ନୂଆପଡ଼ା ଉପନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିନ। ଅପରାହ୍ନ ୪ଟା ପରେ ପ୍ରଚାର ବନ୍ଦ ହେବ। ତିନି ଦଳର ପ୍ରାର୍ଥୀ ଭୋଟରଙ୍କ ମନ ଜିତିବା ପାଇଁ ଶେଷ ଉଦ୍ୟମ ଜାରି ରଖିଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ନୂଆପଡ଼ାରେ ଜୟ ଢୋଲକିଆଙ୍କ…
Category: ରାଜନୀତି
ନୂଆପଡ଼ାରେ ପ୍ରଚାର ପାଇଁ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ନୂଆପଡ଼ାରେ ପ୍ରଚାର ପାଇଁ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପ୍ରଥମେ ସୁନାବେଡ଼ା ଅଭୟାରଣ୍ୟରେ ସୁନାଦେଇଙ୍କୁ ଦର୍ଶନ କରିବେ । ଏହାପରେ ଅପରାହ୍ଣ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ କରିବେ ରୋଡ ଶୋ’ । ନୂଆପଡ଼ାରୁ ଖରିଆର ରୋଡ଼ ପର୍ଯ୍ୟନ୍ତ ହେବ ରୋଡ ଶୋ’…
ନୂଆପଡ଼ାରେ ପ୍ରଚାର ଜ୍ୱର, ଆସନ୍ତା ୧୧ ତାରିଖରେ ଭୋଟିଂ
ନିର୍ବାଚନ ପ୍ରଚାର ପାଇଁ ହାତରେ ଆଉ ମାତ୍ର ଦୁଇ ଦିନ — ଆଜି ଓ କାଲି । ଏହିକାରଣରୁ ନୂଆପଡ଼ା ଉଠୁଛି ଓ ପଡ଼ୁଛି ପ୍ରଚାର ଜ୍ୱରରେ । ସବୁ ପ୍ରାର୍ଥୀ ଜୋରଦାର କ୍ୟାମ୍ପେନିଂରେ ବ୍ୟସ୍ତ ଅଛନ୍ତି । ଦଳୀୟ ପ୍ରାର୍ଥୀମାନେ ପାଟ ପଟୁଆର…
ନୂଆପଡ଼ା ଗସ୍ତରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ, ସ୍ନେହାଙ୍ଗିନୀଙ୍କ ପାଇଁ ପ୍ରଚାର ଜୋରଦାର କରିବେ
ନୂଆପଡ଼ା: ଆଜି ନୂଆପଡ଼ା ଜିଲ୍ଲା ଗସ୍ତରେ ଯାଉଛନ୍ତି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେ ଖରିଆର ରୋଡ଼ରେ ଆୟୋଜିତ ବିଜେଡିର ବିରାଟ ସମାବେଶରେ ଯୋଗ ଦେବେ ଓ ଦଳର ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପକ୍ଷରେ ପ୍ରଚାର କରିବେ। ଗତ…
ବିହାରରେ ପ୍ରଥମ ପର୍ଯ୍ୟାୟ ଭୋଟିଂ: ମହାଗଠବନ୍ଧନ ଓ NDA ମଧ୍ୟରେ ମହାଟକ୍କର
ବିହାରରେ ଆଜି ପ୍ରଥମ ପର୍ଯ୍ୟାୟରେ ୧୮ଟି ଜିଲ୍ଲାର ୧୨୧ଟି ନିର୍ବାଚନମଣ୍ଡଳୀରେ ଭୋଟ ଗ୍ରହଣ ଚାଲିଛି । ପାଟନା, ନାଳନ୍ଦା, ମୁଜାଫରପୁର, ଭାଗଲପୁର ଓ ଲକ୍ଷ୍ମୀସରାଇ ସମେତ ଅନେକ ଜିଲ୍ଲା ଏଥିରେ ଅନ୍ତର୍ଭୁକ୍ତ । ମୋଟ ୩ କୋଟି ୭୫ ଲକ୍ଷ ଭୋଟର ୧ହଜାର ୩୧୪…
ଆସନ୍ତା କାଲି ବିହାରର ପ୍ରଥମ ପର୍ଯ୍ୟାୟ ଭୋଟିଂ…
ବିହାରରେ ଆସନ୍ତା କାଲି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ। ଗତକାଲି ପ୍ରଚାର ସମାପ୍ତ ହେବା ପରେ ଆଜି ସାଇଲେନ୍ସ ପିରିୟଡ୍ ଘୋଷିତ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୧୨୧ଟି ଆସନରେ ପଡ଼ିବ ଭୋଟ। ୧୩୧୪ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ। କେବଳ ପାଟଣା ବିଧାନସଭାରେ ରହିଛନ୍ତି…
କାହିଁକି ବିଜେଡି ଛାଡିଲେ ଅମର ପଟ୍ଟନାୟକ: କଲେ ବଡ଼ ଖୁଲାସା…
ପୂର୍ବତନ ବିଜେଡ଼ି ଏମ୍ପି ଅମର ପଟ୍ଟନାୟକ ଭାଜପାରେ ସାମିଲ, କହିଲେ “ମୋଦିଙ୍କର ଦୃଢ଼ ନେତୃତ୍ୱ ମୋତେ ପ୍ରେରଣା ଦେଇଛି” ପୂର୍ବତନ ବିଜେଡ଼ି ରାଜ୍ୟ ସଭା ଏମ୍ପି ଅମର ପଟ୍ଟନାୟକ ସୋମବାର ଭାଜପାରେ ସାମିଲ ହୋଇ ରାଜନୈତିକ ଜଗତରେ ହଳଚଳ ସୃଷ୍ଟି କରିଛନ୍ତି। ଏହି ସଂଘଟନରେ…
ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀଙ୍କ ପାଇଁ ପ୍ରଚାର ମଇଦାନରେ ନବୀନ ପଟ୍ଟନାୟକ
ନୂଆପଡ଼ାରେ ବିଜେଡି ସୁପ୍ରିମୋ, ନୂଆପଡା ଉପ ନିର୍ବାଚନ ପାଇଁ ମଇଦାନକୁ ଓହ୍ଲାଇଛନ୍ତି ବିରୋଧୀ ଦଳ ନେତା । ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର ମଇଦାନରେ ନବୀନ। ଦିନ ୧୨ଟାରେ ନୂଆପଡ଼ାରେ ପହଞ୍ଚିବା ପରେ ଦଳୀୟ ସଭାକୁ ସମ୍ଭୋଧନ କରିଛନ୍ତି ନବୀନ ପଟ୍ଟନାୟକ…
ନୂଆପଡ଼ାରେ ନିର୍ବାଚନ ତାତି: ବିଜେପିରେ ସାମିଲ୍ ହେବେ ଅମର ପଟ୍ଟନାୟକ !
ନୂଆପଡ଼ାରେ ନିର୍ବାଚନ ତାତି ବଢ଼ୁଛି, ଏବଂ ରାଜନୈତିକ ପରିବର୍ତ୍ତନର ସମ୍ଭାବନାରେ ଚର୍ଚ୍ଚା ଜୋର ଧରିଛି। ବିଜେଡ଼ିର ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଆଜି ବିଜେପିରେ ସାମିଲ ହେବାର ଅନୁମାନ ଲଗାଯାଇଛି। ବିଜେପିର ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଓ…
ନୂଆପଡ଼ା ଉପନିର୍ବାଚନ ପାଇଁ ନକ୍ସଲ ଚ୍ୟାଲେଞ୍ଜ, କଡ଼ା ସୁରକ୍ଷା ବ୍ୟବସ୍ଥା
ନୂଆପଡ଼ା ଉପନିର୍ବାଚନକୁ ନେଇ ନକ୍ସଲ ଚ୍ୟାଲେଞ୍ଜ ଚିନ୍ତାର କାରଣ ହୋଇଛି। ଛତିଶଗଡ଼ ସୀମାକୁ ଲାଗିଥିବା ଏହି ଅଞ୍ଚଳରେ ନକ୍ସଲ ପ୍ରଭାବ ରହିଥିବାରୁ ପୋଲିସ ପ୍ରଶାସନ ସତର୍କ ହୋଇଛି। ଗୁଇନ୍ଦା ସୂଚନା ଅନୁସାରେ ନକ୍ସଲମାନଙ୍କ ଚଳଚଳଏବେ ମଧ୍ୟ ଜାରି ରହିଛି। ନିର୍ବାଚନକୁ ମୁକ୍ତ, ଅବାଧ ଓ…
