ଜମିଜମା ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ । ୧୦ ରୁ ଅଧିକ ଆହତ, ତିନି ଗୁରୁତର । ସମସ୍ତ ଗୁରୁତରଙ୍କୁ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ପୁରୀ ଅସ୍ତରଙ୍ଗ ଥାନା ଜାମୁଗାଁରେ ଜମିଜମାକୁ ନେଇ ଏହି ଗଣ୍ଡଗୋଳ ହୋଇଛି…
Month: January 2026
୭୭ତମ ସାଧାରଣତନ୍ତ୍ର ଦିବସରେ ବଡ଼ ଘୋଷଣା! ଓଡ଼ିଶାର ୨୦ ପୋଲିସ ଅଧିକାରୀଙ୍କୁ ମିଳିଲା ରାଜ୍ୟପାଳ ପଦକ
ଦେଶ ଆଜି ପାଳନ କରୁଛି ୭୭ତମ ସାଧାରଣତନ୍ତ୍ର ଦିବସ। ଏହି ଜାତୀୟ ପର୍ବ ଅବସରରେ ସାରା ଦେଶ ଆଜି ତ୍ରିରଙ୍ଗା ରଙ୍ଗରେ ରଙ୍ଗୀନ ହୋଇଥିବା ବେଳେ ଓଡ଼ିଶାରେ ମଧ୍ୟ ବେଶ୍ ଉତ୍ସାହର ସହ ଏହା ପାଳିତ ହେଉଛି। ଏହି ପବିତ୍ର ଅବସରରେ ରାଜ୍ୟର ବିଭିନ୍ନ…
୨ରୁ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି
ରାଜ୍ୟରେ କୃଷକମାନଙ୍କ ସମସ୍ୟା ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ବିଜୁ ଜନତା ଦଳ(ବିଜେଡି) ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିବା ସହିତ ଆନ୍ଦୋଳନର ଚେତାବନୀ ଦେଇଛି।ଶଙ୍ଖ ଭବନରେ ରବିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ର ଓ ବିରୋଧୀ ଦଳ ଉପନେତା…
ହିଂସାକାରୀଙ୍କ ଠିକଣା ଜେଲ୍!” ବାରବାଟୀରୁ ଗର୍ଜିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଆଜି ୭୭ତମ ସାଧାରଣତନ୍ତ୍ର ଦିବସ ଅବସରରେ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହି ଅବସରରେ ସେ ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବା ସହ ରାଜ୍ୟବାସୀଙ୍କୁ ଉଦ୍ବୋଧନ ଦେଇଥିଲେ। ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ…
ଜନ୍ମ କଲା ପୁଅ ପର କରିଦେଲା, ଦଶ ମାସ ଦଶ ଦିନ ଗର୍ଭରେ ଧରିଥିବା ମାଆକୁ…
“ଜନ୍ମ କଲା ପୁଅ ପର କରିଦେଲା, ଦଶ ମାସ ଦଶ ଦିନ ଗର୍ଭରେ ଧରିଥିବା ମାଆକୁ ଆଜି ରାଜରାସ୍ତାକୁ ଟାଣି ଆଣିଲା ।” ଏଭଳି ଏକ ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକର ୫ ନମ୍ବର ୱାର୍ଡ ଅନ୍ତର୍ଗତ ଶେଣ…
ଅନୁଗୁଳ ଅର୍ଥନୀତିର ନୂଆ ମେରୁଦଣ୍ଡ: ତାଳଚେର ଘଣ୍ଟପଡା ଫ୍ଲାଏ ଓଭରର ବର୍ଣ୍ଣାଢ୍ୟ ଉଦଘାଟନ
ବହୁ ପ୍ରତୀକ୍ଷିତ ତାଳଚେର ଘଣ୍ଟପଡା ଫ୍ଲାଏ ଓଭର ଆଜି ଉଦଘାଟିତ ହୋଇ ଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଡିଓ କନ ଫେରେନ୍ସ ଜରିଆରେ ଏହାକୁ ଉଦଘାଟନ କରିଥିଲେ। ଉଦଘାଟନ ଅବସରରେ କେନ୍ଦ୍ର ମନ୍ତ୍ରୀ କହିଥିଲେଯେ ଏହି ରାସ୍ତା ଅନୁଗୁଳ ଜିଲ୍ଲାର ଅର୍ଥନୀତିର ମେରୁଦଣ୍ଡ ।…
ଶୁଭାଂଶୁ ଶୁକ୍ଳାଙ୍କୁ ମିଳିଲା ଅଶୋକ ଚକ୍ର
ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କୁ ଅଶୋକ ଚକ୍ରରେ ସମ୍ମାନିତ କରାଯାଇଛି । ଆଇଏଏଫ ଗ୍ରୁପ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳାଙ୍କୁ ଶାନ୍ତିକାଳୀନ ସର୍ବୋଚ୍ଚ ବୀରତା ସମ୍ମାନ ଅଶୋକ ଚକ୍ରରେ ସମ୍ମାନିତ କରାଯାଇଛି । ଗଣତନ୍ତ୍ର ଦିବସ ଅବସରରେ କର୍ତ୍ତବ୍ୟପଥରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁଭାଂଶୁଙ୍କୁ ଏହି ସମ୍ମାନରେ…
୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବରାତି ତାପମାତ୍ରା
ରାଜ୍ୟର ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାର କିଛି କିଛି ଅଞ୍ଚଳ ଏବେ ବି ଥଣ୍ଡାରେ ଥରୁଛି। ଘୁ. ଉଦୟଗିରିଠାରେ ସର୍ବନିମ୍ନ ତାପମାତ୍ରା ୪.୮ ଡିଗ୍ରି ରେକର୍ଡ ହୋଇଛି। ଅନ୍ୟପଟେ ଉପକୂଳ ଓଡ଼ିଶାରେ ରାତି ତାପମାତ୍ରା ବଢ଼ିଛି। ଆସନ୍ତାକାଲିଠାରୁ ରାଜ୍ୟରେ ରାତି ପାରଦସ୍ତର ଧୀରେ ଧୀରେ…
ପଞ୍ଚାୟତ ନିର୍ବାଚନ ପାଇଁ ବ୍ୟୁହ ରଚନା! ଜାଣନ୍ତୁ କେବେ ପଡ଼ିବ ଭୋଟ୍?
ରାଜ୍ୟରେ ପଞ୍ଚାୟତ ନିର୍ବାଚନକୁ ନେଇ ଚାଲିଥିବା ଚର୍ଚ୍ଚାର ଅନ୍ତ ଘଟିଛି। ରାଜ୍ୟରେ ନିର୍ଦ୍ଧାରିତ ସମୟରେ ହିଁ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ସ୍ପଷ୍ଟ ସୂଚନା ଦେଇଛନ୍ତି। ବର୍ତ୍ତମାନର ପଞ୍ଚାୟତ ପ୍ରତିନିଧିମାନଙ୍କର ୫ ବର୍ଷର କାର୍ଯ୍ୟକାଳ ଶେଷ ହେବା…
ପାକିସ୍ତାନକୁ ଆଇସିସିର ଚରମବାଣୀ: ବିଶ୍ୱକପରୁ ଓହରିଲେ ଭୋଗିବାକୁ ପଡ଼ିବ ଭୟଙ୍କର ପରିଣାମ
ବାଂଲାଦେଶ ପରେ ଏବେ ପାକିସ୍ତାନକୁ ବଡ଼ ଝଟକା ଦେଇଛି ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ (ICC) । ୨୦୨୬ ଟି-୨୦ ବିଶ୍ୱକପରୁ ଓହରିଯିବାକୁ ଧମକ ଦେଇଥିବା ପାକିସ୍ତାନକୁ ଆଇସିସି କଡ଼ା ଚେତାବନୀ ଶୁଣାଇଛି। ଯଦି ପାକିସ୍ତାନ ଏହି ବଡ଼ ଟୁର୍ଣ୍ଣାମେଣ୍ଟରୁ ନିଜ ନାମ ପ୍ରତ୍ୟାହାର କରେ,…
