Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

Month: January 2026

ସୁବର୍ଣ୍ଣପୁରରେ ମଣ୍ଡି ଅବ୍ୟବସ୍ଥା: ଧାନ ଗଦା ପାଖରେ ଚାଷୀ, କାହିଁକି ଆସୁନି ମିଲର୍ସ ଗାଡ଼ି?

Posted on January 24, 2026

ସୁବର୍ଣ୍ଣପୁର ଜିଲ୍ଲାରେ ଧାନ କ୍ରୟ ପ୍ରକ୍ରିୟା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି। ଜିଲ୍ଲାର ୯୨ଟି ପ୍ୟାକ୍ସ (PACS) ରେ ହଜାର ହଜାର କ୍ଵିଣ୍ଟାଲ ଧାନ ପଡି ରହିଥିବା ବେଳେ ମିଲର୍ସଙ୍କ ଅସହଯୋଗ କାରଣରୁ ଚାଷୀ ଏବେ ହତାଶ ହୋଇପଡିଛନ୍ତି। ଟୋକନ ଅବଧି ସରି ଆସୁଥିଲେ…

ଛାଡ଼ପତ୍ରପ୍ରାପ୍ତ ନିର୍ଭରଶୀଳ ଝିଅଙ୍କୁ ମିଳିବ ପରିବାର ପେନସନ୍

Posted on January 24, 2026

ବିବାହ ଛାଡ଼ପତ୍ରପ୍ରାପ୍ତ ପାଇଥିବା ଝିଅଙ୍କୁ ନେଇ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କ ଉପରେ ନିର୍ଭର କରୁଥିବା ଛାଡ଼ପତ୍ର ପାଇଥିବା ବିବାହିତ ଝିଅ ପରିବାର ପେନସନ ପାଇବେ ବୋଲି ହାଇକୋର୍ଟ ରାୟ ଦେଇଛନ୍ତି । ଛାଡ଼ପତ୍ର ମିଳିବାରେ ବିଳମ୍ୱ କାରଣରୁ…

ଜମି ବିବାଦରୁ ହଣାକଟା, ଗାଁ ଦାଣ୍ଡରେ ବୁଲିଲା ଖଣ୍ଡା

Posted on January 24, 2026

ଜମିବାଡ଼ି ବିବାଦରୁ ହଣାକଟା । ୨ ପରିବାର ମଧ୍ୟରେ ତୁମୁଳକାଣ୍ଡ, ଗାଁ ଦାଣ୍ଡରେ ବୁଲିଲା ଖଣ୍ଡା ।  ଉଭୟ ପରିବାରରୁ ୬ ଜଣ ଆହତ ହୋଇଛନ୍ତି ।  ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।  ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଲେଣ୍ଡୋ…

ଭାରତରୁ ଶେଖ୍ ହାସିନାଙ୍କ ହୁଙ୍କାର: ମହମ୍ମଦ ୟୁନୁସଙ୍କୁ କହିଲେ ‘ହତ୍ୟାକାରୀ’

Posted on January 24, 2026

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନା ଦେଶର ବର୍ତ୍ତମାନର ଅନ୍ତରୀଣ ସରକାର ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି। ଭାରତରେ ଶରଣ ନେଇଥିବା ହାସିନା ଏକ ଅଡିଓ କ୍ଲିପ୍‌ ଜରିଆରେ ବାଂଲାଦେଶବାସୀଙ୍କୁ ସମ୍ବୋଧିତ କରି ମୁଖ୍ୟ ଉପଦେଷ୍ଟା ମହମ୍ମଦ ୟୁନୁସଙ୍କୁ ‘ଫାସିବାଦୀ ହତ୍ୟାକାରୀ’ ବୋଲି ଆଖ୍ୟା…

ଘର ଭିତରେ ପଶି ଯୁବକଙ୍କୁ ଆକ୍ରମଣ କଲା ବାଘ

Posted on January 24, 2026

ନରସିଂହପୁର ବନଖଣ୍ଡ ଅନନ୍ତ ପ୍ରସାଦ ଗାଁରେ ବାଘ ମଣିଷ ଲଢ଼େଇ। ଘର ଭିତରେ ପଶି ଯୁବକଙ୍କୁ ଆକ୍ରମଣ କରିଥିଲା ବାଘ। ଆକ୍ରମଣ ବେଳେ ବାଘ ସହ ଯୁବକଙ୍କ ଜୋରଦାର ଲଢ଼େଇ ବେଳେ ବାଘ ମୃତ୍ୟୁ ହୋଇଛି । ଏଥିରେ ଯୁବକ ଜଣକ ମଧ୍ୟ ଗୁରୁତର…

ହାଇକୋର୍ଟରେ ହାଜର ହେବେ ନଗର ଉନ୍ନୟନ ସଚିବ ଉଷା ପାଢ଼ୀ: ପୋଲିସ କମିଶନରଙ୍କୁ ମଧ୍ୟ ନିର୍ଦ୍ଦେଶ

Posted on January 24, 2026

ଓଡ଼ିଶା ହାଇକୋର୍ଟଙ୍କ କଡ଼ା ଆଭିମୁଖ୍ୟ। ଅଦାଲତ ଅବମାନନା ମାମଲାରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ସଚିବ ଉଷା ପାଢ଼ୀଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ମାନ୍ୟବର କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କେବଳ ସଚିବ ନୁହଁନ୍ତି, ବରଂ ତାଙ୍କ ସହ ପୌର ପ୍ରଶାସନ…

ଦିନକ ପରେ ଖଣ୍ଡଗିରି ମେଳା: ଆକର୍ଷଣ ସାଜିବ ବିଶ୍ୱରୂପ ଓ କାଞ୍ଚି ଅଭିଯାନ ଥିମ୍‌

Posted on January 24, 2026

ଆଉ ଦିନକ ପରେ ଖଣ୍ଡଗିରି ମେଳା । ସଜେଇ ହେଉଛି ଐତିହାସିକ ଖଣ୍ଡଗିରି ପାହାଡ଼ । ପାହାଡ଼ ପାଦଦେଶରେ ଯଜ୍ଞକୁଣ୍ଡ ସହ ସାଧୁସନ୍ଥଙ୍କ ରହିବା ପାଇଁ ଅସ୍ଥାୟୀ ଘର ଜୋର୍‌ସୋର ତିଆରି ଚାଲିଛି । ବାହାର ରାଜ୍ୟରୁ ଖେଳଣା, ଫୁଲ ବେପାରୀ ଓ ଦୋଳି ବେପାରୀମାନେ…

ଶ୍ରୀମନ୍ଦିରରେ ନାବାଳକକୁ ମାଡ ଅଭିଯୋଗ, ତଦନ୍ତ କରୁଛି ପୁଲିସ

Posted on January 24, 2026

ପୁରୀ ଶ୍ରୀମନ୍ଦିରର ବାହାର କାଠ ନିକଟରେ ନାବାଳକକୁ ପୁଲିସର ମାଡ ଅଭିଯୋଗ। ନାବାଳକ କାନରେ ଲାଗିଛି ଗଭୀର ଆଘାତ। ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ନାବାଳକ ଜଣକ ଭଦ୍ରକ ଭଣ୍ଡାରୀପୋଖରୀ ଅଞ୍ଚଳର। ଗତକାଲି…

କମିବ ଶୀତ, ୨ରୁ ୩ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା

Posted on January 24, 2026

ଆସନ୍ତା ୨୭ ତାରିଖରୁ ରାଜ୍ୟରେ ଶୀତ କମିପାରେ । ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ ବଢ଼ିବା ସହ ଶୀତ କମିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । କିନ୍ତୁ ଆସନ୍ତା ଦୁଇ ସପ୍ତାହ ଯାଏ ରାତି ତାପମାତ୍ରା ସ୍ୱାଭାବିକଠାରୁ ପ୍ରାୟ…

ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ମୃତ

Posted on January 24, 2026

Posts pagination

Previous 1 … 7 8 9 … 43 Next

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec   Feb »

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme