ବିହାରରେ ଆଜିଠୁ ନୀତିଶ ସରକାର । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତିଶ କୁମାର । ନୀତିଶଙ୍କୁ ପଦ ଗୋପନୀୟତା ପାଠ କରାଇଛନ୍ତି ରାଜ୍ୟପାଳ । ଦଶମ ଥର ଭାବେ ନୀତିଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି…
Category: ରାଜନୀତି
୧୦ମ ଥର ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର
ବିହାରରେ ନୂଆ ସରକାର ଗଠନ ଲାଗି ପ୍ରସ୍ତୁତି ପ୍ରାୟତଃ ଚୂଡ଼ାନ୍ତ ହୋଇଛି । ଆସନ୍ତା ୨୦ ତାରିଖ ପାଟନାର ଗାନ୍ଧି ମୈଦାନରେ ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଶପଥ ଗ୍ରହଣ ସମାରୋହରେ…
ରାଜନୀତି ଛାଡ଼ିଲେ ରୋହିଣୀ ଆଚାର୍ଯ୍ୟ, ପରିବାର ସହ ବିଛିନ୍ନ କଲେ ସମସ୍ତ ସମ୍ପର୍କ
ବିହାର ବିଧାନସଭା ନିର୍ବାଚନ ହାରିବା ପରେ ଲାଲୁ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି । ଏଥିସହିତ ସେ ତାଙ୍କ ପରିବାର ସହିତ ମଧ୍ୟ ସମସ୍ତ ପ୍ରକାର ସମ୍ପର୍କ ତୁଟାଇଛନ୍ତି । ଏନେଇ ରୋହିଣୀ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି…
ବିହାରରେ ପୁଣି ଏନଡିଏ ସରକାର: ଦଶମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନୀତିଶ କୁମାର
ବିହାରରେ ପୁଣିଥରେ ଏନଡିଏ ସରକାର ଗଠନ ନିଶ୍ଚିତ। ବିଧାନସଭା ନିର୍ବାଚନରେ ଏନଡିଏ ୨୪୩ରୁ ୨୦୨ଟି ଆସନ ଜିତି ଦୃଢ଼ ବିଜୟ ହାସଲ କରିଛି। ସବୁଠାରୁ ବଡ଼ ଦଳ ଭାବରେ ବିଜେପି ୮୯ଟି ଆସନ ପାଇଛି, ଯେତେବେଳେ ଜେଡିୟୁ ୮୫ଟି ଆସନରେ ବାଜିମାତ କରିଛି। ଏପଟେ…
ବିହାରରେ ଭୋଟ ଗଣତି ଆରମ୍ଭ, ଆଜିଅଛି ନିଷ୍ପତ୍ତିର ଦିନ
ବିହାରରେ ଦୁଇ ପର୍ଯ୍ୟାୟ ବିଧାନସଭା ନିର୍ବାଚନର ଫଳାଫଳ ଆଜି (ନଭେମ୍ବର 14) ଘୋଷିତ ହେବ। ସକାଳ 8ଟାରୁ ସମଗ୍ର ରାଜ୍ୟରେ ଭୋଟ ଗଣତି ହୋଇଛି। ପ୍ରଥମେ ପୋଷ୍ଟାଲ ବାଲଟ୍ ଗଣତି ହେଉଛି। 38ଟି ଜିଲ୍ଲାର 46ଟି କାଉଣ୍ଟିଂ ସେଣ୍ଟରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି।…
ଆଜି ନୂଆପଡ଼ା ରେଜଲ୍ଟ ଡେ, ଫଳାଫଳ କହିବ କିଏ ଦଖଲ କରୁଛି ନୂଆପଡ଼ା
ଆଜି ରେଜଲ୍ଟ ଡେ । ଆସିବ ନୂଆପଡ଼ା ଓ ବିହାର ରାୟ । ସବୁ କଳ୍ପନାଜଳ୍ପନାର ଅନ୍ତ ହେବ । କିଛି ସମୟ ପରେ ଆରମ୍ଭ ହୋଇଯିବ ଭୋଟ ଗଣତି । କଡ଼ା ସୁରକ୍ଷା ବଳୟ ଭିତରେ ଭୋଟ ଗଣତି ହେବ । ଜିଲ୍ଲା…
ଆସନ୍ତାକାଲି ନୂଆପଡା ଉପନିର୍ବାଚନ ଭୋଟ ଗଣତି, ପ୍ରସ୍ତୁତି ଚୂଡାନ୍ତ
ନୂଆପଡା ଉପନିର୍ବାଚନର ଭୋଟ ଗଣତି ଆସନ୍ତାକାଲି ହେବ । ଜିଲ୍ଲାପାଳ ସୂଚନା ଦେଇଛନ୍ତି ଯେ ଗଣନା ପ୍ରକ୍ରିୟାକୁ ସ୍ବଚ୍ଛ, ସୁସ୍ଥ ଓ ପାରଦର୍ଶୀ ଭାବରେ ଆୟୋଜନ କରିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି । ନ୍ୟାସନାଲ କଲେଜରେ ଷ୍ଟ୍ରଙ୍ଗରୁମ ମଧ୍ୟରେ ରହିଥିବା ଇଭିଏମ…
ବିହାରରେ ବାଜି ମାରିବ ଏନଡିଏ, ୬ଟି ଏକଜିଟ ପୋଲ ଏନଡିଏ ସପକ୍ଷରେ
ବିହାରରେ ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟ ସରକାର ଗଠନ ପାଇଁ ସ୍ପଷ୍ଟ ଅଗ୍ରଗତିରେ ରହିଛି। ମୋଟ ୬ଟି ଏକଜିଟ ପୋଲ ଆକଳନରେ ଏନଡିଏ ପକ୍ଷରେ ଫଳ ଆସିଛି। ଦୈନିକ ଭାସ୍କର ଅନୁସାରେ, ଏନଡିଏ ୧୪୫ରୁ ୧୬୦ ଆସନ ପାଇପାରେ, ଯେଉଁଠି ମହାଗଠବନ୍ଧନକୁ ୭୩ରୁ ୯୧…
ନୂଆପଡା ଉପନିର୍ବାଚନରେ ଶାନ୍ତିପୂର୍ଣ୍ଣ ଭୋଟିଂ – ସକାଳ ୯ଟା ସୁଦ୍ଧା ୧୪.୯୯% ମତଦାନ
ନୂଆପଡା ଉପନିର୍ବାଚନ ପାଇଁ ଆଜି ଶାନ୍ତିପୂର୍ଣ୍ଣ ଭାବରେ ଭୋଟ ଗ୍ରହଣ ଚାଲିଛି । ସକାଳ ୯ଟା ସୁଦ୍ଧା ୧୪.୯୯ ପ୍ରତିଶତ ଭୋଟ ହୋଇସାରିଛି । ମୋଟ ୩୫୮ଟି ବୁଥରେ ମତଦାନ ଚାଲିଛି । ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ପରିବାର ସହ ସକାଳୁ ସକାଳୁ…
ପୁଣେ ଜମି କିଣା ସ୍କାମରେ ଅଜିତ ପାୱାରଙ୍କ ସଫେଇ ମିଛ ପ୍ରମାଣିତ
ପୁଣେ ଜମି କିଣା ସ୍କାମ ନେଇ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ଘେରିଛି ବିବାଦ। ସେ ନିଜ ସଫେଇ ଦେଇ କହିଥିଲେ ଯେ ଏହି ଜମି କିଣାବିକା ରଦ୍ଦ ହୋଇଛି ଓ ତାଙ୍କ ପୁଅ ପାର୍ଥଙ୍କ ଏଥିରେ ଭୂମିକା ନାହିଁ। କିନ୍ତୁ ପାର୍ଥ ପାୱାରଙ୍କ…
