Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ସୁନା ଚୋରି ମହିଳା ଗ୍ୟାଙ୍ଗକୁ ଧରିଲା ପୋଲିସ। ସୁନା ମାଳ ଗୁନ୍ଥିବା ନାଁରେ କରୁଥିଲେ ଲୁଟ।

Posted on November 15, 2025

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଞ୍ଚଳରୁ ଏକ ବଡ଼ ଧରଣର ସୁନା ଚୋରି ମହିଳା ଗ୍ୟାଙ୍ଗକୁ ଧରିଛି ପରଜଙ୍ଗ ପୋଲିସ। ଛତିଶଗଡରୁ ଆସି ଓଡ଼ିଶାର ବିଭିନ୍ନ ଅଂଚଳକୁ ଯାଇ କରୁଥିଲେ ସୁନା ଅଳଙ୍କାର ଲୁଟ। ଏପରିକି ପରଜଙ୍ଗ ଗାଁର ଅନିତା ଗଡ଼ନାୟକଙ୍କର ଏକ ସୁନା ମାଳକୁ ଗୁନ୍ଥିବା ପାଇଁ ନେଇ ଅରିଜିନାଲ ସୁନା ବଦଳରେ ଡୁପ୍ଳିକେଟ ସୁନା ମାଳ ଦେଇଥିଲେ ମହିଳା ଚୋର ଗ୍ୟାଙ୍ଗ। ଯାହାକୁ ନେଇ ଅନିତାଙ୍କର ସନ୍ଦେହ ଜାତ ହେବାରୁ ସେ ପୋଲିସର ଦ୍ୱାରସ୍ତ ହୋଇଥିଲେ। ଆଉ ୟା ଭିତରେ ସାମ୍ନାକୁ ଆସିଛି ସୁନା ମାଳ ଗୁନ୍ଥିବା ନାଁରେ କିପରି ମହିଳା ମାନେ ସୁନା ଅଳଙ୍କାର ଲୁଟ କରୁଥିଲେ। ଯାହାକୁ ନେଇ ଅଭିଯୋଗ ପରେ ଛତିଶଗଡର ୪ ଜଣ ମହିଳାଙ୍କୁ ଅଟକ ରଖି ଅଧିକ ତଦନ୍ତ ଆରମ୍ଭ କରିଦେଇଛି ପରଜଙ୍ଗ ପୋଲିସ। ସେପଟେ ଏପରି ଅଚିହ୍ନା ଅଜଣା ଲୋକଙ୍କ ଠାରୁ ଦୁରେଇ ରହିବାକୁ ପୋଲିସ ପକ୍ଷରୁ ସଚେତନ କରାଯାଇଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଟ୍ରକ୍ ସହ ଧକ୍କା ହେଲା ସ୍କୁଟି, ଦୁଇ ମହିଳା ଆହତ
  • ହାତୀ ଛୁଆକୁ ନେଉନି ମାଆ, ମଣିଷ ଛୁଇଁଥିବା ଭାବି ଦଳକୁ ଫେରିପାରୁନି ହାତୀ ଛୁଆ
  • ଅଧିବେଶନ ପୂର୍ବରୁ ମୋଦୀ କହିଲେ, ‘ଏହା ବିଜୟର ଅହଙ୍କାର କିମ୍ବା ନାଟକ କରିବାର ସ୍ଥାନ ନୁହେଁ’
  • କମିବ ଥଣ୍ଡାର ପ୍ରକୋପ; ଆଗାମୀ ୪ଦିନ ବଢିବ ରାତି ତାପମାତ୍ରା
  • ଭୟଙ୍କର ବାତ୍ୟା ‘ସେନ୍ୟାର’ର ତାଣ୍ଡବ: ଦକ୍ଷିଣ-ପୂର୍ବ ଏସିଆରେ ୬ଶହ ଜୀବନହାନି

Recent Comments

No comments to show.

Calender

December 2025
M T W T F S S
1234567
891011121314
15161718192021
22232425262728
293031  
« Nov    

Categories

  • Uncategorized (76)
  • ଅପରାଧ (153)
  • ଏକ୍ସକ୍ଲୁସିଭ୍ (21)
  • ଖେଳ (33)
  • ଦେଶ ବିଦେଶ (284)
  • ଭିଡିଓ (6)
  • ମନୋରଞ୍ଜନ (24)
  • ରାଜନୀତି (60)
  • ରାଜ୍ୟ (905)
  • ସ୍ପେଶାଲ୍ ରିପୋର୍ଟ (150)
©2025 JBR Samachar | Design: Newspaperly WordPress Theme