ନୂଆପଡା ଉପନିର୍ବାଚନକୁ ନେଇ ରାଜନୈତିକ ପରିସ୍ଥିତି ତୀବ୍ର ହୋଇଯାଇଛି । ଗାଁଗାଁରେ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ବନ୍ଦ୍ବିତା ଦେଖାଦେଇଛି । ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଆଦିବାସୀ ସମାଜମାନଙ୍କ ସମର୍ଥନ ମିଳିବା ପରେ ଦଳର ବିଜୟ ଆଶା ଅଧିକ ଜୋରଦାର…
Category: ରାଜନୀତି
ତୁମକେଲା ଘାଟରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
ରାଉରକେଲା: ସେକ୍ଟର-୧୫ ଥାନା ଅଞ୍ଚଳସ୍ଥ ତୁମକେଲା ଘାଟରୁ ଜଣେ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ମୃତକଙ୍କ ପରିଚୟ ମିଳିନଥିବାବେଳେ ବୟସ ପ୍ରାୟ ୨୫ରୁ ୩୫ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି। ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ପୁଲିସ ମୃତଦେହର ପଞ୍ଚନାମା କରି ଆର୍ଜିଏଚ୍ ମର୍ଗକୁ…
ବିଜେଡ଼ି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଆଜି ନାମାଙ୍କନ ପତ୍ର ଦାଖଲ କରିବେ
ନୂଆପଡ଼ା ଉପନିର୍ବାଚନ ପାଇଁ ରାଜନୀତି ଏବେ ସରଗରମ ହୋଇଉଠିଛି। ପ୍ରମୁଖ ତିନି ଦଳ — ବିଜେପି, ବିଜେଡ଼ି ଓ କଂଗ୍ରେସ — ନିଜର ରଣନୀତି ପ୍ରସ୍ତୁତ କରି ନିର୍ବାଚନ ମଇଦାନକୁ ଓହ୍ଲାଇ ପ୍ରଚାରକୁ ଜୋରଦାର କରିଛନ୍ତି। କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଏବଂ ବିଜେପି…
କାର୍ତ୍ତିକ ସୋମବାରରେ ଆଖଣ୍ଡଳମଣି ପୀଠରେ ଭକ୍ତଙ୍କ ଭିଡ଼, ଆଜି ଉଠିବ ମହାଦୀପ
ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାର ଓ ଦୀପାବଳି ଅମାବାସ୍ୟା ହେବାରୁ ଭଦ୍ରକ ଜିଲ୍ଲାର ଆରଡ଼ି ଆଖଣ୍ଡଳମଣି ପୀଠରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ସକାଳୁ ସକାଳୁ ଭକ୍ତମାନେ ବାବାଙ୍କ ଦର୍ଶନ ଓ ପୂଜା-ଅର୍ଚ୍ଚନା ପାଇଁ ପୀଠକୁ ଭିଡ଼ିଛନ୍ତି। କାର୍ତ୍ତିକ ମାସ ହୋଇଥିବାରୁ…
ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେଡିର ତିବ୍ର ପ୍ରସ୍ତୁତି, ନେତାଙ୍କୁ ମିଳିଲା ଦାୟିତ୍ୱ…
ନୂଆପଡ଼ା ଉପନିର୍ବାଚନକୁ ନଜରରେ ରଖି ବିଜେଡି ତିବ୍ର ଗତିରେ କାମ ଆରମ୍ଭ କରିଛି। ପାର୍ଟି ସଭାପତି ନବୀନ ପଟ୍ଟନାୟକ ନିଜେ ବିଭିନ୍ନ ବ୍ଲକ ଓ ଏନଏସି ପାଇଁ ଦାୟିତ୍ୱ ବଣ୍ଟନ କରିଛନ୍ତି। ନୂଆପଡ଼ା ବ୍ଲକ ପାଇଁ ୧୮ ଜଣ ନେତାଙ୍କୁ ଓ ନୂଆପଡ଼ା ଏନଏସି…
ରାସ୍ତା ନିର୍ମାଣ ଓ ମରାମତି ଦାବିରେ ୧୦ ଘଣ୍ଟିଆ ବନ୍ଦ
ତାଳଚେର: ତାଳଚେର ନୂଆଁ ବଲଣ୍ଡା ଠାରେ ରାସ୍ତା ନିର୍ମାଣ ଓ ମରାମତି ଦାବିରେ କଣିହାଁ ବିଜୁ ଜନତା ଦଳ ପକ୍ଷରୁ ୧୦ ଘଣ୍ଟିଆ ଅର୍ଥନୈତିକ ଅବରୋଧ ଡାକାରା ଦିଆଯାଇଛି । ସକାଳ ୮ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଉକ୍ତ ରାସ୍ତାରେ ଭାରି…
ଗାଁରେ ପଶି ଦୁଇଜଣ ମହିଳାଙ୍କୁ କାମୁଡୁଲା ବିଲୁଆ
ଏରସମା,: ଏରସମା ବ୍ଲକ ଅନ୍ତର୍ଗତ ବାମଦେଇପୁର ପଞ୍ଚାୟତ କଙ୍କରଦିଆ ଗ୍ରାମରେ ୨ ଜଣ ମହିଳା ଙ୍କୁ ବିଲୁଆ ଆକ୍ରମଣ କରିଥିବା ବେଳେ ଜଣେ ପୁରୁଷ ବିଲୁଆ ଆକ୍ରମଣରୁ ଅଳ୍ପକେ ବତ୍ତୀ ଯାଇଥିଲେ।ସୂଚନାଯୋଗ୍ୟା କି ସଂଧ୍ୟା ସମୟରେ କଙ୍କରଦିଆ ଗ୍ରାମର ପୁଷ୍ପଲତା ପ୍ରଧାନ ନିଜର ବାଡି…
ନୂଆପଡ଼ା ଉପ ନିର୍ବାଚନ ପାଇଁ ମନୋଜ ମିଶ୍ର ହେବେ କି ବିଜେଡି ପ୍ରାର୍ଥୀ ?
ନୂଆପଡ଼ା ଉପ ନିର୍ବାଚନ ପାଇଁ ବିଜେଡିରୁ କିଏ ହେବେ ପ୍ରାର୍ଥୀ । ୪ରୁ ୫ ଜଣଙ୍କ ନାଁ ତାଲିକାଭୁକ୍ତ ହୋଇଥିବା ଜଣାପଡିଛି । ମନୋଜ ମିଶ୍ର ପ୍ରାର୍ଥୀ ହେବା ନେଇ କଳ୍ପନାଜଳ୍ପନା ଲାଗି ରହିଛି । ତେବେ ବର୍ତ୍ତମାନ ସୁଦ୍ଧା ବିଜେଡି କୌଣସି ନିଷ୍ପତ୍ତି…
ନୂଆପଡ଼ା ଉପନିର୍ବାଚନ ବିଜ୍ଞପ୍ତି ଆଜି, ନଭେମ୍ବର ୧୧ରେ ଭୋଟ
ନୂଆପଡ଼ା ଉପନିର୍ବାଚନ ପାଇଁ ଆଜି ବିଧିବଦ୍ଧ ଭାବେ ନିର୍ବାଚନ କମିଶନ ବିଜ୍ଞପ୍ତି ପ୍ରକାଶ କରିବ। ଏହା ପରେ ଆରମ୍ଭ ହେବ ନାମାଙ୍କନ ପ୍ରକ୍ରିୟା, ଯାହା ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ୨୧ ତାରିଖରେ ନାମାଙ୍କନ ଯାଞ୍ଚ ଏବଂ ୨୩ ତାରିଖ ସୁଦ୍ଧା ପ୍ରତ୍ୟାହାର…
୧୦୦ ପ୍ରତିଶତ ଟାରିଫକୁ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଫୁ
ଆମେରିକାର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ଦ୍ୱାରା ଚୀନ ବିରୋଧରେ ୧୦୦ ପ୍ରତିଶତ ଟାରିଫ ଲାଗୁ କରାଯାଇଥିବାକୁ ନେଇ ଚୀନ ତିବ୍ର ଅସନ୍ତୋଷ ପ୍ରକାଶ କରିଛି। ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଏହାକୁ “ଦୋମୁହାଁ ନୀତି” ବୋଲି କହି ଟ୍ରମ୍ପଙ୍କୁ ଆକ୍ରମଣ କରିଛନ୍ତି। ସେ କହିଛନ୍ତି…

