Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଖବର ପ୍ରସାରଣ ପରେ ଆକ୍ସନ ଦେଖାଇଛି ଭୁବନେଶ୍ୱର ମହାନଗର ନିଗମ।

Posted on November 23, 2025

ଖବର ପ୍ରସାରଣ ପରେ ଆକ୍ସନ ଦେଖାଇଛି ଭୁବନେଶ୍ୱର ମହାନଗର ନିଗମ। ଢେଙ୍କାନାଳରେ BMC ଅଳିଆ ପଡିବା ଏବଂ ପରିବେଶ ପ୍ରଦୂଷଣକୁ ନେଇ ଆମ ପ୍ରତିନିଧି ଗ୍ରାଉଣ୍ଡ ଜିରୋରୁ ଖବର ପ୍ରସାରଣ କରିଥିଲେ। ଯେଉଁ ଖବର ପ୍ରସାରଣ ପରେ BMC ର ଚିଠି ସଂଖ୍ୟା 58697 ଅନୁଯାୟୀ ଡାଲମିଆ ସିମେଣ୍ଟ ଲିମିଟେଡ଼ କମ୍ପାନୀକୁ ୧ ଲକ୍ଷ ଟଙ୍କାର ଜୋରିମନା ସହ ଏକ ସୋ-କଜ ନୋଟିସ ହୋଇଛି। ଯାହା ତିନି ଦିନ ମଧ୍ୟରେ ଉତ୍ତର ତଳବ ରଖିବାକୁ BMC କମିଶନର ଚିଠି କରିଛନ୍ତି। ନଚେତ ଏ ନେଇ ସମ୍ପୃକ୍ତ କମ୍ପାନୀ ବିରୋଧରେ FIR ଦର୍ଜ ହେବ। ସୂଚନା ଥାଉକି, BMC ଅଳିଆକୁ ରାଜାଗାଙ୍ଗପୁର ର ଡାଲମିଆ ସିମେଣ୍ଟ ପରିବହନ କରିବାକୁ ଅନୁମତି ପାଇଛି। ତେବେ କମ୍ପାନୀର ସୁବିଧା ପାଇଁ ଅଳିଆ ଗାଡି ଗୁଡିକ ଜାତୀୟ ରାଜପଥରେ ନଯାଇ ଢେଙ୍କାନାଳ -କାମାକ୍ଷାନଗର ପୂର୍ତ୍ତ ବିଭାଗ ରାସ୍ତାରେ ଅଳିଆ ପରିବହନ କରି ଆସୁଛି। ଫଳରେ କାମାକ୍ଷାନଗର -ଢେଙ୍କାନାଳ ରାସ୍ତାରେ କୁଢ଼ କୁଢ଼ ଅଳିଆ ପଡିଥିବା ନଜର ଅନ୍ତର୍ଭୁକ୍ତ ହୋଇଥିଲା। ସବୁଠାରୁ ବଡ଼ କଥା ଯେ, ଦୁର୍ଗନ୍ଧରେ ଅଞ୍ଚଳ ଫାଟି ପଡୁଥିଲା। ଗୋଟିଏ ପଟେ କମ୍ପାନୀ କର୍ତ୍ତୃପକ୍ଷ ଅଳିଆ ପରିବହନ SOP କୁ ଅନୁପାଳନ କରୁନଥିବା ମେୟର ସ୍ପଷ୍ଟ କରିଥିଲେ। ଯାହାକୁ ନେଇ BMC ପକ୍ଷରୁ ଡାଲମିଆ ସିମେଣ୍ଟ କମ୍ପାନୀ ଉପରେ ଆକ୍ସନ ନିଆଯାଇଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଲକ୍ଷ୍ମୀ ବସ୍ ଚଳାଚଳକୁ ଘରୋଇ ବସ୍ ମାଲିକ ସଂଘର  ବିରୋଧ
  •  
  • ଦୁଇ ଗୋଷ୍ଠୀ ମୁହାଁମୁହିଁ , ୬ ଗିରଫ
  • ୩୧ରେ ଛତିଶଗଡ଼ ଯିବ ମହାନଦୀ କମିଟି
  • ମିଳିଲା ୨.୨୧ ଲକ୍ଷ କିଲୋ ସୁନା,୪ ଭିନ୍ନ ଭିନ୍ନ ସ୍ଥାନରେ ସୁନା ଖଣି ଠାବ

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (197)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (51)
  • ଦେଶ ବିଦେଶ (466)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (112)
  • ରାଜ୍ୟ (1,503)
  • ସ୍ପେଶାଲ୍ ରିପୋର୍ଟ (263)
©2026 JBR Samachar | Design: Newspaperly WordPress Theme