Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Category: ଅପରାଧ

ଫାୟାରିଂସମ୍ବଲପୁରରେ ଫାୟାରିଂ , ଆହତ ନାବାଳକ ମେଡିକାଲରେ ଭର୍ତ୍ତି

Posted on January 11, 2026

ସମ୍ବଲପୁରରେ ଫାୟାରିଂ । ୮ବର୍ଷର ନାବାଳକ ଦେହରେ ବାଜିଛି ଗୁଳି । ସମ୍ବଲପୁର ସଦର ଥାନା ମିର୍ଗାମୁଣ୍ଡାରେ ଗୁଳିକାଣ୍ଡ ହୋଇଛି । ଏୟାର ଗନ୍ ରେ ଜଣେ ଯୁବକ ଫାୟାରିଂ କରିବାରୁ ଜଣେ ୮ବର୍ଷର ନାବାଳକ ଦେହରେ ଗୁଳି ବାଜିଛି । ତାଙ୍କୁ ମେଡିକାଲରେ…

ଥାନା ସମ୍ମୁଖରେ ହତ୍ୟା, ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ୍‌

Posted on January 3, 2026

ତାଳଚେର: ତାଳଚେର ଥାନା ନିକଟରେ ଜଣେ ବ୍ୟକ୍ତିଙ୍କ ବେକକୁ ପେଚକସରର ଆକ୍ରମଣ କରି ହତ୍ୟା କରାଯାଇଛି । ମୃତକ ଜଣକ ହେଲେ ତାଳଚେର ଟାଉନ ଅଞ୍ଚଳର ସନ୍ତୋଷ ମହାପାତ୍ର । ହତ୍ୟାକାରୀ ଚଗଲା ଅମାନ୍ତଙ୍କୁ ତାଳଚେର ପୋଲିସ ଅଟକ ରଖି ଅଧିକ ତଦନ୍ତ ଜାରି…

କୋଇଲା ଖଣି ସର୍ଭେ କାର୍ଯ୍ୟକୁ ନେଇ ସପକ୍ଷ ବାଦୀ ଓ ବିପକ୍ଷ ବାଦୀ ମୁହାଁମୁହିଁ

Posted on January 2, 2026

ତାଳଚେର : ତାଳଚେର ଭୁବନେଶ୍ବରୀ କୋଇଲା ଖଣି ଦ୍ବାରା ଅରଖପାଳ ଗ୍ରାମକୁ ଏମ୍‌ସିଏଲ୍‌ ଦ୍ବାରା ହେବାକୁ ଥିବା ସର୍ଭେ କାର୍ଯ୍ୟକୁ ଆଜି ଗ୍ରାମବାସୀ ବିରୋଧ କରିଛନ୍ତି। ଗ୍ରାମର ସପକ୍ଷ ବାଦୀ ଓ ବିପକ୍ଷ ବାଦୀ ଦୁଇଟି ଗୋଷ୍ଠୀ ମଧ୍ୟରେ ଖଣି କାର୍ଯ୍ୟ ସର୍ଭେକୁ ନେଇ…

ସିସିଟିଭିରେ କଏଦ ହେଲା ଚୋରି ବେଳର ଚିତ୍ର, ଚାରି ଦୁର୍ବୃତ୍ତ ଘର ଭିତରେ ପଶି…

Posted on December 29, 2025

ସିସିଟିଭିରେ କଏଦ ହେଲା ଚୋରି ବେଳର ଚିତ୍ର । ଚାରି ଦୁର୍ବୃତ୍ତ ଘର ଭିତରେ ପଶି ଚୋରି କରୁଥିବାର ଚିତ୍ର ସାମ୍ନାକୁ ଆସିଛି । ମୋଟ ପାଞ୍ଚ ଜଣ ଦୃବୃତ୍ତ ଚୋରି କରିବାକୁ ଆସିଥିବା ବେଳେ ଚାରିଜଣ ଦୃବୃତ୍ତ ଘର ଭିତରେ ଚୋରି କରୁଥିବା…

ବାଲେଶ୍ୱର ହୋଟେଲରେ ଯୁବକଙ୍କ ରହସ୍ୟମୟ ମୃତ୍ୟୁ; କୁଆଡ଼େ ଗଲେ ସେହି ରହସ୍ୟମୟୀ ମହିଳା?

Posted on December 28, 2025

ବାଲେଶ୍ୱର ସହରର ଏକ ହୋଟେଲରେ ଯୁବକଙ୍କ ମୃତ୍ୟୁ ଘଟଣା ଏବେ ନୂଆ ମୋଡ଼ ନେଇଛି। ସହଦେବଖୁଣ୍ଟା ସ୍ଥିତ ‘ହୋଟେଲ ସୁରଜ’ରୁ ଆକାଶ ମହାନ୍ତ ନାମକ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହେବା ପରେ, ଘଟଣାସ୍ଥଳରୁ ଜଣେ ମହିଳା ନିଖୋଜ ଥିବା ଜଣାପଡ଼ିଛି। ସେହି ରହସ୍ୟମୟୀ…

ବିନିକାରେ ଅଭାବନୀୟ ଘଟଣା: ୧୧ ଦିନ ପରେ ମାଟି ତଳୁ ମିଳିଲା ନିଖୋଜ ଶ୍ରମିକଙ୍କ ମୃତଦେହ, ୫ ଅଟକ

Posted on December 28, 2025

ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗତ ୧୧ ଦିନ ଧରି ନିଖୋଜ ଥିବା ଜଣେ ଶ୍ରମିକଙ୍କ ମୃତଦେହ ମାଟି ତଳୁ ପୋତା ହୋଇଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଉଛନ୍ତି ଗୁଲାପଡା ଗ୍ରାମର ପ୍ରକାଶ ମହାନ୍ତି।…

ନାବାଳିକାଙ୍କୁ ମିଠେଇ ଦେଇ ଦୁଷ୍କର୍ମ ଉଦ୍ୟମ , ଶିକ୍ଷକ ଗିରଫ

Posted on December 27, 2025

ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରି ଶିକ୍ଷକ ଗିରଫ । ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅଞ୍ଚଳର ଜଣେ ୧୧ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ । ଘର ପାଖ ଦୋକାନକୁ ଯାଇଥିବା ବେଳେ ଜଣେ ଶିକ୍ଷକ ମିଠେଇ ଖାଇବାକୁ ଦେଇ ଦୁଷ୍କର୍ମ ଉଦ୍ୟମ କରିଥିବା ପୀଡ଼ିତାଙ୍କ…

 ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ମାମଲାର ଅଭିଯୁକ୍ତ ଗିରଫ 

Posted on December 24, 2025

ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ମାମଲାର ଅଭିଯୁକ୍ତ ଗିରଫ । ମୁଖ୍ୟ ଅଭିଯୁକ୍ତକୁ ସତ୍ୟବ୍ରତ ଦାସକୁ ଗିରଫ କଲା ପୋଲିସ । ଜଗତସିଂହପୁରରେ ଶ୍ବଶୁର ଘରେ ଲୁଚି ରହିଥିଲା ଅଭିଯୁକ୍ତ । ପୋଲିସର ସ୍ବତନ୍ତ୍ର ଟିମ୍ ଚଢାଉ କରି ଗିରଫ କରିଛି । ଅଭିଯୁକ୍ତର…

ବ୍ୟାଙ୍କ ଅକ୍ସନ ଜମି ଜାଲିଆତି ମାମଲାରେ ସେଲ୍ସ ମ୍ୟାନେଜର ଗିରଫ…

Posted on December 23, 2025

ଧରାପଡ଼ିଲା ଧ୍ରୁତ ସେଲ୍ସ ମ୍ୟାନେଜର । ଘରୋଇ ଫାଇନାନ୍ସ କମ୍ପାନୀର ସେଲସ ମ୍ୟାନେଜର ରାମ ନାରାୟଣ ବଳ ଗିରଫ । ବ୍ୟାଙ୍କ ଅକ୍ସନ ଜମି ଜାଲିଆତି ମାମଲାରେ ଭଦ୍ରକ ନିଳାଦ୍ରୀ ବିହାରରୁ ରାମ ନାରାୟଣକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ EOW ଟିମ୍ । ଅଭିଯୁକ୍ତକୁ…

ରାସ୍ତା ମଝିରେ ପ୍ରେମିକାଙ୍କୁ ଗୋଡ଼ାଇ ପିଟିଲେ ପ୍ରେମିକ…

Posted on December 22, 2025

ପ୍ରେମିକା ମୋବାଇଲ୍‌ ନ ଦେଖାଇବାରୁ ପ୍ରେମିକ ମୁଣ୍ଡକୁ ପିତ୍ତ ଚଢ଼ିଗଲା। ରାସ୍ତା ମଝିରେ ପ୍ରେମିକାଙ୍କୁ ଗୋଡ଼ାଇ ପିଟିଲେ। ଏଭଳି ଘଟଣା ଇନ୍‌ଫୋଭ୍ୟାଲି ଥାନା ପିତାପଲ୍ଲୀ ଛକରେ ଦେଖିବାକୁ ମିଳିଛି। ପ୍ରେମିକାଙ୍କ ଅଭିଯୋଗ ଆଧାରରେ ପୋଲିସ ପ୍ରେମିକଙ୍କୁ ବାନ୍ଧିଛି। ପ୍ରେମିକ ଏକ ମୋବାଇଲ୍‌ ଦୋକାନରେ କାମ…

Posts pagination

Previous 1 2 3 4 … 22 Next

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme