ଓଡ଼ିଶା ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନର ସଙ୍କେତ ମିଳିଛି। ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍ ନୂଆ ଆଞ୍ଚଳିକ ଦଳ ଗଠନ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ଆଗାମୀ ମାର୍ଚ୍ଚ ମାସ ଶେଷ ସୁଦ୍ଧା ରାଜ୍ୟରେ ଏହି ନୂଆ…
Category: ରାଜନୀତି
ବିଜେପି କାର୍ଯ୍ୟାଳୟରେ ବଡ଼ ହଲଚଲ୍: ଆଜି ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସଭାପତିଙ୍କ ବଡ଼ ଘୋଷଣା
ଓଡ଼ିଶା ରାଜନୀତିରେ ଆଜି ଏକ ବଡ଼ ଧରଣର ଗତିବିଧି ଦେଖିବାକୁ ମିଳିଛି। ରାଜ୍ୟ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରେସ୍ ମିଟ୍କୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏବଂ ରାଜ୍ୟ ସଭାପତି…
ଥାନା ସମ୍ମୁଖରେ ହତ୍ୟା, ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ୍
ତାଳଚେର: ତାଳଚେର ଥାନା ନିକଟରେ ଜଣେ ବ୍ୟକ୍ତିଙ୍କ ବେକକୁ ପେଚକସରର ଆକ୍ରମଣ କରି ହତ୍ୟା କରାଯାଇଛି । ମୃତକ ଜଣକ ହେଲେ ତାଳଚେର ଟାଉନ ଅଞ୍ଚଳର ସନ୍ତୋଷ ମହାପାତ୍ର । ହତ୍ୟାକାରୀ ଚଗଲା ଅମାନ୍ତଙ୍କୁ ତାଳଚେର ପୋଲିସ ଅଟକ ରଖି ଅଧିକ ତଦନ୍ତ ଜାରି…
କୋଇଲା ଖଣି ସର୍ଭେ କାର୍ଯ୍ୟକୁ ନେଇ ସପକ୍ଷ ବାଦୀ ଓ ବିପକ୍ଷ ବାଦୀ ମୁହାଁମୁହିଁ
ତାଳଚେର : ତାଳଚେର ଭୁବନେଶ୍ବରୀ କୋଇଲା ଖଣି ଦ୍ବାରା ଅରଖପାଳ ଗ୍ରାମକୁ ଏମ୍ସିଏଲ୍ ଦ୍ବାରା ହେବାକୁ ଥିବା ସର୍ଭେ କାର୍ଯ୍ୟକୁ ଆଜି ଗ୍ରାମବାସୀ ବିରୋଧ କରିଛନ୍ତି। ଗ୍ରାମର ସପକ୍ଷ ବାଦୀ ଓ ବିପକ୍ଷ ବାଦୀ ଦୁଇଟି ଗୋଷ୍ଠୀ ମଧ୍ୟରେ ଖଣି କାର୍ଯ୍ୟ ସର୍ଭେକୁ ନେଇ…
ଥର୍ମାଲ ଡ଼ିଏଭି ପବ୍ଲିକ ସ୍କୁଲରେ ବୃହତ ପ୍ରଦର୍ଶନୀ ଓ ପୁସ୍ତକ ମେଳା
ତାଳଚେର : ତାଳଚରେ ଥର୍ମାଲ ଡିଏଭି ପବ୍ଲିକ ସ୍କୁଲରେ ବୃହତ ବିଜ୍ଞାନ, ସାମାଜିକ ବିଜ୍ଞାନ, ଭାଷା ଓ ଗଣିତ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଏନଟିପିସି ଟିଟିପିଏସର ସିଜିଏମ ବିଜୟ ଚାନ୍ଦ ଦୀପ ପ୍ରଜ୍ଜ୍ବଳନ କରି ପ୍ରଦର୍ଶନୀ ଓ ପୁସ୍ତକ ମେଳାର ଉଦଘାଟନ…
ଗାନ୍ଧୀ ପରିବାରରୁ ଆସିଲା ଖୁସି ଖବର, ବିବାହ କରିବେ ରାହୁଲଙ୍କ ଭଣଜା ରେହାନ
ଗାନ୍ଧୀ ପରିବାରରୁ ଆସିଲା ଖୁସି ଖବର । କଂଗ୍ରେସ ମହାସଚିବ ତଥା ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କ ଘରେ ବାଜିବ ସାହାନାଇ । ପ୍ରିୟଙ୍କା ଏବଂ ତାଙ୍କ ଶିଳ୍ପପତି ସ୍ୱାମୀ ରବର୍ଟ ଭଦ୍ରାଙ୍କ ପୁଅ ରେହାନ ଭଦ୍ରାଙ୍କର ବାହାଘର ହେବାକୁ ଯାଉଛି । ଦୀର୍ଘ…
ପ୍ରତିଷ୍ଠା ଦିବସ ପରେ ବିଜେଡି କଲା ବଡ଼ ଘୋଷଣା
ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ କରିଛନ୍ତି। ଏହି ଜିଲାଗୁଡ଼ିକ ମଧ୍ୟରେ ସୁନ୍ଦରଗଡ଼, କେନ୍ଦୁଝର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଗଜପତି, ଅନୁଗୋଳ, ମାଲକାନଗିରି, ସୋନପୁର, ଝାରସୁଗୁଡ଼ା ଏବଂ…
ବିଜେଡିରେ କିଏ ସେ ‘ଶକ୍ତି ନାନୀ’? ଶ୍ରୀମୟୀଙ୍କ କବିତାରେ ବଡ଼ ଖୁଲାସା!
ବିଜେଡିରୁ ବହିଷ୍କାର ହେବା ପରେ ମହିଳା ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ଏବେ ଓଡ଼ିଶା ରାଜନୀତିରେ ଏକ ନୂଆ ବିବାଦ ସୃଷ୍ଟି କରିଛି। ସେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଆକ୍ରମଣ ନକରି, ପୂର୍ବତନ ପ୍ରଶାସକ କାର୍ତ୍ତିକେୟ ପାଣ୍ଡିଆନ ଓ ତାଙ୍କ…
ବିଧାୟକଙ୍କ ଦରମା ବୃଦ୍ଧି ମାମଲା, ଆବେଦନକୁ ଗ୍ରହଣ କଲେନି ହାଇକୋର୍ଟ
ବିଧାୟକଙ୍କ ଦରମା ବୃଦ୍ଧି ମାମଲା। ହାଇକୋର୍ଟରେ ଗ୍ରହଣ ହେଲାନି ଆବେଦନ । AG ପୀତାମ୍ବର ଆଚାର୍ଯ୍ୟଙ୍କ ଦୃଢ ଯୁକ୍ତି ପରେ ଗ୍ରହଣ କଲେନି ହାଇକୋର୍ଟ । ପ୍ରିମାଚ୍ୟୁର କହି ମାମଲାକୁ ଗ୍ରହଣ କଲେନି ହାଇକୋର୍ଟ । ବିଧିବଦ୍ଧ ବିଜ୍ଞପ୍ତି ହୋଇନଥିବା ଦର୍ଶାଇ ମାମଲା ଗ୍ରହଣୀୟ…
