Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ପାହାଡ଼ରୁ ଧସିଲା ପଥର, ଲୋକେ ହନ୍ତସନ୍ତ

Posted on October 29, 2025

ବାତ୍ୟା ‘ମୋନ୍‌ଥା’ ପ୍ରଭାବରେ ନାରାୟଣପଟଣା ବ୍ଲକ ଅନ୍ତର୍ଗତ ପଡାପଦର ଗ୍ରାମ ପଞ୍ଚାୟତର ମାଙ୍କିଡି ଗାଁ ନିକଟ ରାସ୍ତାରେ ପାହାଡ଼ରୁ ପଥର ଧସିଥିବା ଦେଖିବାକୁ ମିଳିଛି l ଗତକାଲି ଠାରୁ ବାତ୍ୟା ମୋନ୍‌ଥା ଯୋଗୁଁ ଦିନତମାମ ଝିପି ଝିପି ବର୍ଷା ଲାଗି ରହିଥିଲା l ଯାହାର ପ୍ରଭାବରେ ପାହାଡ଼ରୁ ପଥର ଖସି ରାସ୍ତା ଉପରେ ପଡିଥିଲା l ଲୋକେ ଭୟରେ ଯିବା ଆସିବା କରୁଥିଲେ l

ସେପଟେ ବାତ୍ୟା ପ୍ରଭାବରେ ମାଙ୍କିଡି ଗାଁରେ ଗୋଟିଏ ଘର ଆଂଶିକ ଭାବରେ ଭାଙ୍ଗିଯାଇଥିଲା l ଘର ଭାଙ୍ଗିଥିବାରୁ ଝୁଡୁଙ୍ଗ ହିମିରିକା ଏବଂ କିସ୍ପା ହିମିରିକାଙ୍କୁ ସ୍ଥାନୀୟ ତହସିଲ ପ୍ରଶାସନ ତରଫରୁ ପଲିଥିନ ପ୍ରଦାନ କରାଯାଇଛି l ଏହି ଅଞ୍ଚଳରେ ବିଶେଷ କିଛି କ୍ଷୟ କ୍ଷତି ହୋଇ ନଥିଲେ ମଧ୍ୟ ବ୍ଲକ ପ୍ରଶାସନ ଏଥିପାଇଁ ଜାଗ୍ରତ ହୋଇଥିବା ପ୍ରଶାସନ ତରଫରୁ ଜଣାଯାଇଛି l

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme