Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଘନ କୁହୁଡି ଯୋଗୁଁ ଓଭର ବ୍ରିଜ ଉପରେ ସିରିଜ ଦୁର୍ଘଟଣା…

Posted on December 24, 2025

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ୫୩ ନଂ ଜାତୀୟ ରାଜପଥର ମାଳପୁରା ଗାଁ ଓଭର ବ୍ରିଜ ଉପରେ ଘନ କୁହୁଡି ଯୋଗୁଁ ସିରିଜ ଦୁର୍ଘଟଣା ହୋଇଛି। ୪ ଟି ଟ୍ରକ ପରସ୍ପର ପଛକୁ ପଛ ଧକ୍କା ହୋଇଛନ୍ତି। ଯଦିଓ କେହି ମୃତାହତ ହୋଇନାହାନ୍ତି। ତେବେ ୩ ଜଣ ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି। ସେପଟେ ସିରିଜ ଦୁର୍ଘଟଣା ଯୋଗୁଁ ଯାତାୟାତରେ ବାଧା ସୃଷ୍ଟି ହୋଇଛି। ସୁଚନା ମୁତାବକ ଗତକାଲି ଠାରୁ ସେହି ରାସ୍ତା ଉପରେ ଦୁଇଟି ପାଉଁଶ ବୋଝେଇ ଟ୍ରକ ଦୁର୍ଘଟଣା ହୋଇଥିଲା। ଫଳରେ ଆଜିର ଘନ କୁହୁଡି ଯୋଗୁ ଆଜି ଆଉ ଦୁଇଟି ପାଉଁଶ ବୋଝେଇ ଟ୍ରକ ସେହି ଦୁର୍ଘଟଣା ଦୁୁଇ ଟ୍ରକ ପଛକୁ ପଛ ଧକା ହୋଇଛି। ଘଟଣାସ୍ଥଳରେ କାମାକ୍ଷାନଗର ପୋଲିସ ପହଞ୍ଚି ଯାତାୟତ ପାଇଁ ବ୍ୟବସ୍ଥା କରୁଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme