posted on November 13, 2025

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଠାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି। ବିଡ଼ିଓ ସୌଭାଗ୍ୟ ବେହେରାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ପରଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନ,…

ଆସନ୍ତା ୨୦ ତାରିଖରୁ ଖରିଫ ଧାନକିଣା ଆରମ୍ଭ

Posted on November 13, 2025

ଆସନ୍ତା ୨୦ ତାରିଖରୁ ଖରିଫ ଧାନକିଣା ଆରମ୍ଭ ହେବ। ଏନେଇ ସୂଚନା ଦେଇଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ। ତେବେ ବରଗଡ଼ ଜିଲାରୁ ହିଁ ଧାନକିଣା ଆରମ୍ଭ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।ଏଥିସହିତ ଧାନ ସଂରକ୍ଷଣ ପାଇଁ ମଣ୍ଡିରେ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି।…

ବାଲିଯାତ୍ରା ଭିଡ଼କୁ ପିଲା ଓ ବୃଦ୍ଧଙ୍କୁ ନ ଆଣିବାକୁ ଅପିଲ୍

Posted on November 13, 2025

ଛୋଟ ପିଲା ଓ ବୟସ୍କଙ୍କୁ ବାଲିଯାତ୍ରାକୁ ନେଇ ଆସନାହିଁ। ପ୍ରବଳ ଭିଡ଼ ଆଶାଙ୍କା କରି ରାଜ୍ୟବାସୀଙ୍କୁ ନିବେଦନ କଲେ କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ। ଆଜି ଐତିହାସିକ କଟକ ବାଲିଯାତ୍ରା ଅନ୍ତମ ଦିନ। ଗଣକବି ବୈଷ୍ଣବ ପାଣି ମଞ୍ଚରେ ଶେଷ ସନ୍ଧ୍ୟାରେ ବଲିଉଡ଼…

ଭିନ୍ନକ୍ଷମ ଶିଶୁଙ୍କର ହେବ ସର୍ଭେ, ଘର ଘର ବୁଲି ତଥ୍ୟ ସଂଗ୍ରହ କରିବେ ଅଙ୍ଗନବାଡ଼ି କର୍ମୀ

Posted on November 13, 2025

ରାଜ୍ୟରେ ଜନ୍ମରୁ ୬ ବର୍ଷ ମଧ୍ୟରେ ରହିଥିବା ଭିନ୍ନକ୍ଷମ ଶିଶୁଙ୍କର ସର୍ଭେ କରାଯିବ । ଚିହ୍ନଟ ଶିଶୁଙ୍କୁ ଜାତୀୟ ଶିକ୍ଷା ନୀତି ୨୦୨୦, ଆର୍ପିଡବ୍ଲୁଡି ଆକ୍ଟ ୨୦୧୬ ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ କରାଯିବ । ସେମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନରେ…

ଓଲଟିଲା ସ୍କୁଲ ଭ୍ୟାନ୍‌ , ଡ୍ରାଇଭର ଗୁରୁତର

Posted on November 13, 2025

ବାଲେଶ୍ୱର ଜିଲ୍ଲା ଅଧୀନ ଗଣ୍ଡିବେଡ଼ -ଔପଦା ରାସ୍ତାର ଖଇରା ଥାନା ଅଧୀନ ସରସତିଆ ପେଟ୍ରୋଲ ପମ୍ପ ନିକଟରେ ଗୌର ଗୋପାଳ ସ୍କୁଲର ଭ୍ୟାନ୍‌ ପିଲାମାନଙ୍କୁ ଆଣିବାକୁ ଯିବା ସମୟରେ ଭାରସାମ୍ୟ ହରାଇ ନୟନଯୋଡ଼ି ସଂଲଗ୍ନ ଧାନ କିଆରିକୁ ଓଲଟି ପଡ଼ିଥିଲା। ଫଳରେ ଡ୍ରାଇଭର ଜଣଙ୍କ…

କେନ୍ଦ୍ରାପଡାରେ ବିଲ ମୁଣ୍ଡରେ ଜଗି ରହିଛି ବିରାଟକାୟ ବଉଳା କୁମ୍ଭୀର, ଭୟରେ ବିଲକୁ ଯାଉନାହାନ୍ତି ଚାଷୀ

Posted on November 13, 2025

କେନ୍ଦ୍ରାପଡା: ଜିଲ୍ଲାର ରାଜନଗର ଅଞ୍ଚଳରେ ଥିବା ଗୋପାଳପୁର ଓ କେରଡାଗଡ ମୁଖ୍ୟ ରାସ୍ତା ନିକଟସ୍ଥ ଘୋଡାପାରିଆ ଗାଁ ଛକ ପାଖରେ ଥିବା ଏକ ବିଲ ମୁଣ୍ଡରେ ଗତ ତିନିଦିନ ଧରି ବିରାଟକାୟ ବଉଳା କୁମ୍ଭୀର ଶୋଇ ରହିଛି । କୁମ୍ଭୀରଟି ଦିନେ ବିଲ ମୁଣ୍ଡରେ…

ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣି

Posted on November 13, 2025

ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ଡିଭିଜନର ବରିଷ୍ଠ କିରାଣି ଟି. ଭେଙ୍କଟଗିରି ରାଓ ଗୁରୁବାର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ତାଙ୍କ ସରକାରୀ କ୍ୱାର୍ଟର୍ସରେ ପେନ୍‌ସନ୍‌ ସୁବିଧା ବୃଦ୍ଧି ପାଇଁ ଫାଇଲ ପ୍ରକ୍ରିୟାକରଣ କରିବାକୁ ସେହି କାର୍ଯ୍ୟାଳୟର ଜଣେ ଅବସରପ୍ରାପ୍ତ କର୍ମଚାରୀ (ଅଭିଯୋଗକାରୀ)ଙ୍କଠାରୁ ୨୦୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ…

Posts pagination

Previous 1 … 101 102 103 … 168 Next

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

August 2026
M T W T F S S
 12
3456789
10111213141516
17181920212223
24252627282930
31  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme