Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

SI ନିଯୁକ୍ତି ଦୁର୍ନୀତି ,୧୧୪ ପରୀକ୍ଷାର୍ଥୀ ମୁକ୍ତ, ବ୍ରହ୍ମପୁର କୋର୍ଟର ଫାଇନାଲ୍ ରାୟ

Posted on October 29, 2025

ବ୍ରହ୍ମପୁର ସ୍ବତନ୍ତ୍ର କୋର୍ଟ SI ନିଯୁକ୍ତି ପରୀକ୍ଷା ଦୁର୍ନୀତି ମାମଲାରେ ୧୧୪ ପରୀକ୍ଷାର୍ଥୀଙ୍କୁ ଜାମିନ ମଞ୍ଜୁର କରିଛି। ପ୍ରତ୍ୟେକ ପରୀକ୍ଷାର୍ଥୀ ପାଇଁ ୫୦ ହଜାର ଟଙ୍କା ବଣ୍ଡ ଓ ଦୁଇଜଣ ଜାମିନଦାର ଦ୍ୱାରା ଜାମିନ ମଞ୍ଜୁର ହୋଇଛି।

ଗତ ୩୦ ତାରିଖରେ, ଆନ୍ଧ୍ରପ୍ରଦେଶର ବିଜୟନଗର ଅଭିମୁଖେ ୩ ବସରେ ଯାଉଥିବା ପରୀକ୍ଷାର୍ଥୀଙ୍କୁ ଶ୍ରୀକାକୁଲମ ରାସ୍ତାରୁ ଉଦ୍ଧାର କରି ଗୋଳନ୍ଥରା ଥାନା ଫେରାଇ ଆଣିଥିଲା ବ୍ରହ୍ମପୁର ଜିଲ୍ଲା ପୋଲିସ । ସେମାନେ ଟଙ୍କା ଦେଇ ଅସଦ ଉପାୟରେ ଚାକିରୀ ପାଇବା ପାଇଁ ଉଦ୍ୟମ କରିଥିବା ପୋଲିସ ଜାଣିବା ପରେ ୩ଦଲାଲଙ୍କ ସହ ୧୧୪ ଜଣ ପରୀକ୍ଷାର୍ଥୀଙ୍କୁ ଗୋଳନ୍ଥରା ଥାନା ପୋଲିସ ଗତ ୧ ତାରିଖରେ ଗିରଫ କରି ଜେଲ ପଠାଇଥିଲା ।

ଅନ୍ୟପଟେ ପୋଲିସ ଗିରଫ ପରୀକ୍ଷାର୍ଥୀଙ୍କ ବିରୋଧରେ କୌଣସି ତଥ୍ୟ ପ୍ରଦାନ କରି ନପାରିବାରୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି ବୋଲି ସେମାନଙ୍କ କେସ ଲଢ଼ୁଥିବା ଓକିଲ କହିଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

July 2026
M T W T F S S
 12345
6789101112
13141516171819
20212223242526
2728293031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme