Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ତିଗିରିଆ ଥାନା ଅଞ୍ଚଳରେ ବଡ଼ ଧରଣର ଚଢ଼ାଉ

Posted on September 23, 2025

କଟକ ଜିଲ୍ଲା ତିଗିରିଆ ଥାନା ଭିରୁଡ଼ା ପଣସପାଟଣାରେ ବଡ଼ ଧରଣର ପ୍ରଶାସନିକ ଚଢାଉ। ମଦ ମାଫିଆଙ୍କ ଘର ଉପରେ ଚାଲିଲା ବୁଲଡୋଜର। ବିପୁଳ ପରିମାଣର ମଦ ଓ ପୋଚ ନଷ୍ଟ। ଆଠଗଡ଼ ଉପଜିଲ୍ଲାପାଳଙ୍କ ନେତୃତ୍ଵରେ ଭିରୁଡ଼ା ପଣସପାଟଣାରେ ଅବକାରୀ ବିଭାଗ ଓ ପୁଲିସ ମିଳିତ ଚଢାଉ କରିଛି। ବିପୁଳ ପରିମାଣର ଦେଶୀ ମଦ ଓ ପୋଚ ନଷ୍ଟ କରାଯାଇଛି।
ମଙ୍ଗଳବାର ସକାଳେ ବେଆଇନ ଦେଶୀ ମଦ ପ୍ରସ୍ତୁତିର ଶିଳ୍ପାଞ୍ଚଳ ପାଲଟିଥିବା ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା ପଣସପାଟଣାରେ ଏକ ବଡ଼ ଧରଣର ଚଢ଼ାଉ ହୋଇଛି।ଆଠଗଡ଼ ଉପଜିଲ୍ଲାପାଳଙ୍କ ନେତୃତ୍ଵରେ ଭିରୁଡ଼ା ପଣସପାଟଣାରେ ଅବକାରୀ ବିଭାଗ ଓ ପୁଲିସ ମିଳିତ ଚଢାଉ କରିଛି। ମଦ ମାଫିଆମାନେ ମଦ ପ୍ରସ୍ତୁତ କରି ଚାଲାଣ ପାଇଁ ପୃଥକ୍ ସ୍ଥାନରେ ଗୋପନରେ ମହଜୁଦ ରଖିଥିଲେ। ଏହି ସବୁ ଠିକଣାରେ ବିଭାଗୀୟ କର୍ମଚାରୀମାନେ ଚଢାଉ କରି ହଜାର ହଜାର ଲିଟର ପୋଚ ଓ ଦେଶୀ ମଦକୁ ଜବତ କରି ନଷ୍ଟ କରିଛନ୍ତି। ମଦଭାଟି ଗୁଡ଼ିକୁ ବୁଲଡୋଜର ଦ୍ଵାରା ଭଙ୍ଗି ଦିଆଯାଇଛି

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme