Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ମହାନଦୀରେ ୨୦ହଜାର ବୋଇତ ଭସାଇଲେ ଶ୍ରଦ୍ଧାଳୁ

Posted on November 5, 2025

ଚଳିତ ବର୍ଷ କଟକ ଜିଲ୍ଲା ପ୍ରଶାସନ ଦ୍ବାରା କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମହାନଦୀରେ ନିଆରା ଢଙ୍ଗରେ ଡଙ୍ଗା ଭସା ଯାଇଛି । ​​​​​​​ବୁଧବାର ସକାଳ ୯ଟାରେ ଗଡ଼ଗଡ଼ିଆ ଘାଟରେ ଏକକାଳୀନ ୨୦ହଜାର ଶାଳପତ୍ରରେ ପ୍ରସ୍ତୁତ ସବୁଜ ବୋଇତ ଭାସାଯାଇଥିଲା।

ଏହାକୁ ଅତିରିକ୍ତ ଜିଲ୍ଲାପାଳ ଶିବ ଟପୋ ଉଦଘାଟନ କରିଥିବା ବେଳେ କଟକ ସହରର ବହୁ ସ୍କୁଲ, କଲେଜ ଓ ସ୍ୱେଚ୍ଛାସେବୀ ସଂଗଠନ ସଦସ୍ୟମାନେ ମଧ୍ୟ ଭସାଇଥିଲେ।

ଜିଲ୍ଲା ପ୍ରଶାସନ ଦ୍ବାରା ମୟୂରଭଞ୍ଜର ଠାକୁରମୁଣ୍ଡାରୁ ୨୦ହଜାରରୁ ଅଧିକ ଶାଳପତ୍ର ଅଣାଯାଇଥିଲା । ପରିବେଶ ସୁରକ୍ଷା ସହିତ ପାରମ୍ପରିକ ଉପାୟରେ ତିଆରି କରୁଥିବା ଗୋଷ୍ଠୀକୁ ପ୍ରୋତ୍ସାହନ ପ୍ରଦାନ କରିବା ପ୍ରଶାସନର ଲକ୍ଷ୍ୟ ଥିଲା।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme